Daily Archives

July 4, 2022

ହରଡ଼ାପୁଟ ଛକରେ ଏକ୍ସପ୍ଲୋଜିଭ୍ ଲେଖାଥିବା ଭ୍ୟାନ୍ ଗୁଡିକ କାହାର?

ଜୟପୁର: ଜୟପୁର ବ୍ଲକର ହରଡ଼ାପୁଟ ଛକରେ ଏକ୍ସପ୍ଲୋଜିଭ୍ (ବିସ୍ପୋରକ), ଡେନଜର (ବିପଦସଂକୁଳ) ଲେଖାଥିବା ୪ଟି ଭ୍ୟାନ କାହାର ବୋଲି ହରଡାପୁଟ ଗ୍ରାମବାସୀ ଗୁରୁ ମୁଦୁଲି, ହରି ଚଳାଣ, କୌଳାଶ ଜାନୀ, ସଦା ମୁଦୁଲି, ନମ୍ର ହାଜାରୀ, କୁମୁଲିପୁଟ ସରପଂଚ ସୁଶିଳା ପେଣ୍ଟିଆ ପ୍ରଶ୍ନ କରିଛନ୍ତି। ମାସ…
ଅଧିକ ଖବର ଦେଖନ୍ତୁ...

ଚିକାଗୋରେ ଆମେରିକାର ସ୍ବାଧୀନତା ଦିବସ ପରେଡରେ ଗୁଳିମାଡ : ୬ ମୃତ, ୨୪ ଗୁରୁତର

ନୂଆଦିଲ୍ଲୀ: ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ଅଞ୍ଚଳରେ ସୋମବାର ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ଜୁଲାଇ ୪ ପରେଡରେ ଗୁଳିମାଡ ହୋଇଛି। ଗୁଳିମାଡରେ ୬ଜଣଙ୍କ ଜୀବନ ଯାଇଥିବାବେଳେ ୨୪ଜଣ ଗୁରୁତର ହୋଇଥିବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ପରେଡରେ ଅନେକ…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ କରି ୩ବର୍ଷ ଶିଶୁର ଜୀବନ ବଂଚାଇଲେ ସାଇଲତା

ଜୟପୁର: ଜଣେ ସିକିଲ୍ ସେଲ୍ ଆକ୍ରାନ୍ତ ୩ବର୍ଷର ଶିଶୁର ଅଚାନକ ରକ୍ତରେ ହିମୋଗ୍ଲୋବିନ୍ କମିଯିବା ଫଳରେ ରକ୍ତହୀନତାର ଶିକାର ହେବା ସହ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଜୀବନ ମରଣ ସହ ସଂଘର୍ଷ କରୁଥିବା ଏହି ପିଲାଙ୍କୁ ରକ୍ତଦେଇ ମାନବିକତାର ପରିଚୟ…
ଅଧିକ ଖବର ଦେଖନ୍ତୁ...

ଅମ୍ଲାଭଟ୍ଟା-ସିରିକଣା ବାଇପାସ୍ କେବେ? ବିଶାଖାପାଟଣା-ରାୟପୁର ରୁଟରେ ବଢ଼ୁଛି ଟ୍ରାଫିକ୍ ଯନ୍ତ୍ରଣା

ରାୟଗଡ଼ା: ବର୍ଷ ବର୍ଷ ଧରି ଚୂଡ଼ାନ୍ତ ହୋଇପାରୁନି ଡିପିଆର୍। ୩ ବର୍ଷ ହେଲା ଚାଲିଥିବା ସର୍ଭେ ମଧ୍ୟ ସରିପାରୁନି। ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ଯୋଗୁ ବାଇପାସ୍ ଡିପିଆରକୁ ନେଇ ଦ୍ବନ୍ଦ୍ବରେ ରହିଛି ଜାତୀୟ ରାଜପଥ ବିଭାଗ। ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ନେଇ କେବଳ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ନୀଳାଚଳ ଇସ୍ପାତର ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ କଲା ଟାଟା ଷ୍ଟିଲ

ଭୁବନେଶ୍ବର : ଟାଟା ଷ୍ଟିଲର ଶାଖା କମ୍ପାନି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ଼ ପକ୍ଷରୁ ଓଡ଼ିଶାର କଳିଙ୍ଗନଗରଠାରେ ଥିବା ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନ୍ଆଇଏନ୍ଏଲ୍) ର ୯୩.୭୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

