Daily Archives

July 6, 2022

ବାୟୁସେନାର କର୍ମଚାରୀଙ୍କ ବେତନ ଓ ପେନସନ ପରିଚାଳନା କରିବ ଷ୍ଟେଟ ବ୍ୟାଙ୍କ

ଭୁବନେଶ୍ୱର: ସ୍ୱତନ୍ତ୍ର ପ୍ରତିରକ୍ଷା ବେତନ ପ୍ୟାକେଜ୍ ସ୍କିମ୍ ମାଧ୍ୟମରେ ଭାରତୀୟ ବାୟୁସେନା ପାଇଁ କାମ କରୁଥିବା ସମସ୍ତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସୁବିଧା ଓ ସୁଯୋଗ ପ୍ରଦାନ କରିବା ଲାଗି ଭାରତୀୟ ଷ୍ଟେଟ୍…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସଂଖ୍ୟା ଲଘୁ ରାଷ୍ଟ୍ରମନ୍ତ୍ରୀ ଜୋନ ଵାର୍ଲାଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲା ଗସ୍ତରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜୋନ ଵାର୍ଲା ପ୍ରଥମେ ମାଲକାନଗିରି ସଦରମହକୁମା ସଂସ୍କୃତ ଭବନ ଠାରେ ପହଞ୍ଚି ଭାରତୀୟ ଜନସଙ୍ଘର ସଂସ୍ଥାପକ ଏବଂ ଭାରତୀୟ ଜନତା ପାର୍ଟିର…
ଅଧିକ ଖବର ଦେଖନ୍ତୁ...

୧୭୧୭.୯୧ କୋଟି ଜାଲ୍‌ ବିଲ୍‌ ରାକେଟର ପର୍ଦ୍ଦାଫାସ, ୩୧୧.୦୩‌ କୋଟି ଜିଏସ୍‌ଟି ଠକେଇ

ରାଉରକେଲା: ରାଜ୍ୟରେ ଜିଏସ୍‌ଟି ଠକେଇରେ ଆଗରେ ରହିଛି ଇସ୍ପାତ ସହର ରାଉରକେଲା। ଆଜି ଏହି ସହରରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗକୁ ଏକ ବଡ଼ ସଫଳତା ମିଳିଛି। ୨୪ଟି ଜାଲ୍‌ ସଂସ୍ଥା ଜରିଆରେ ଜାଲ୍‌ ଇନ୍‌ଭଏସ ଓ ଜାଲ୍‌ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) କାରବାର କରୁଥିବା ଏକ…
ଅଧିକ ଖବର ଦେଖନ୍ତୁ...

ମୁକତାରଙ୍କ ଇସ୍ତଫା ପରେ ସ୍ମୃତି ଇରାନୀଙ୍କୁ ସଂଖ୍ୟାଲଘୁ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ : ମୁକତାର ଅବ୍ବାସ ନକଭି ଇସ୍ତଫା ଦେବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ…
ଅଧିକ ଖବର ଦେଖନ୍ତୁ...

ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡ: ଷଷ୍ଠ ଅଭିଯୁକ୍ତକୁ ଗିରଫ କଲା ଏନଆଇଏ

ଜୟପୁର: ରାଜସ୍ଥାନର ଉଦୟପୁରରେ ଜଣେ ଦର୍ଜୀ (ଟେଲର) କହ୍ନୈୟାଲାଲଙ୍କ ହତ୍ୟା ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନଆଇଏ) ବୁଧବାର ଏହି ଜଘନ୍ୟ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଷଷ୍ଠ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଜୁଲାଇ ୧୨ ପର୍ଯ୍ୟନ୍ତ ହେପାଜତକୁ ନେଇଛି ବୋଲି ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ପରେ ଜୀବନ ହାରିଲେ ପ୍ରେମିକ ସନ୍ତୋଷ

ରାଉର‌କେଲା: ରାଜ୍ୟର ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା‌ଙ୍କ ଆତ୍ମହତ୍ୟାର ରହସ୍ୟ ଦିନକୁ ଦିନ ଘନିଭୂତ ହେବାରେ ଲାଗିଛି। ଏହି ତ୍ରିକୋଣୀୟ ପ୍ରେମ କାହାଣୀ ରାଜଧାନୀ ଭୁବନେଶ୍ବର ପରେ ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।  ଗତିକାଲି ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ବାସନ୍ତୀ…
ଅଧିକ ଖବର ଦେଖନ୍ତୁ...

ଅନାଥ ଛାତ୍ରାବାସରେ ବିଏସଏଫ ତରଫରୁ ପାନୀୟ ଜଳ ମେସିନ ପ୍ରଦାନ

ମାଲକାନଗିରି: ମାଲକାନଗିରି ସ୍ଥିତ ବୁଟିଗୁଡା ଠାରେର ରହିଥିବା ସୁବାଷ ଚନ୍ଦ୍ର ବୋଷ ଅନାଥ ଛାତ୍ରାବାସରେ ଆଜି ବିଏସଏଫ ତରଫରୁ ଏକ ବିଶୁଦ୍ଧ ପାନୀୟ ଜଳର ମେସିନ ପ୍ରଦାନ କରାଯାଇଛି। ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ବିଏସଏଫ ଡିଆଇଜି ଶୈଳେନ୍ଦ୍ର ସିହ୍ନା ଉପସ୍ଥିତ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୧ତମ ଜନ୍ମ ବାର୍ଷିକି ଏବଂ ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ନେହରୁ ଯୁବ କେନ୍ଦ୍ର,ଯୁବ ରେଡକ୍ରସ ଏବଂ…
ଅଧିକ ଖବର ଦେଖନ୍ତୁ...

୩୧ଲକ୍ଷ ଟଙ୍କା ନଦେବାରୁ ବଲିଉଡ ଅଭିନେତା ନୱାଜୁଦ୍ଦିନଙ୍କ ପତ୍ନୀଙ୍କ ବିରୋଧରେ ଏତଲା ରୁଜୁ

ମୁମ୍ବାଇ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କ ବିରୋଧ‌ରେ ଏତଲା ରୁଜୁ। ଠକେଇ ଅଭିଯୋଗରେ ଅଭିନେତାଙ୍କ ପତ୍ନୀଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ଜଣାପଡ଼ିଛି। ଆଲିଆଙ୍କ ବିରୋଧରେ ଏହି ଅଭିଯୋଗ ତାଙ୍କ ପ୍ରଯୋଜନା ସଂସ୍ଥ‌ା 'ହୋଲି କାଓ' ର କ୍ରିଏଟିଭ ହେଡ୍…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାକୁ ମନୋନୀତ ହେଲେ ପିଟି ଉଷାଙ୍କ ସମେତ ୪ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୪ ଜଣ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ରାଜ୍ୟସଭାକୁ ମନୋନୀତ କରିଛନ୍ତି । ସେମାନେ ହେଲେ ଆଥଲେଟ୍ ପି.ଟି.ଉଷା, ସଂଗୀତଜ୍ଞ ଇଲୈୟା ରାଜା, ସମାଜସେବୀ ବୀରେନ୍ଦ୍ର ହେଗଡେ ଓ ଲେଖକ ବିଜୟେନ୍ଦ୍ର ପ୍ରସାଦ । ରାଜ୍ୟସଭାକୁ ମନୋନୀତ…
ଅଧିକ ଖବର ଦେଖନ୍ତୁ...