Daily Archives

July 1, 2022

ନବମ‌ ଶ୍ରେଣୀର ଦୁଇ ଛାତ୍ର ନିଖୋଜ ଘଟଣା: ଛେଣ୍ଡିପଦାରୁ ଉଦ୍ଧାର, ରଥଯାତ୍ରା ଦେଖିବାକୁ ସାଇକେଲରେ ଯାଇଥିଲେ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ‌ ଆଦର୍ଶ ବିଦ୍ୟାଳୟର ନିଖୋଜ ଦୁଇ ନବମ ଶ୍ରେଣୀର ଛାତ୍ର ଉଦ୍ଧାର ହୋଇଛନ୍ତି। କୁଣ୍ଢେଇଗୋଳା ପୁଲିସର ରାତି ସାରା ତଦନ୍ତ ପାଇଁ ଉଦ୍ଧାର ହୋଇ ପାରିଛନ୍ତି। ନିଖୋଜ ୨ ଛାତ୍ର ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଏକ ମଣ୍ଡପରେ ଶୋଇଥିଲେ। ରାତି ୩ଟାରେ…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥମୟ ଶୈଳଶ୍ରୀକ୍ଷେତ୍ର; ଗୁଣ୍ଡିଚାବାଡ଼ିରେ ୩ ରଥ, କାଳିଆ ହଟ ଦେଖିଲେ ଭକ୍ତ

ଅନୁଗୁଳ: ଆନନ୍ଦ, ଉଲ୍ଲାସ ମଧ୍ୟରେ ଏକ ଭାବ, ଭକ୍ତିମୟ ପରିବେଶରେ ଶୈଳଶ୍ରୀକ୍ଷେତ୍ରରେ ଗଡିଛି ଜଗନ୍ନାଥଙ୍କ ରଥ। ଅଗଣିତ ଶ୍ରଦ୍ଧାଳୁଙ୍କ ଭାବ ରଜୁରେ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ତିଚାମନ୍ଦିରକୁ ଯାତ୍ରା କରିଛନ୍ତି। ଘଣ୍ଟ, ଘଣ୍ଟା, ଭଜନ, କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ କ˚ପି ଉଠିଛି…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବଙ୍କ ସହ ଥିବା ଭୁଲ ବୁଝାମଣା ଦୂର କରିବୁ : ବିଦ୍ରୋହୀ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବଠାକରେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ସମାଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି  ଜଣେ ବିଦ୍ରୋହୀ ବିଧାୟକ ଦୀପକ କେସରେକର । ସେ କହିଛନ୍ତି ସେମାନେ ଉଦ୍ଧବଙ୍କ ସହିତ ଠିକ ସମୟରେ କଥା ହେବେ ଓ ସବୁ ଭୁଲବୁଝାମଣାର ଅବସାନ ହେବ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ପରେ ହେଲା ରଥଟଣା; ଜାତିଭେଦ ପାଇଁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ ତିନି ଠାକୁର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳାରେ ୫ ବର୍ଷ ପରେ‌ ହେଲା ରଥଟଣା। ଜାତିଭେଦକୁ ନେଇ ଲାଗି ରହିଥିଲା ବିବାଦ। ୩ ବର୍ଷ ବିବାଦ ଯୋଗୁଁ ଥିବା ବେଳେ ବାକି ୨ ବର୍ଷ କରୋନା ପାଇଁ ବନ୍ଦ ଥିଲା। ମନ୍ଦିର କମିଟୀ, ଗ୍ରାମବାସୀ ପ୍ରଶାସନ ପକ୍ଷରୁ ଏକ ବୈଠକରେ ସମାଧାନ ପରେ ରଥଟଣା ସମ୍ଭବ…
ଅଧିକ ଖବର ଦେଖନ୍ତୁ...

ଡ୍ୟୁଟି ସମୟରେ ‘ତୁ ମେରା ହିରୋ’ ଗୀତରେ ପୁରୁଷ କନଷ୍ଟେବଳଙ୍କ ସହ ରିଲ କଲେ ମହିଳା ପୁଲିସ, ଦେଖନ୍ତୁ…

ଲଖନଉ: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ମହିଳା କନଷ୍ଟେବଳ ଦୁଇ ପୁରୁଷ କନଷ୍ଟେବଳଙ୍କ ସହ ବଲିଉଡ ଫିଲ୍ମ 'ହିରୋ ନମ୍ବର ୱାନ'ର ଗୀତ 'ତୁ ମେରା ହିରୋ' ଗୀତରେ ରିଲ କରିଛନ୍ତି | ଯେତେବେଳେ ଲେଡି କନଷ୍ଟେବଳ ଡ୍ୟୁଟିରେ ଥିଲେ ଏହି ରିଲ୍ ତିଆରି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହାଉଜଖାସ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳିତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ହାଉଜଖାସ ଭିଲେଜ୍‌ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର)ର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୪ତମ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। କୋଭିଡ୍ ବାଧକତା ଯୋଗୁଁ ଗତ ଦୁଇବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ବଡ଼ଦାଣ୍ଡରେ ୫୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଟାଣିଲେ ବଡ଼ରଥ

କେନ୍ଦୁଝର: କେନ୍ଦୁଝର ବଡ଼ଦାଣ୍ଡରେ ଗଡ଼ିଲା ବଡ଼ରଥ। ଦୀର୍ଘ ଦୁଇବର୍ଷ ହେଲା କରୋନା କଟକଣା ପାଇଁ ବନ୍ଦଥିବା କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀ ବଳଦେବଜିଉଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଘଣ୍ଟଘଣ୍ଟା ଓ ଶଙ୍ଖଧ୍ବନିରେ ୫୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ରଥ ଟାଣିଛନ୍ତି। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଉଦୟପୁର ଓ ଅମରାବତୀ ହତ୍ୟାକାଣ୍ଡ ମଧ୍ୟରେ ଲିଙ୍କ ଖୋଜୁଛି ଏନଆଇଏ

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରରେ କହ୍ନୈୟାଲାଲଙ୍କ ହତ୍ୟାମାମଲା ଓ ସମାନ କାରଣରୁ ଦେଶର ଅନ୍ୟ କେତୋଟି ସ୍ଥାନରେ ହୋଇଥିବା ହତ୍ୟାକାଣ୍ଡକୁ ପରସ୍ପର ସହ ସମ୍ପର୍କିତ ମାମଲା ଭାବେ ଦେଖିବ ଜାତୀୟ ତଦନ୍ତକାରୀ ଏଜେନ୍ସି ବା ଏନଆଇଏ । ଏକ ଜାତୀୟ ସ୍ତରର ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଦୟପୁର…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା, ୬କିମି ଯାଏଁ ରଥକୁ ଟାଣିଲେ ୧୫,୦୦୦ ଭକ୍ତ

ଅହମଦାବାଦ: ଗୁଜୁରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଶିବସେନା-ଏନସିପି ସହ ଘନିଷ୍ଠ ସମ୍ପର୍କ ଥିବା ବିଜେପି ବିଧାୟକ ହୋଇପାରନ୍ତି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସିନ୍ଦେ ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି ଏବଂ ଜୁଲାଇ ୩ରୁ ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି। ତେବେ ଆଜି ମହାରାଷ୍ଟ୍ରର ବିଜେପି ବିଧାୟକ ରାହୁଲ ନରଭେକର ବିଧାନସଭାରେ ନୂତନ ବାଚସ୍ପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...