Daily Archives

July 3, 2022

ଦୁର୍ଘଟଣା ପ୍ରବଣ ଲଙ୍ଗଳପାଖନା ଘାଟି; ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଧକ୍କାଦେଲା ଦ୍ରୁତଗାମୀ ଗାଡ଼ି

ବୈପାରିଗୁଡା: କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକର ୩୨୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳପାଖନା ଘାଟି ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି। ଏହି ଘାଟିରେ ନିୟମିତ ବ୍ୟବଧାନରେ ଯାନବାହାନ ଦୁର୍ଘଟଣା ଘଟିବାରେ ଚାଲିଛି। ଅନେକ ମୃତାହତ ମଧ୍ୟ ହେଲେଣି। ତଥାପି ଜାତୀୟ ରାଜପଥର ଉଚ୍ଚ…
ଅଧିକ ଖବର ଦେଖନ୍ତୁ...

ସିଢିରୁ ଖସିପଡି ଆହତ ହେଲେ ଲାଲୁ, ଭାଙ୍ଗିଯାଇଛି ଡାହାଣ କାନ୍ଧର ହାଡ

ପାଟନା: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଆଘାତ ଲାଗିଛି | ମିଳିଥିବା ଖବର ମୁତାବକ ପାଟନାର ରାବ୍ରି ଦେବୀ ବାସଭବନରେ ସିଢି ଚଢ଼ୁଥିବାବେଳେ ଲାଲୁ ପ୍ରସାଦ ଯାଦବ ଖସିପଡିଛନ୍ତି। ଏବାବଦରେ ଜଣାପଡିବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ…
ଅଧିକ ଖବର ଦେଖନ୍ତୁ...

କୌଣସି ରାୟକୁ ନେଇ ବ୍ୟକ୍ତିଗତ ଆକ୍ରମଣ ଠିକ ନୁହେଁ, ସୋସିଆଲ ମିଡିଆର ନିୟନ୍ତ୍ରଣ ଜରୁରୀ: ଜଷ୍ଟିସ ପରଦୀବାଲା

ନୂଆଦିଲ୍ଲୀ: କୌଣସି ରାୟକୁ ନେଇ ବ୍ୟକ୍ତିଗତ ଆକ୍ରମଣ ଠିକ ନୁହେଁ। ସୋସିଆଲ ମିଡିଆର ନିୟନ୍ତ୍ରଣ ଜରୁରୀ। ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ଆବେଦନକୁ ଖାରଜ କରିଦେଇଥିବା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଜେ.ବି ପାରଦୀବାଲା ଏଭଳି ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ତୁଳସୀକ୍ଷେତ୍ରରେ ଗଡ଼ିଲାନି ବଳଦେବଙ୍କ ବ୍ରହ୍ମ ତାଳଧ୍ବଜ ରଥ, ନିରାଶ ହେଲେ ଭକ୍ତ

କେନ୍ଦ୍ରାପଡ଼ା: ଗଡ଼ିଲାନି ବଳଦେବଙ୍କ ବ୍ରହ୍ମ ତାଳଧ୍ବଜ ରଥ। ନିରାଶ ହେଲେ ଭକ୍ତ। ତିନି ଠାକୁରଙ୍କ ରଥ ଟାଣି ନେଇ ମାଉସୀ ମା’ ମନ୍ଦିରରେ ପହଞ୍ଚାଇବାକୁ ଯେଉଁ ଆଶା ବାନ୍ଧିଥିଲେ ଭକ୍ତ, ତାହା ଧୂଳିସାତ୍‌ ହେଇଯାଇଛି। ଶ୍ରୀଗୁଣ୍ତିଚାର ତିନିଦିନ ପରେ ବି ରଥ ତୁଳସୀକ୍ଷେତ୍ରାଧିପତି ବଳଦେବଙ୍କ ବ୍ରହ୍ମ…
ଅଧିକ ଖବର ଦେଖନ୍ତୁ...

‘ଜୱାନ୍’ର ଶାହରୁଖଙ୍କ ନାୟିକା ସାଜିବେ ଦକ୍ଷିଣୀ ସୁନ୍ଦରୀ ନୟନତାରା

ବଲିଉଡ୍‌ର ନୂଆ ଚଳଚ୍ଚିତ୍ର ‘ଜୱାନ୍’ରେ ସୁପରହିରୋ ଶାହରୁଖ ଖାନ୍‌ଙ୍କ ସହ ଏଥର ଯୋଡ଼ି ସାଜିଛନ୍ତିି ଦକ୍ଷିଣୀ ସୁନ୍ଦରୀ ନୟନତାରା। ଏଇମାତ୍ର କିଛିଦିନ ତଳେ ଭିଗ୍ନେଶ ଶିବାନଙ୍କୁ ବିବାହ କରି ହନିମୁନ୍‌ ଯାଇଥିବା ନୟନତାରା ଯେ ଏତେଶୀଘ୍ର ସୁଟିଂସେଟ୍‌କୁ ଚାଲିଆସିବେ କେହି କଳ୍ପନା କରି ନ ଥିଲେ।…
ଅଧିକ ଖବର ଦେଖନ୍ତୁ...

