Daily Archives

July 2, 2022

୮୬ ବର୍ଷ ବୟସରେ ବି ବିମାନରେ ଯାତ୍ରୀଙ୍କ ଭଲମନ୍ଦ ବୁଝନ୍ତି ଏହି ଏୟାରହୋଷ୍ଟେସ

କାଲିଫର୍ଣ୍ଣିଆ: ଦୁନିଆର ଅନେକ ଲୋକ ସେମାନଙ୍କର କାମକୁ ବହୁତ ଭଲ ପାଆନ୍ତି | ସେହିପରି ବହୁତ ଲୋକ ଅଛନ୍ତି ଯେଉଁମାନେ କେବଳ ବାଧ୍ୟତାମୂଳକ ଭାବରେ ସେମାନଙ୍କର କାର୍ଯ୍ୟ କରନ୍ତି | ସେମାନେ ସେମାନଙ୍କର କାର୍ଯ୍ୟକୁ ଭଲ ପାଆନ୍ତି ନାହିଁ | ସେମାନେ କେବଳ ଟଙ୍କା ପାଇଁ କାମ କରନ୍ତି | କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୩୧ ବର୍ଷ ବୟସରେ ଆଖି ବୁଜିଲେ ଏହି ଅଭିନେତା, ୩୦୦ରୁ ଅଧିକ ମ୍ୟୁଜିକ ଭିଡିଓରେ ଆସିଥିଲେ ନଜର

ଗୌହାଟୀ: ଅକାଳରେ ଲିଭିଗଲା ଜଣେ ୩୧ ବର୍ଷୀୟ ଅଭିନେତାଙ୍କ ଜୀବନ ଦୀପ | ନିଜର ଅଭିନୟ ଓ କଣ୍ଠ ଦ୍ୱାରା ଖୁବ କମ ଦିନରେ ଶ୍ରୋତାଙ୍କୁ ନିଜର କରିପାରିଥିବା ଅଭିନେତାଙ୍କ ମୃତ୍ୟୁ ହୋଇଯାଇଛି | ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିବା ଆସାମର ଅଭିନେତା ତଥା ଗାୟକ କିଶୋର ଦାସଙ୍କ ଦେହାନ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନୂଆ ଲୋକଙ୍କ ସହିତ ସଂପର୍କ ହେବ। ବୁଧ ଓ ଗୁରୁବାର: ଅଧୁରା କାମ ପୂରା ହେବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ସଫଳତା ଏବଂ ଲାଭ ପାଇବେ। ରବି, ସୋମ ଓ ମଙ୍ଗଳବାର: ଜମିରେ ପୁଞ୍ଜି ନିବେଶ କରିପାରନ୍ତି। ବୁଧ ଓ ଗୁରୁବାର: ରଚନାତ୍ମକ…
ଅଧିକ ଖବର ଦେଖନ୍ତୁ...

ଆଡପମଣ୍ଡପକୁ ବିଜେ କଲେ ଶ୍ରୀଜିଉ, କାଲିଠୁ ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡପ ଅବଢା

ଭୁବନେଶ୍ବର: ରଥାରୁଢ଼ ଶ୍ରୀଜିଉମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପକୁ ବିଜେ କରିଛନ୍ତି । ଶନିବାର ସନ୍ଧ୍ୟା ଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିଛନ୍ତି । ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି କରାଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ଆସାମରେ ବନ୍ୟା ତାଣ୍ଡବ: ୨୯ଲକ୍ଷ ଲୋକ ପ୍ରଭାବିତ, ୧୭୩ଜଣ ମୃତ

ଗୌହାଟୀ: ଆସାମରେ ଗମ୍ଭୀର ହେବ‌ାରେ ଲାଗିଛି ବନ୍ୟା ପରିସ୍ଥିତି। ରାଜ୍ୟର ୩୦ଟି ଜିଲ୍ଲାରେ ୨୯ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ ୬ଜଣ ଶିଶୁଙ୍କ ସମେତ ୧୪ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ବ୍ରାଉନ୍‌ସୁଗାର ଓ ନିଶା କାରବାରକୁ ନେଇ ହଣାହଣି, ୨ ଗୁରୁତର

