Daily Archives

July 2, 2022

ଗଞ୍ଜେଇ ଅମଳ ସମୟ, ମାଫିଆଙ୍କ ଭିଡ ଜମୁଛି ପୁଲିସର ନିଦ ହଜିଯାଇଛି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ପ୍ରଚୁର ଗ‌‌ଞ୍ଜେଇ ଚାଷ ହେଉଥିବାରୁ ମାଫିଆଙ୍କ ଭିଡ ଏବେ ଦେଖିବାକୁ ମିଳୁଛି। ଜିଲ୍ଲାକୁ ପ୍ରତିଦିନ ନୂଆ ନୂଆ ଅତିଥିମାନେ ଆସୁଥିବା ଦେଖିବାକୁ ମିଳିଛି। ଗତବର୍ଷ ଗଞ୍ଜେଇ ଚାଷ ପାଇଁ ଏମାନେ ପୁଞ୍ଜି ବିନିଯୋଗ କରିଥିଲେ। ଆଉ ଏହାର ଅସୁଲି ତଥା…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ, ମାମଲା ରୁଜୁ

ସୁନ୍ଦରଗଡ଼/ହେମଗିର: ହେମଗିର ଥାନା ଅଞ୍ଚଳର ଜଣେ ଅନୁସୂଚୀତ ଜାତିର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଭିନ୍ନ ସମ୍ପ୍ରଦାୟର ଯୁବକ ନିଜ ପାଖରେ ରଖି ଦୁଷ୍କର୍ମ କରିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତଙ୍କ ନାମରେ ଭାରତୀୟ ଦଣ୍ଡବିଧି ଧାରା ୩୭୬,୫୦୬,୩୪…
ଅଧିକ ଖବର ଦେଖନ୍ତୁ...

ସମ୍ବିଧାନକୁ କବଜା କରୁଛନ୍ତି ବିଜେପି, ଆରଏସଏସ : ରାହୁଲ ଗାନ୍ଧି

ଓ୍ବେନାର୍ଡ : ଆମ ଦେଶର ସମ୍ବିଧାନକୁ ବିଜେପି ଓ ଆରଏସଏସ କବଜା କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । କେରଳର ଓ୍ବେନାର୍ଡଠାରେ ସେ କହିଛନ୍ତି ଯେ  ବିଜେପି ଓ ଆରଏସଏସ ଆମ ଦେଶର ସମ୍ବିଧାନକୁ କବଜା କରୁଛନ୍ତି । ଲୋକମାନଙ୍କ ସ୍ବରକୁ ଦବାଇ ଦିଆଯାଉଛି । କିନ୍ତୁ ତାହାକୁ…
ଅଧିକ ଖବର ଦେଖନ୍ତୁ...

ଭାରତ ବିଶ୍ବ ଶିଖର ଛୁଇଁବାକୁ ଜାତୀୟ ଶିକ୍ଷା ନୀତି ଏକ ରୋଡ଼ମ୍ୟାପ୍: ଧର୍ମେନ୍ଦ୍ର

ହାଇଦ୍ରାବାଦ/ଭୁବନେଶ୍ୱର: ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) ପ୍ରଣୀତ ହୋଇଛି। ଶିକ୍ଷା କ୍ଷେତ୍ରରେ ଭାରତ ବିଶ୍ବ ଶିଖର ଛୁଇଁବାକୁ ଏହି ନୀତି ଏକ ରୋଡ଼ମ୍ୟାପ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ପାଖରୁ ଏଣିକି ଆଣିପାରିବେ ୧୦ ଲକ୍ଷ ଟଙ୍କା , ନେବାକୁ ପଡିବ ନାହିଁ କେନ୍ଦ୍ର…

