Daily Archives

June 29, 2022

ଚୋରି ମାମଲାରେ ଦୁଇ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ଜଟଣୀ: ଜଟଣୀ ଥାନା ଅଧୀନରେ ଦୁଇଟି ପୃଥକ ଚୋରି ଘଟଣାରେ ଜଟଣୀ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଧରି ଆଜି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଚଳିତ ମାସ ୨୩ ତାରିଖରେ ଜଟଣୀ ବଡ଼ତୋଟା ସାହି ନିବାସୀ ଭାରତୀ ରାଉତରାୟଙ୍କ ଘରେ ପଶି କେହି ଦୁର୍ବୃତ୍ତ ସୁନା ଅଳଙ୍କାର ଚୋରି କରି ନେଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ମାଡ଼ୁନି ଡ୍ୟାମ ପାଣି, ଅଚଳ ଉଠା ସେଚପ୍ରକଳ୍ପ: ପଡିଆ ପଡ଼ିଛି ୬୦୦ ଏକର ଜମି 

ରାୟଗଡ଼ା: ଧାନ, ମାଣ୍ଡିଆ, କାନ୍ଦୁଲ, ପନିପରିବାରେ ହସୁଥିଲା କ୍ଷେତ। ଉତ୍ପାଦିତ ତିନି ଫସଲକୁ ବିକ୍ରି କରି ବେଶ୍ ଲାଭବାନ୍ ହେଉଥିଲେ ଚାଷୀ। ଗତ ୪ ବର୍ଷ ଧରି ଆଉ ଜମିକୁ ମାଡ଼ୁନି ପାଣି। ମରାମତି ଅଭାବରୁ କେନାଲ୍ ଗଛ, ଲତା, ମାଟି, କାଦୁଅରେ ପୋତି ହୋଇଯିବା ପରେ ପଡିଆ ପଡ଼ିଛି ୬୦୦ ଏକର ଜମି।…
ଅଧିକ ଖବର ଦେଖନ୍ତୁ...

ଜୁନ ୧୫ରୁ ଅଭିଯୁକ୍ତଙ୍କ ସହ କହ୍ନୈୟାଙ୍କ ଚାଲିଥିଲା ଛକାପଞ୍ଛା, ଜାଣନ୍ତୁ ହତ୍ୟା ପୂର୍ବରୁ କ’ଣ ସବୁ ଘଟିଥିଲା

ଉଦୟପୁର: ଜୁନ୍ ୨୮ରେ ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ନିର୍ମମ ଭାବେ ହାତ୍ୟା କରିଥିଲେ ଦୁଇ ଯୁବକ। କହ୍ନୈୟାଙ୍କ ଦୋକାନକୁ ଯାଇ ତାଙ୍କ ଗଳା କାଟିବା ସହ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ ଅଭିଯୁକ୍ତ। ଏବେ ଦୁହିଁଙ୍କୁ ପୁଲିସ ଗିରଫ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ବମ୍ ବମ୍ ମହାରାଜ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ନାମାଙ୍କନ ସମ୍ବନ୍ଧୀୟ ନିୟମକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଯାଚିକା ଉପରେ କୌଣସି ଆଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବମ୍ ବମ୍ ମହାରାଜ ନୋହାଟିଆ ନାମକ ଆବେଦନକାରୀ ୫୦ ଜଣ ସାଂସଦ କିମ୍ବା ବିଧାୟକଙ୍କୁ ନାମାଙ୍କନପତ୍ର ଦାଖଲ ପାଇଁ…
ଅଧିକ ଖବର ଦେଖନ୍ତୁ...

କାଉଡିଆ ଯାଉଥିବା ରାସ୍ତାରେ ବନ୍ଦ ରହିବ ମାଛ-ମାଂସ ଦୋକାନ, ଚାଲିବ ବାଇକ ଆମ୍ବୁଲାନ୍ସ

ହରିଦ୍ୱାର: ଶ୍ରାବଣ ମାସରେ ମହାଦେବଙ୍କ ଜଳାଭିଷେକ ପାଇଁ ମାନସିକବ୍ରତଧାରୀ ବହୁ ଦୂର ଚାଲି ଚାଲି ଯାଇଥାନ୍ତି | ତେବେ ଏଣିକି କାଉଡିଆଙ୍କ ପାଇଁ ବାଇକ ଆମ୍ବୁଲାନ୍ସର ବ୍ୟବସ୍ଥା ରହିବ | ଯଦି ରାସ୍ତାରେ ଯାଉଥିବାବେଳେ କୌଣସି କାଉଡିଆ ଅସୁସ୍ଥ ହୋଇପଡିବେ ତେବେ ବାଇକ ଆମ୍ବୁଲାନ୍ସ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ରାମସାର ତାଲିକାରେ ସାମିଲ ହେବ ଓଡ଼ିଶା ସମେତ ୪ ରାଜ୍ୟର ୫ଟି କୋଇଲା ଖଣି ପିଟ୍‌ ଲେକ୍‌