‘ଆରେଷ୍ଟ୍‌ଲୀନାମାନିମେକଲାଇ’ ନୁହେଁ, ‘ଲଭୟୁଲୀନାମାନିମେକଲାଇ’କୁ ଟ୍ରେଣ୍ଡ କର କହି କ୍ଷମା…

ମୁମ୍ବାଇ: 'ଆରେଷ୍ଟ୍‌ଲୀନାମାନିମେକଲାଇ' ନୁହେଁ 'ଲଭୟୁଲୀନାମାନିମେକଲାଇ'କୁ ଟ୍ରେଣ୍ଡ କର କହି କ୍ଷମା ମାଗିଲେନି ‘କାଳୀ’ ଫିଲ୍ମ ନିର୍ମାତା ଲୀନା ମାନିମେକଲାଇ। ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍‌ରକୁ ନେଇ ଏବେ ବିବାଦ ଉପୁଜିିଛି। ଏହି ଚଳଚ୍ଚିତ୍ରଟିର ପୋଷ୍ଟ୍‌ର ଜୁଲାଇ ୨…
ଅଧିକ ଖବର ଦେଖନ୍ତୁ...

କୋଇଲା ଟିପରରେ ପିଟି ହୋଇ ପେପରମିଲ୍ କର୍ମଚାରୀ ମୃତ

ଜୟପୁର: ଗତକାଲି ରାତି ୯ଟା ୪୫ରେ ଗାଗାନାପୁର ପେପରମିଲକୁ କୋଇଲା ଧରି ଆସିଥିବା ଗୋଟିଏ ଟିପରର ପଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଏହି ପେପରମିଲର ସ୍ଥାୟୀ କର୍ମଚାରୀ ଲକ୍ଷ୍ମଣ ହନ୍ତାଳ। ଜୟପୁର ଇରିଗେସନ୍ କଲୋନୀ ଘରୁ ନିଜ ବାଇକ ନେଇ ଗାଗାନାପୁର ପେପରମିଲକୁ ତୃତୀୟ ସିଫଟ୍…
ଅଧିକ ଖବର ଦେଖନ୍ତୁ...

ମୁସେଓ୍ବାଲାଙ୍କୁ ଗୁଳି କରିବା ପରେ ଖୁସି ମନାଇଥିଲେ ହତ୍ୟାକାରୀ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ପଂଜାବୀ ପପ୍ ଗାୟକ ଶୁଭଦୀପ ସିଂ ଓରଫ ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରିବା ପରେ ହତ୍ୟାକାରୀମାନେ ବନ୍ଧୁକ ଧରି ଖୁସି ମନାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଗିରଫ ଜଣେ ହତ୍ୟାକାରୀର ଫୋନରୁ ଏହି ଭିଡିଓ ମିଳିଥିବା ଜଣାଯାଇଛି । ଭିଡିଓରେ ଦେଖାଯାଉଛି ମୁସେଓ୍ବାଲାଙ୍କୁ ଗୁଳି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୦ ବର୍ଷରେ ପେଟ୍ରୋଲ ଗାଡ଼ି ଉତ୍ପାଦନ ବନ୍ଦ କରିବ ମାରୁତି ସୁଜୁକୀ

ନୂଆଦିଲ୍ଲୀ : ଦେଶର ବୃହତ୍ତମ ଯାତ୍ରୀବାହୀ କାର ନିର୍ମାଣକାରୀ କମ୍ପାନି ମାରୁତି ସୁଜୁକୀ ଆସନ୍ତା ୭ରୁ ୧୦ ବର୍ଷ ମଧ୍ୟରେ ପେଟ୍ରୋଲ ଗାଡ଼ି ନିର୍ମାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି । ପେଟ୍ରୋଲ ବଦଳରେ ହାଇବ୍ରିଡ୍, ଇଲେକ୍ଟ୍ରିକ, ସିଏନଜି ଗାଡ଼ି ନିର୍ମାଣ ପାଇଁ କମ୍ପାନି ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ଅଧୁରା କାମ ପୂରା କରିବାରେ ଲାଗି ରହିବ। ଶୁଭ ସମାଚାର ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କୁ ନିଜ ହୃଦୟର କଥା କହିବେ। ‌ ବୃଷ: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...