Daily Archives

July 6, 2022

ଥାୱର ଚାନ୍ଦ ଗେହଲଟ ହେବେ କି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ?

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଅଗଷ୍ଟ ୬ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ଦିନ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏନଡିଏ ମେଣ୍ଟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବକ

ଭଦ୍ରକ:, ସାଙ୍ଗ ଙ୍କ ସହ ସାଳନ୍ଦୀ  ନଦୀର କାଉପୁର ଦେବାର କୁଣ୍ଡ ଠାରେ ଗାଧୋଇବା ବେଳେ ଜଣେ ଯୁବକ ବୁଡି ଯାଇଛନ୍ତି। ମୃତ ଯୁବକ ହେଲେ ମଠସାହିର ସୌମ୍ୟରଂଜନ ସେନାପତି(୨୪)। ୮ ସାଙ୍ଗ  ବୁଧବାର ଏହି ନଦୀକୁ ଗାଧୋଇବାକୁ ଯାଇଥିଲେ।  ସୌମ୍ୟରଂଜନ ବୁଡିଯିବା ପରେ ୪ ସାଙ୍ଗ ଦୌଡି ପଳାଇଥିଲେ। ଆଉ…
ଅଧିକ ଖବର ଦେଖନ୍ତୁ...

ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡେଙ୍ଗୁ ହେଉଛି ଏକ ଭେକ୍ଟରବାହିତ ରୋଗ। ଏଡିସ୍ ମଶା କାମୁଡ଼ିବାରୁ ଏହା ବ୍ୟାପିଥାଏ। ଠିକଣା ସମୟରେ ଚିହ୍ନଟ ଓ ଚିକିତ୍ସା କରାନଗଲେ ଏହା ଘାତକ ହୋଇପାରେ। ତେଣୁ ଏହି ରୋଗ ସମ୍ପର୍କରେ ସଚେତନ କରିବା ନେଇ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ସିଳ୍କସିଟିରୁ ଜବତ ହେଲା ୧୧ ଲକ୍ଷ ଟଙ୍କା ମୂଲ୍ୟର ୧୧୨ ଗ୍ରାମ ବ୍ରାଉନସୁଗାର

ବ୍ରହ୍ମପୁର: ନକଲି ମଦ କାରବାର‌ରେ ଉବୁଡ଼ୁବୁ ବ୍ରହ୍ମପୁର ସହରରେ ବ୍ରାଉନ୍‌ ସୁଗାର କାରବାର। ନିଶା ବେପାର କରୁଥିବା ମାଫିଆମାନେ ଯୁବପିଢ଼ିଙ୍କୁ ଟାର୍ଗେଟ କରି ତାଙ୍କର କାରବାର ଜାରି ରଖିଛନ୍ତି। ଏଭଳି ଏକ ନିଶା ବେପାରୀକୁ ଗିରଫ କରିଛି ବ୍ରହ୍ମପୁୁର ଅବକାରୀ ଗୁଇନ୍ଦା ବିଭାଗ। ଗିରଫ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘର କାମରେ ସମୟ ଦେବେ। ଅତୀତ ସ୍ମୃତି ତାଜା ହେବ। ବନ୍ଧୁ ସହିତ ମିଶିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ।‌ ବୃଷ: କୌଣସି ବିଶେଷ ଖବର ପାଇବେ। କୋର୍ଟ କଚେରି ମାମଲାରେ ଜିତିବେ। ଅଫିସରେ ସହକର୍ମୀ…
ଅଧିକ ଖବର ଦେଖନ୍ତୁ...

ଉଦୟପୁର ପରେ ରାଜସ୍ଥାନର ରାଜସମନ୍ଦରେ ବିଜେପିର ପ୍ରଦେଶ ଅଧ୍ୟକ୍ଷଙ୍କୁ ଛୁରୀରେ ଆକ୍ରମଣ

ରାଜସମନ୍ଦ: ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ହତ୍ୟା କରାଯିବା ପରେ ଏବେ ରାଜସ୍ଥାନର ରାଜସମନ୍ଦରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କ ଉପରେ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ ଦଳର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ନାଇଜେରିଆ : ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ, ଫେରାର ହୋଇଗଲେ ଶହ ଶହ କଏଦୀ

ଆବୁଜା : ଆଫ୍ରିକୀୟ ଦେଶ ନାଇଜେରିଆରେ ଆତଙ୍କବାଦୀ ସଂଗଠନ ବୋକୋ ହାରାମର ହିଂସାକାଣ୍ଡ ବଢିଯାଇଛି । ମଙ୍ଗଳବାର ରାତିରେ ବୋକୋ ହାରାମର ସଦସ୍ୟମାନେ ରାଜଧାନୀ ଆବୁଜାଠାରେ ଥିବା ଏକ ଜେଲ ଉପରେ ଆକ୍ରମଣ କରି ସେଠାରେ ବନ୍ଦୀ ଥିବା ନିଜର ସଦ୍ୟମାନଙ୍କୁ ଛଡ଼ାଇନେଇଛନ୍ତି । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ବିକାଶ ମଡେଲକୁ ପ୍ରଶଂସା କଲେ ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅରବିନ୍ଦ ପାନାଗରିଆ

ଭୁବନେଶ୍ୱର: ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା କଲମ୍ବିଆ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପାନାଗରିଆ ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ସଂପାଦକୀୟ ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଏକ ପ୍ରବନ୍ଧ ଲେଖିଛନ୍ତି । ଯେଉଁଥିରେ ୨୨…
ଅଧିକ ଖବର ଦେଖନ୍ତୁ...

ହଟିଲେ ଭବାନା ଗାୱଲି; ଲୋକସଭାରେ ଶିବସେନାର ମୁଖ୍ୟ ସଚେତକ ହେଲେ ରାଜନ ଭିଚାରେ

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବୁଧବାର ସାଂସଦ ଭବାନା ଗାୱାଲିଙ୍କ ସ୍ଥାନରେ ଲୋକସଭାରେ ରାଜନ ଭିଚାରେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ମନୋନୀତ କରିଛି ବୋଲି କହିଛନ୍ତି ଦଳର ନେତା ତଥା ସାଂସଦ ସଞ୍ଜୟ ରାଉତ। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ…
ଅଧିକ ଖବର ଦେଖନ୍ତୁ...

‘ହର ଘର୍ ତ୍ରିରଙ୍ଗା’ ଅଭିଯାନକୁ ନେଇ ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ; ନିