Daily Archives

June 28, 2022

ମୋଦୀଙ୍କୁ ଜୋରଦାର ସ୍ୱାଗତ କଲା ନୂପୁର ଶର୍ମାଙ୍କ ବୟାନକୁ ନେଇ ଆପତ୍ତି କରିଥିବା ୟୁଏଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପୂର୍ବତନ ରାଷ୍ଟ୍ରପତି ଶେଖ ଖାଲିଫା ବିନ ଜାଏଦ ଅଲ ନାହିନଙ୍କ ନିଧନରେ ଶୋକ ଜଣାଇବାକୁ ୟୁଏଇରେ ପହଞ୍ଚିଥିଲେ | ତେବେ ମୋଦୀଙ୍କୁ ୟୁଏଇ ବିମାନବନ୍ଦରରେ ଯେଭଳି ସ୍ୱାଗତ କରାଯାଇଛି ତାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଉଦୟପୁରରେ ରକ୍ତର ହୋଲି ଖେଳିଥିବା ଦୁଇ ଅଭିଯୁକ୍ତ ମହମ୍ମଦ ରିଆଜ ଏବଂ ଗୋସ ମହମ୍ମଦ ଗିରଫ

ଉଦୟପୁର: ରାଜସ୍ଥାନର ଉଦୟପୁରର ମାଲଦାସ ଛକରେ ଏକ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଦୁଇଜଣ ବ୍ୟକ୍ତି ଜଣେ ଟେଲରଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଉଦୟପୁରରେ ଉତ୍ତେଜନା ବଢ଼ିବାରେ ଲାଗିଛି | ଉଦୟପୁରରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଉଭୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ପାରିବାରିକ ଜୀବନ ସୁଖକର ହେବ। ବୃଷ: ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବାପ ଘର ଗାଁରେ ବିଦ୍ୟୁତ୍‌ ବଲ୍‌ବ ଜଳିଲା, ନିଜ ଗାଁକୁ କେବେ ନିର୍ମାଣ‌…

ରାଇରଙ୍ଗପୁର: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିଜ ଗ୍ରାମ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ କୁସୁମୀ ବ୍ଲକ ପାହାଡପୁର ଗ୍ରାମରେ । ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ପୈତୃକ ଗ୍ରାମ କୁସୁମୀ ବ୍ଲକ ଉପରବେଡ଼ା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନା କିଣିବ ୪୮୦୦ ସ୍ନାଇପର ରାଇଫଲ

ନୂଆଦିଲ୍ଲୀ : ଭାରତୀୟ ସେନା ନିମନ୍ତେ ୪୮୦୦ ଟି ସ୍ନାଇପର ରାଇଫଲ ଓ ୭୮ ଲକ୍ଷ ରାଉଣ୍ଡ ଗୁଳି ଖରିଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏସବୁ ଅସ୍ତ୍ର ଖରିଦ ପାଇଁ ସେନା ପକ୍ଷରୁ ରିକ୍ବେଷ୍ଟ ଫର ଇନଫର୍ମେସନ ( ଆରଏଫଆଇ) ଜାରି କରାଯାଇଛି । ଏହି ପ୍ରକ୍ରିୟାରେ ବିଭିନ୍ନ କମ୍ପାନିମାନଙ୍କଠାରୁ…
ଅଧିକ ଖବର ଦେଖନ୍ତୁ...

କହ୍ନୈୟାଲାଲ ମୃତ୍ୟୁ ଘଟଣା: ଦେଶରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାର ସମୟ ଆସିଛି ବୋଲି କହିଲେ…

ଉଦୟପୁର: ପ୍ରଫେଟ ମହମ୍ମଦଙ୍କ ବାବଦରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଯୁବକଙ୍କୁ ଆଜି ଦିନ ଦ୍ଵିପ୍ରହରରେ ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କହ୍ନେୟାଲାଲଙ୍କୁ ହତ୍ୟା ପରେ ବିଗୁଡୁଛି ଉଦୟପୁରର ସ୍ଥିତି, ଦଙ୍ଗା ଆଶଙ୍କାରେ ଇଣ୍ଟରନେଟ ବନ୍ଦ ସାଙ୍ଗକୁ ବ୍ୟାପକ ପୁଲିସ…

ଜୟପୁର: ରାଜସ୍ଥାନର ଉଦୟପୁରରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ ଲେଖିଥିବା ଟେଲର କହ୍ନେୟାଲାଲଙ୍କ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି | କହ୍ନେୟାଲାଲଙ୍କ ଗଳା କାଟି ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଇଂଲଣ୍ଡକୁ ବିଶ୍ଵବିଜେତା କରାଇଥିବା ଅଧିନାୟକ ଇଏନ୍ ମୋର୍ଗାନ୍ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ନୂଆଦିଲ୍ଲୀ: ଇଂଲଣ୍ଡର ସୀମିତ ଓଭର ଫର୍ମାଟ୍ ଅଧିନାୟକ ଇଏନ୍ ମୋର୍ଗାନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଇଂଲଣ୍ଡର ସର୍ବାଧିକ ରନ୍ ସ୍କୋରର ତଥା ଦିନିକିଆ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ୩୫ ବର୍ଷୀୟ ମୋର୍ଗାନ୍ ଆଜି ନିଜ ଅବସର ବାବଦରେ ଘୋଷଣା କରିଛନ୍ତି | ୧୩ ଶତକ ସହ…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ; ବିଶ୍ବାସଘାତକମାନଙ୍କୁ ପୋଷାକ ଖୋଲି ମାଡ଼ ମାରିବା ଉଚିତ୍

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଧୀରେ ଧୀରେ ସତ ହେବାରେ ଲାଗିଲାଣି। ବିଜେପି ଯେଉଁଭଳି ଭାବେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ‌ଯୋଗାଉଛି, ସେଥିରୁ ତାହା ପ୍ରମାଣ ହୋଇଛି। ଗତକାଲି କେନ୍ଦ୍ର ସରକାର…
ଅଧିକ ଖବର ଦେଖନ୍ତୁ...

୧୦୧ ବର୍ଷୀୟ ନାଜି ସୈନିକଙ୍କୁ ୫ ବର୍ଷ ଜେଲ୍

ବର୍ଲିନ : ଜର୍ମାନିର ଏକ କୋର୍ଟ ୧୦୧ ବର୍ଷୀୟ ବୃଦ୍ଧ ଯେଶୋଫ ସ୍କୁଏଜଙ୍କୁ ୫ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଇହୁଦୀମାନଙ୍କ ଗଣହତ୍ୟା ହୋଇଥିବା ହିଟଲରଙ୍କ ନାଜି କନସେଣ୍ଟ୍ରେସନ କ୍ୟାମ୍ପରେ ସେ ଜଣେ ସୁରକ୍ଷାକର୍ମୀ ଥିଲେ । ଇତିହାସର ଏହି କୁଖ୍ୟାତ ଯୁଦ୍ଧଅପରାଧରେ ଦଣ୍ଡ ପାଇବାରେ ସେ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...