Daily Archives

July 5, 2022

କେନ୍ଦ୍ର ମତ୍ସ୍ୟ ମନ୍ତ୍ରାଳୟ ସଚିବଙ୍କ ସୁନ୍ଦରଗଡ଼ ଗସ୍ତ  

ସୁନ୍ଦରଗଡ଼: କେନ୍ଦ୍ର ମତ୍ସ୍ୟ ମନ୍ତ୍ରାଳୟ ସଚିବ ଯତୀନ୍ଦ୍ରନାଥ ସ୍ବାଇଁ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ମତ୍ସ୍ୟ ବିଭାଗ ଦ୍ବାରା ସହାୟତା ପାଇଥିବା ହିତାଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସଚିବଙ୍କ ଗସ୍ତ ସମୟରେ ବଣାଇ ବ୍ଲକସ୍ଥିତ ବଲିତାକୁଦର ଗ୍ରାମର ଅନୁଗ୍ରହ…
ଅଧିକ ଖବର ଦେଖନ୍ତୁ...

ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମୁଁ ପ୍ରସ୍ତାବ ଦେଇଥିଲି : ଫଡନବୀସ

ମୁମ୍ବାଇ : ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନିଷ୍ପତ୍ତିକୁ ନେଇ ଥିବା ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ସେ ହିଁ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଏସୟୁଭିର ଟାଙ୍କିରେ ଥରେ ପେଟ୍ରୋଲ ଭର୍ତ୍ତି କଲେ ରାସ୍ତାରେ ନ ଅଟକି ବି ଯାଇପାରିବେ ଜଳେଶ୍ୱରରୁ ମୋଟୁ

ଭୁବନେଶ୍ୱର: ଭାରତୀୟ ବଜାରରେ, ଏସୟୁଭି ସେଗମେଣ୍ଟ ଯାନଗୁଡିକର ଚାହିଦା ବର୍ତ୍ତମାନ ହ୍ୟାଚବ୍ୟାକଠାରୁ ଅଧିକ ହୋଇଛି | ଏହି ଯାନଗୁଡିକରେ(ଏସୟୁଭି) ଅଧିକ ସ୍ଥାନ ରହିବା ସହ ବୈଶିଷ୍ଟ୍ୟଗୁଡିକ ଦୃଷ୍ଟିରୁ ଭଲ ରହିଛି| ଭାରତୀୟ ରାସ୍ତାରେ, ହ୍ୟାଚ୍ ବ୍ୟାକ୍ ଏବଂ ସେଡାନ୍ ଅପେକ୍ଷା ଏସୟୁଭିକୁ ଅଧିକାଂଶ…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ଯୋଗ ଦେବେ‌ କି? ଏହି ପ୍ରଶ୍ନ ଶୁଣିବା ମାତ୍ରେ ଏଭଳି ପ୍ରତିକ୍ରିୟା ଦେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଆକ୍ସନ୍ କିଙ୍ଗ ଅକ୍ଷୟ କୁମାର ସବୁବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ଫିଟ ରହିବା ପାଇଁ ପସନ୍ଦ କରୁଥିବା ଅକ୍ଷୟ କୁମାର ପ୍ରଶଂସକମାନଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରିଥାନ୍ତି। ତେବେ ନିଜ…
ଅଧିକ ଖବର ଦେଖନ୍ତୁ...

ଏନ୍‌ଟିପିସି ଡୁଲିଙ୍ଗା ଖଣି ୭୦ ବିସ୍ଥାପିତ ଝିଅ ଗିରଫ ଘଟଣା: ଜିଲ୍ଲାପାଳଙ୍କୁ ଭେଟିଲେ ପରିବାରବର୍ଗ

ସୁନ୍ଦରଗଡ଼: ଥଇଥାନ ଓ ପୁନର୍ବାସ ସୁବିଧା ଦେବାକୁ ଦାବି କରି ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତ ପରିବାରର ବିବାହିତ ଝିଅମାନେ ଦୀର୍ଘ ୮ ମାସ ଧରି ଖଣି କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ୪ ତାରିଖରେ ଖଣି ବନ୍ଦ ଡାକରା ଦେଇଥିଲେ। ତାକୁ ଦୃଷ୍ଟିରେ ରଖି ପ୍ରଶାସନ ଖଣି…
ଅଧିକ ଖବର ଦେଖନ୍ତୁ...

ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଦେବଗଡ଼: ଭୁବନେଶ୍ବରସ୍ଥିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଥମିନଥିବା‌ବେଳେ ଆଜି ଦେବଗଡ଼ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ସଂପୃକ୍ତା ଛାତ୍ରୀଙ୍କ ଭାଇ ଦୁଷ୍ମନ୍ତ କିଷାନ…
ଅଧିକ ଖବର ଦେଖନ୍ତୁ...

ବାସ୍ତୁବିତ୍ ହତ୍ୟାକାଣ୍ଡ : ହତ୍ୟାକାରୀ ଦୁଇ ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏକ ପଞ୍ଚ ତାରକା ହୋଟେଲରେ ଆଜି ହୋଇଥିବା ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତଙ୍କ ନାଁ ମଂଜୁନାଥ ଓ ମହାନତେସ ବୋଲି ଜଣାପଡ଼ିଛି । ସେମାନେ ମୃତ ଚନ୍ଦ୍ରଶେଖର ଗୁରୁଜୀଙ୍କ ପୂର୍ବତନ କର୍ମଚାରୀ ବୋଲି ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ବୈବାହିକ ଜୀବନ ଭଲ ରହିବ। ବୃଷ: ଆପଣଙ୍କ ମନରେ ସକାରାତ୍ମକ ଭାବନା ବଢ଼ିବ। ଘରକୁ ବନ୍ଧୁ ଆସିବା ହେତୁ ପରିବାରରେ ଖୁସିର ପରିବେଶ ରହିବ।…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନ ଖାଇ ୭୦ରୁ ଅଧିକ ଛାତ୍ରୀ ଅସୁସ୍ଥ, ୫ ଗୁରୁତରଙ୍କୁ ଆର୍‌ଜିଏଚ୍‌ ସ୍ଥାନାନ୍ତର

ରାଉରକେଲା/କୋଇଡା: ମଧ୍ୟାହ୍ନ ଭୋଜନ ଖାଇ କୋଇଡା ବ୍ଲକ ଅନ୍ତର୍ଗତ ଫଟାଟାଙ୍ଗର ଆଶ୍ରମ ସ୍କୁଲ ହଷ୍ଟେଲର ୭୦ ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ବଣାଇଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୫ରୁ ଅଧିକ ଛାତ୍ରୀ ଗୁରୁତର ହେବାରୁ ରାଉରକେଲା ସରକାରୀ…
ଅଧିକ ଖବର ଦେଖନ୍ତୁ...