ନୂଆଦିଲ୍ଲୀ: ଆପଣଙ୍କର ବିଦେଶରେ କେହି ସମ୍ପର୍କୀୟ ଅଛନ୍ତି କି? ଆଉ ସେହି ସମ୍ପର୍କୀୟ ଆପଣଙ୍କୁ କୌଣସି କାର୍ଯ୍ୟ ପାଇଁ ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ପଠାଇବାକୁ ଚାଁହୁଛନ୍ତି କି? ଯଦି ହଁ ଏଣିକି ସେମାନେ ୧ ଲକ୍ଷରୁ ଅଧିକ ଟଙ୍କା ପଠାଇପାରିବେ | କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ବୈଦେଶିକ…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣାରେ ରଥଯାତ୍ରା: ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ଅଞ୍ଚଳ

ବିଶାଖାପାଟଣା: ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଏହାକୁ ଆୟୋଜନ କରିଥିଲେ। ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କମିଟି ଆକଳନ କରିଛି। ସକାଳୁ ମହାପ୍ରଭୁଙ୍କ…
ଅଧିକ ଖବର ଦେଖନ୍ତୁ...

‘ଆଇ ଆମ କମିଙ୍ଗ ସୁନ, ଧରି ପାରିଲେ ଧର’; ଏଭଳି ଲେଖି ଧୁମ ଷ୍ଟାଇଲରେ କମ୍ପ୍ୟୁଟର ସାମଗ୍ରୀ ଚୋରି କଲେ…

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ଧୂମ ଷ୍ଟାଇଲରେ ଚୋରି କରି ବ୍ଳାକବୋର୍ଡରେ ଧୁମ ୪ ,ଆମେ ପୁଣି ଆସିବୁ , ସ୍କୁଲ ପିଲା ଧରିପାରିଲେ ଧର, କମିଂ ସୁନ ଭଳି ଅନେକ କଥା…
ଅଧିକ ଖବର ଦେଖନ୍ତୁ...

ବିବାଦ: ୨ କିନ୍ନର ଗୋଷ୍ଠୀଙ୍କ ଥାନା ଆଗରେ ହଙ୍ଗାମା

ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ବିବାଦରୁ ଶନିବାର ରାତିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ୨ ଗୋଷ୍ଠୀର କିନ୍ନର ମୁଖିଆମାନେ ଭଦ୍ରକ ଟାଉନ୍ ଥାନାକୁ ଆସି ନିଜ ନିଜର ଅଭିଯୋଗ ବାଢ଼ିଛନ୍ତି। ତେବେ କୌଣସି କାରଣୁ ସୃଷ୍ଟ ଏହି ବିବାଦ ଏତେ ଉଗ୍ର ହୋଇଛି ଯେ, ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ସାଇବର ଠକ ପଞ୍ଝାରେ କଲେଜ ଛାତ୍ର: ଭାଗ୍ୟଶାଳୀ ବିଜେତା ନାଁରେ ଠକିନେଲା ୪୧ ହଜାର

ରାଉରକେଲା: ସାଇବର ଠକ ପଞ୍ଝାରେ କଲେଜ ଛାତ୍ର ଓ ବେକାରୀ ଯୁବକ ଯୁବତୀ। ‘କୌନ୍‌ ବନେଗା କରୋଡ ପତି’, ଫେସ୍‌ବୁକ୍‌ରେ ବନ୍ଧୁତା, ଏଟିଏମ୍‌ କାର୍ଡ ଅପ୍‌ଡେଟ୍‌ ହେଉ ଅବା ଭାଗ୍ୟଶାଳୀ ବିଜେତା ନାଁରେ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲାରେ ଗତ ଏକ ମାସ ମଧ୍ୟରେ କଲେଜ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଫେରିଲେ ଶିବସେନାର ବିଦ୍ରୋହୀ ବିଧାୟକ

ମୁମ୍ବାଇ : ଆସନ୍ତା ସୋମବାରଦିନ ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ଏକନାଥ ସିନ୍ଦେ ସରକାର । ଏହା ପୂର୍ବରୁ ଗୋଆର ଏକ ରିଜୋର୍ଟରେ ରହୁଥିବା ଶିବସେନାର ବିଦ୍ରୋହୀ ବିଧାୟକମାନେ ଶନିବାର ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିଛନ୍ତି । ସେମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ…
ଅଧିକ ଖବର ଦେଖନ୍ତୁ...