Daily Archives

July 4, 2022

କୋରାପୁଟ କଫିକୁ ନେଇ ଆରମ୍ଭ ହେବ କଫି ମିଶନ

କୋରାପୁଟ: କୋରାପୁଟ କଫି କହିଲେ ଏବେ ବିଶ୍ବ ସ୍ତରରେ କୋରାପୁଟର ନାମ କାହିଁରେ କ’ଣ। ତେବେ କୋରାପୁଟ ପରିଚୟ ଦେଇଥିବା କଫିକୁ ନେଇ ରାଜ୍ୟ ସରକାର ଏକ ଉତ୍ସର୍ଗୀକୃତ କଫି ମିଶନ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି। ମେ ୨୩ରେ ଅତିରିକ୍ତ ଶାସନ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ…
ଅଧିକ ଖବର ଦେଖନ୍ତୁ...

ଏଭଳି ଜାଣିପାରିବେ ମାଟ୍ରିକ ‌ପରୀକ୍ଷା ରେଜଲ୍ଟ

କଟକ: ଜୁଲାଇ ୬ରେ ପ୍ରକାଶ ପାଇବ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାର ଉଦଘାଟନ କରିବେ। ମାଟ୍ରିକ ପରୀକ୍ଷା ଫଳ ନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପରୀକ୍ଷା ପରିଚାଳନା କମିଟି ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରଥମେ ଅନୁମୋଦନ…
ଅଧିକ ଖବର ଦେଖନ୍ତୁ...

ମୋ ଶାସନ କାଳରେ ଅନୈତିକତା ବୃଦ୍ଧି ପାଇଲେ ମୁଁ ଏକଛତ୍ରବାଦୀ ଶାସକ ହୋଇଯିବି: ଷ୍ଟଲିନ

ଚେନ୍ନାଇ: ମୋ ଶାସନ କାଳରେ ଅନୈତିକତା ବୃଦ୍ଧି ପାଇଲେ ମୁଁ ଏକଛତ୍ରବାଦୀ ଶାସକ ହୋଇଯିବି। ଆଜି ଏଭଳି କହିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟଲିନ। ସୋମବାର କହିଛନ୍ତି ଯେ ଯଦି ତାଙ୍କ ଶାସନରେ ଅସଦାଚରଣ ଏବଂ ଅନୈତିକତା ବୃଦ୍ଧି ହୁଏ, ତେବେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ନରେନ୍ଦ୍ର ମୋଦୀ କ’ଣ ଭଗବାନ? ଜାଣନ୍ତୁ କାହିଁକି ଏଭଳି କହିଲେ ଦିଦି

କୋଲକାତା: ନରେନ୍ଦ୍ର ମୋଦୀ କ’ଣ ଭଗବାନ? ବିଜେପି ସରକାରଙ୍କୁ ସମାଲୋଚନା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏଭଳି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସବୁକିଛିର ମୂଲ୍ୟ ଆକାଶଛୁଆଁ ହେଉଛି। ହେଲେ ତାହା ଉପରେ ଆଲୋଚନା ହେଉନାହିଁ। ଦେଶର ଅର୍ଥନୀତିର…
ଅଧିକ ଖବର ଦେଖନ୍ତୁ...

ଏମ୍‌ପିରେ ତାଲିବାନୀ ଦଣ୍ଡ: ପ୍ରେମୀଙ୍କ ଗଳାରେ ଜୋତା ହାର, ପ୍ରେମିକାଙ୍କ କାନ୍ଧରେ ବସି ବୁଲିଲେ ସ୍ବାମୀ

ଭୋପାଳ: ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଏକ ପ୍ରେମୀଯୁଗଳଙ୍କୁ ଲୋକେ ତାଲିବାନୀ ତରିକ‌ାରେ ଦଣ୍ଡ ଦେଇଛନ୍ତି। ପ୍ରେମୀଙ୍କ ବେକରେ ଜୋତା-ଚପଲ ହାର ଝୁଲାଇ ବୁଲାଇଥିବା ବେଳେ ପ୍ରେମିକାଙ୍କ କାନ୍ଧରେ ତାଙ୍କ ସ୍ବାମୀଙ୍କୁ ବସାଇ ବୁଲାଇଛନ୍ତି। ଘଟଣାଟି ଘଟିଛି ଆଦିବାସୀ ବହୁଳ ଉଦୟନଗରର ବୋରପଡ଼ା…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷ ଜେଲରେ କାଟିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ

ଭୁବନେଶ୍ୱର: ଦଶବର୍ଷ ଦଣ୍ଡ ପରେ ବି ଛାଡ଼ିଲେନି ବିଚାରାଳୟ | ଦଶବର୍ଷ ଜେଲଦଣ୍ଡ ଭୋଗିଥିବା କଏଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ | ମିଳିଥିବା ସୂଚନା ମୁତାବକ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀରେ ପତ୍ନୀକୁ ହତ୍ୟା କରିଥିବା ଜଣେ ଦୋଷୀଙ୍କୁ ଏବେ…
ଅଧିକ ଖବର ଦେଖନ୍ତୁ...

ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍ : ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୩ୟ ରାଜ୍ୟ ଷ୍ଟାର୍ଟଅପ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏହାକୁ ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ ଉନ୍ମୋଚିତ କରିଛନ୍ତି । ଏହି ତାଲିକାରେ  ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ…
ଅଧିକ ଖବର ଦେଖନ୍ତୁ...

୨୪ଘଣ୍ଟା ମାଗଣା ବିଦ୍ୟୁତ୍ ଦେବା ଏକ ଯାଦୁ ଏବଂ ଏହି ଯାଦୁ କେବଳ ମୋତେ ଆସେ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ପଞ୍ଜାବ ପରି ଗୁଜରାଟରେ ଯଦି ଆମ୍ ଆଦମୀ ପାର୍ଟିର (ଆପ) ସରକାର ଗଠନ ହୁଏ ତେବେ ଆପ୍ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବ। ଗୁଜରାଟରେ ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଓ ପଞ୍ଜାବ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି? ଆନ୍ଧ୍ରରେ ମୋଦୀଙ୍କ ହେଲିକପ୍ଟଟର ନିକଟରେ କଳା ବେଲୁନ୍‌

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏକ ବିମାନବନ୍ଦରରୁ ସୋମବାର ଅପରାହ୍ନରେ ଉଡ଼ାଣ ଭରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟଟର ନିକଟରେ କଳା ବେଲୁନ୍‌ ଉଡ଼ିବା ଘଟଣାକୁ କେନ୍ଦ୍ରକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

ରୁଚିକା ଆତ୍ମହତ୍ୟା ଘଟଣା ନେଇ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି : ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ୟ…

ଭୁବନେଶ୍ବର: ରାଗିଙ୍ଗର ଶିକାର ହୋଇ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଆଜି ବିଧାନସଭାରେ ବିବୃତି ରଖିଛନ୍ତି | ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ କହିଛନ୍ତି ଯେ ରୁଚିକାଙ୍କ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା। ଘଟଣାକୁ…
ଅଧିକ ଖବର ଦେଖନ୍ତୁ...