ଭୁବନେଶ୍ବର: ରାମସାର ତାଲିକାରେ ଓଡ଼ିଶା ସମେତ ୪ ରାଜ୍ୟର ୫ଟି କୋଇଲା ଖଣି ପିଟ୍‌ ଲେକ୍‌ ସାମିଲ ହେବ। ଏଥି ପାଇଁ ପରିବେଶ ମନ୍ତ୍ରାଳୟକୁ କୋଇଲା ମନ୍ତ୍ରାଳୟ ଅନୁରୋଧ କରଛି। ଭାରତୀୟ କୋଇଲା କ୍ଷେତ୍ର ଅଧିକରୁ ଅଧିକ କୋଇଲା ଉତ୍ପାଦନ ମାଧ୍ୟମରେ ଦ୍ରୁତ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ : ଗୁରୁବାର ଦିନ ହେବାକୁ ଥିବା ଆସ୍ଥାଭୋଟର ସମ୍ମୁଖୀନ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଛି । ବୁଧବାର ରାତିରେ ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଅନ୍ୟମାନଙ୍କ ସେବା ସତ୍କାରରେ ବିତିବ। ଲୋକେ ଆପଣଙ୍କ ପ୍ରତି ଯଥେଷ୍ଟ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କ କାମର ଖୁବ୍ ପ୍ରଶଂସା ହେବ। ବଡ଼ ସଫଳତା ଆପଣଙ୍କୁ ମିଳିବ। ବୃଷ: କୌଣସି ବି କାମ ତରବରରେ କରନ୍ତୁ ନାହିଁ। କାମ ପାଇଁ ଅଧିକ ଯାତାୟାତ…
ଅଧିକ ଖବର ଦେଖନ୍ତୁ...

ଚିଠି ପହଞ୍ଚାଇବା ପାଇଁ ପାହାଡିଆ ରାସ୍ତାରେ ୩୨ କିଲୋମିଟର ଚାଲୁଥିବା ଏହି ପୋଷ୍ଟମ୍ୟାନଙ୍କୁ ମିଳିଲା ମେଘଦୂତ ପୁରସ୍କାର

ଡେରାଡୁନ: ନିଜ ମନର କଥା ହେଉ କି ସମ୍ପର୍କୀୟଙ୍କୁ ମନିଅର୍ଡର ପଠାଇବା ପାଇଁ ଏବେ ବି ଚିଠିର ବ୍ୟବହାର ଚାଲିଛି | ଆଜିକାଲି ମୋବାଇଲ ଯୁଗରେ ଯେଉଁଠି ମୋବାଇଲ ନେଟୱାର୍କଟିଏ ମଧ୍ୟ ନାହିଁ, ଚିଠି ହିଁ ବାର୍ତ୍ତା ପ୍ରେରଣର ମାଧ୍ୟମ ପାଲଟିଛି | ଆଉ ପ୍ରତିଦିନ ସକାଳେ ଚିଠି, ମନିଅର୍ଡର ସହ ପାର୍ସଲ…
ଅଧିକ ଖବର ଦେଖନ୍ତୁ...

ପୁଣି ଏକ ସାଇବର୍‌ ଠକେଇ: ପାନ୍‌କାର୍ଡ ଅପଡେଟ୍‌ ନାଁରେ ଠକିନେଲେ ଦେଢ଼ ଲକ୍ଷ

ରାଉରକେଲା: ଯଥାଶୀଘ୍ର ଆପଣଙ୍କର ପାନ୍‌କାର୍ଡ ଅପଡେଟ୍‌ କରନ୍ତୁ। ବିଳମ୍ବ ହେଲେ ପାନକାର୍ଡ୍‌ ଅଚଳ ହୋଇଯିବ। ନିମ୍ନୋକ୍ତ ଲିଙ୍କ୍‌ରେ କ୍ଲିକ୍‌ କରି ତୁରନ୍ତ ଅପଡେଟ୍‌ କରନ୍ତୁ। ବାସ୍‌, ଏତିକି ମେସେଜ୍‌ ଦେଇ ଠକି‌ନେଇଗଲେ ଦେଢ଼ ଲକ୍ଷ ଟଙ୍କା। ଏଭଳି ଠଙ୍ଗରେ ପୁଣି ଜଣେ ସରକାରୀ କର୍ମଚାରୀ ସାଇବର…
ଅଧିକ ଖବର ଦେଖନ୍ତୁ...