Monthly Archives

July 2022

ସୁନ୍ଦରଗଡ଼: ବେଦବ୍ୟାସ-ଘୋଘର ଧାମ୍‌ରେ ୫୦ ହଜାର କାଉଡ଼ିଆ!

ରାଉରକେଲା: ଜିଲ୍ଲାରେ ଥିବା ବିଭିନ୍ନ ଶିବାଳୟରେ ଆଜି କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଥମ ଓ ଦ୍ବିତୀୟ ସୋମବାର ଅପେକ୍ଷା ଆଜି ତୃତୀୟ ସୋମବାର ପାଇଁ, ଶୈବ ପୀଠଗୁଡ଼ିକରେ ଭିଡ଼ ପ୍ରାୟ ତିନିଗୁଣ ଅଧିକ ରହିଛି। ସୁପ୍ରସିଦ୍ଧ ବେଦବ୍ୟାସ ଶୈବପୀଠରୁ ଆରମ୍ଭକରି ରାଜଗାଙ୍ଗପୁର ବ୍ଲକ…
ଅଧିକ ଖବର ଦେଖନ୍ତୁ...

ବର୍ଷା ପାଇଁ ବ୍ରାହ୍ମଣୀଦେବୀଙ୍କୁ ପୂଜାର୍ଚ୍ଚନା, ମା’ଙ୍କୁ ଗାଧୋଇଲେ ଶତାଧିକ ଶ୍ରଦ୍ଧାଳୁ

ରାଉରକେଲା: ବର୍ଷା ଉଭାନ ହୋଇଯାଇଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଯାଇଛି ଚାଷୀଙ୍କ ଚିନ୍ତା। ଚାଷ ଜମିରେ ପାଣି ଟୋପେ ନଥିବାରୁ ଆଦିବାସୀ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷା ପାଇଁ ଆଦିବାସୀ ଚାଷୀ ଓ ସେମାନଙ୍କ ପରିବାର ଆଜି ବ୍ରାହ୍ମଣୀଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ଓସାମା ବିନ୍ ଲାଡେନର ଭାଇମାନଙ୍କଠାରୁ ପ୍ରିନ୍ସ ଚାର୍ଲସ ନେଇଥିଲେ ୧୦ କୋଟି ଟଙ୍କା!

ନୂଆଦିଲ୍ଲୀ: ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କ ପରିବାର ପ୍ରିନ୍ସ ଚାର୍ଲ୍ସଙ୍କ ଚାରିଟେବୁଲ ଟ୍ରଷ୍ଟକୁ ୧ ମିଲିୟନ୍ ପାଉଣ୍ଡ ବା ପ୍ରାୟ ୦.୬୪ କୋଟି ଟଙ୍କା ଦାନ କରିଛନ୍ତି। ଦି ସଣ୍ଡେ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ଅର୍ଥରାଶି ବିନ୍ ଲାଡେନର ଦୁଇ ଭାଇ ପ୍ରଦାନ କରିଛନ୍ତି। ପ୍ରିନ୍ସ…
ଅଧିକ ଖବର ଦେଖନ୍ତୁ...

ସଂଗବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ରେଙ୍ଗାଲି: ସଂଗବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରେଙ୍ଗାଲି ଥାନା କେଉଟଡିହିର ଅଜିତ କୁମାର ଖରସେଲ୍‌ଙ୍କ ପୁତୁରା ଡାକ୍ତର ଓରାମ(୨୦)ଙ୍କୁ ସଂଗବଦ୍ଧ ଭାବେ କିଛି ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ସମୟରେ କିଛି ଯୁବକ ମିଶି ଖଣ୍ଡା, ଭୁଜାଲି,…
ଅଧିକ ଖବର ଦେଖନ୍ତୁ...

ଜେଲରେ ନୱାବ ମଲିକଙ୍କ ପଡ଼ୋଶୀ ହେବେ ସଞ୍ଜୟ ରାଉତ: କିରିଟ ସୋମାୟା

ମୁମ୍ବାଇ: ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ନେଇ ଆଜି ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି। ରବିବାର ସକାଳେ ମୁମ୍ବାଇସ୍ଥିତ ସଞ୍ଜୟ ରାଉତଙ୍କ ଘରେ ଇଡି ଟିମ୍ ପହଞ୍ଚି ତାଙ୍କୁ ଏହି ମାମଲା ସମ୍ପର୍କରେ ପଚରାଉଚରା କରିଥିଲା। ତାଙ୍କୁ ଅଟକ…
ଅଧିକ ଖବର ଦେଖନ୍ତୁ...