ଖୋର୍ଦ୍ଧା: ଆଜି ବ୍ରାଉନ୍‌ସୁଗାର ଓ ନିଶା କାରବାରକୁ ନେଇ ଜନଗହଳି ରାସ୍ତାରେ ଦୁଇ ଯୁବକ ଉଭୟ ଉଭୟଙ୍କୁ ହାଣିବା ଘଟଣା ଖୋର୍ଦ୍ଧା ସହରରେ ନିଶା କାରବାରର ସାଂଘାତିକ ରୂପକୁ ପଦାରେ ପକାଇଛି । ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ୬ଟା ବେଳେ ଗୁରୁଜଙ୍ଗ ଜବରଦସ୍ତିପୁରର ରୋଶନ ତନ୍ତୀ ଓ…
ଅଧିକ ଖବର ଦେଖନ୍ତୁ...

କମଳେଶ ତିଓ୍ବାରୀଙ୍କ ପତ୍ନୀଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ : ଉଦୟପୁର ଓ ଅମରାବତୀ ହତ୍ୟା ଘଟଣା ପରେ ଏବେ କମଳେଶ ତିଓ୍ବାରୀଙ୍କ ପତ୍ନୀ କିରନ ତିଓ୍ବାରୀଙ୍କ ପାଖକୁ ଏକ ଧମକପୂର୍ଣ୍ଣ ପତ୍ର ଆସିଛି । ଉକ୍ତ ପତ୍ରରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ସେ ଅଭିଯୋଗ କରିଛନ୍ତି ଯେ ଗତ ଜୁନ ୨୨ରେ ତାଙ୍କ ଘରକୁ ଏକ ଧଳା ଲଫାପାରେ ଏକ ପତ୍ର ଆସିଥିଲା ।…
ଅଧିକ ଖବର ଦେଖନ୍ତୁ...

ନେମାଳ ସତସଙ୍ଗ ବିହାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭୂୟାଁଙ୍କ ପରଲୋକ

କଟକ: ନେମାଳ ସତସଙ୍ଗ ବିହାରର ଅଧ୍ୟକ୍ଷ ତଥା ସତସଙ୍ଗର ସହ-ପ୍ରତି-ରିତ୍ୱିକ୍ ଶରତ ଚନ୍ଦ୍ର ଭୂୟାଁଙ୍କର ୮୮ବର୍ଷ ବୟସରେ ଶୁକ୍ରବାର ରାତିରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ତାଙ୍କର ବିୟ‌ୋଗ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ।  ଶନିବାର ପୁରୀ ସ୍ବର୍ଗଦ୍ବାରରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

କେସିଆରଙ୍କ ପାଇଁ ରାଜନୀତି ସର୍କସ ଭଳି: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ହାଇଦ୍ରାବାଦ : ଆଜି ପ୍ରୋଟକଲ ଭାଙ୍ଗିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ହାଇଦ୍ରାବାଦ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବାକୁ ସେ ଏୟାରପୋର୍ଟ ନଯାଇ ନିଜର ଜଣେ ମନ୍ତ୍ରୀଙ୍କୁ ପଠାଇଦେଇଥିଲେ । ଆଉ ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି…
ଅଧିକ ଖବର ଦେଖନ୍ତୁ...

ରୋଷେଇ କରୁନଥିବାରୁ ବିଷ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ବାରାଣସୀ: ରୋଷେଇ କରୁନଥିବାରୁ ବିଷ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ୟୁପିର ବାରାଣସୀରେ। ସ୍ତ୍ରୀ କଥା ମାନୁନଥିବା ସହ ରୋଷେଇ କରୁନଥିବାରୁ ନିଜ ସାଙ୍ଗମାନଙ୍କ ସହ ମିଶି ସ୍ତ୍ରୀକୁ ହତ୍ୟା କରିଥିବା ପୁଲିକୁ କହିଛି ଅଭିଯୁକ୍ତ ସ୍ବାମୀ। ଏହି ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...