କେସିଆରଙ୍କ କାରର ଷ୍ଟିୟରିଂ ଓୱେସିଙ୍କ ହାତରେ ଅଛି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ କାର୍ଯ୍ୟକାରିଣୀର ଦୁଇ ଦିନିଆ ବୈଠକ ପରେ ହାଇଦ୍ରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ଆକ୍ରମଣ କରିଛନ୍ତି।ହାଇଦ୍ରାବାଦରେ ବିଜେପି…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁସ୍ତାନକୁ ପାକିସ୍ତାନ କରିଦେବୁ; ସୁଫି ଖାନକାହ ଆସୋସିଏସନର ସଭାପତିଙ୍କୁ ମିଳିଲା ଏଭଳି ଧମକ

ଇସଲାମାବାଦ: ହିନ୍ଦୁସ୍ତାନକୁ ପାକିସ୍ତାନ କରିଦେବୁ। ପାକିସ୍ତାନୀ ବରେଲଭି କଟ୍ଟରପନ୍ଥୀ ମୁଲ୍ଲା ଅସୀଫ ଅଶରଫ ଜଲାଲୀଙ୍କ ପୁଅ ଚୌଧୁରୀ ସୁଫିଆନ ସୋଫି ଖାନକାହ ଆସୋସିଏସନର ଜାତୀୟ ସଭାପତି ସୁଫି ମହମ୍ମଦ କୌସର ମାଜିଦିଙ୍କୁ ଏଭଳି ଧମକ ଦେଇଛନ୍ତି। ସେ କାନପୁରକୁ ପାକିସ୍ତାନ କରିବାକୁ ଧମକ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ାରେ ରିଲିଜ୍‌ ହେବ ‘ଲାଗେ ପ୍ରେମ ନଜର’, ଦେଖିବାକୁ ମିଳିବ ଅମ୍ଳାନଙ୍କ ସହ ରିୟା, ପ୍ରିୟା, ରାଗିଣୀଙ୍କ ରୋମାନ୍ସ

ଏଥର ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ାରେ ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’। ନିକଟରେ ଏହାର ମ୍ୟୁଜିକ୍‌ ରିଲିଜ୍ ହୋଇଯାଇଛି। ସିନେମାର କଳାକାର ଓ କ୍ରିଉକୁ ନେଇ ମ୍ୟୁଜିକ୍‌ ରିଲିଜ୍ ହୋଇଥିବା ବେଳେ ବାହୁଡ଼ାରେ ଏହାର ଶୁଭମୁକ୍ତି ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

୫ମ ଟେଷ୍ଟ ପ୍ରଥମ ପାଳି: ଇଂଲଣ୍ଡ ୨୮୪ ରନ୍‌ରେ ଅଲ୍‌ଆଉଟ୍‌, ଭାରତ ୧୩୨ ରନ୍‌ରେ ଅଗ୍ରଣୀ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଇଂଲଣ୍ଡକୁ ଟିମ୍‌ ଇଣ୍ଡିଆ ପ୍ରଥମ ପାଳିରେ ୨୮୪ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି। ସେହିପରି ଜସପ୍ରୀତ ବୁମାରଙ୍କୁ ୩ଟି,…
ଅଧିକ ଖବର ଦେଖନ୍ତୁ...

ତାଜମହଲରେ ନାହିଁ କୌଣସି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ମନ୍ଦିର ଭାଙ୍ଗି ନିର୍ମାଣ ହୋଇନାହିଁ ଏହି ସ୍ମାରକୀ: ଏଏସଆଇ

ନୂଆଦିଲ୍ଲୀ:ତାଜମହଲରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ନେଇ ବିବାଦ ଚାଲିଥିବାବେଳେ ଆଜି ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ଏକ ଆରଟିଆଇର ଉତ୍ତରରେ କହିଛି ଯେ ମନ୍ଦିର ସ୍ଥଳରେ ତାଜମହଲ ନିର୍ମାଣ କରାଯାଇ ନାହିଁ କିମ୍ବା ବନ୍ଦ ଥିବା କୋଠରୀରେ କୌଣସି ଦେବାଦେବୀଙ୍କର ମୂର୍ତ୍ତି…
ଅଧିକ ଖବର ଦେଖନ୍ତୁ...