ଆବଶ୍ୟକଠୁ କମ୍ ବର୍ଷା: ଶ୍ରାବଣରେ ବୈଶାଖର ତାତି, ଚନ୍ଦାହାଣ୍ଡିରେ ମରୁଡି ଆଶଙ୍କା 

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ଚାଷ ଚାଷୀର ମୁଖ୍ୟ ପେଟପାଟଣା। ହେଲେ ଏଠାରେ ଜଳସେଚନର ସୁବିଧା ନାହିଁ। ବର୍ଷା ଉପରେ ନିର୍ଭର କରି ଏଠାରେ ଚାଷ କରିଥାଏ ଚାଷୀ। କିନ୍ତୁ ଗତକିଛି ବର୍ଷ ହେବ ବ୍ଲକରେ ବର୍ଷାର ଅଭାବ ଚାଷୀଙ୍କୁ ତଳିତଳାନ୍ତ କରିଦେଲାଣି। ଚାଷୀ ଚାଷ…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କ ପାଇଁ ୫ଶହ ରାଖୀ ପଠାଇଲେ

କବାଟବନ୍ଧ: ଦେଶର ସୁରକ୍ଷା ପାଇଁ ସୀମାନ୍ତରେ ଜଗିରହିଥିବା ଯବାନଙ୍କ ପାଇଁ ଆଜି କବାଟବନ୍ଧ ଅଞ୍ଚଳର ଛାତ୍ରୀମାନେ ୫ଶହ ରାଖୀ ପଠାଇଛନ୍ତି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ପରିଚାଳିତ ଶାଠଶାଳୀ ସମେତ ସୋରେଇଶ୍ବର ବିଦ୍ୟାପୀଠ, ଶ୍ରୀଶ୍ରୀ ହିଙ୍ଗୁଳା ବିଦ୍ୟାମନ୍ଦିର ତଥା ଶୋଭନୀୟ ଶିକ୍ଷାଶ୍ରମର…
ଅଧିକ ଖବର ଦେଖନ୍ତୁ...

ଭୁଲ୍ ଟିକାକରଣ ପାଇଁ ଶିଶୁପୁତ୍ରର ମୃତ୍ୟୁ! ମାଟି ତଳୁ ଶବ କାଢ଼ିଲା ପୁଲିସ, ବ୍ୟବଚ୍ଛେଦ ପାଇଁ ୩ ଡାକ୍ତରଖାନା ବୁଲିଲା ଶବ

ଧର୍ମଶାଳା/କଣ୍ଟିଗଡ଼ିଆ: ଭୁଲ୍ ଟିକାକରଣ ପାଇଁ ଏକ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ। ଶିଶୁର ମୃତ୍ୟୁ ପାଇଁ ତାକୁ ଟିକା ଦେଇଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ। ଏନେଇ ମୃତ ଶିଶୁର ମା' ପଟୁଣିଆ ପଞ୍ଚାୟତ ଶଙ୍ଖ ଗ୍ରାମର ନବୀନ ସେଠୀଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ନାବାଳକର ନାରକୀୟ କାଣ୍ଡ: ପଥରରେ ଛେଚି ଯୁବକଙ୍କ ଜୀବନ ନେଲା

ବୁର୍ଲା: ବୁର୍ଲା ଥାନା ଅନ୍ତର୍ଗତ ଆମସଢ଼ା କଟାପାଲି ଗ‌ାଁ ଧୁଡ଼ିଆପଡ଼ା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ନାବାଳକଙ୍କ ପଥର ଛେଚାରେ ଧୁଡିଆପଡ଼ା ଅଞ୍ଚଳର ବିନୋଦ ଓରାମ (୨୨) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ଶବ ଜବତ କରିବା ସହିତ ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ଵାଲାସାହେବ ଠାକରେ ଦେଇଥିଲେ ଚାକିରି, କିଛି ବର୍ଷ ଭିତରେ କ୍ରାଇମ ରିପୋର୍ଟରରୁ ଶିବସେନାର ବଡ ନେତା ହୋଇଥିଲେ ରାଉତ

ମୁମ୍ବାଇ: ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ନେଇ ଆଜି ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି। ଆଉ ଏହି ଘଟଣା ପରେ ସେ ଟ୍ୱିଟ କରି ଲେଖିଥିଲେ ଯେ “ଆପଣ ସେହି ବ୍ୟକ୍ତିଙ୍କୁ ପରାସ୍ତ କରିପାରିବେ ନାହିଁ ଯିଏ କେବେ ହାର ମାନେ ନାହିଁ। ଝୁକେଙ୍ଗ…
ଅଧିକ ଖବର ଦେଖନ୍ତୁ...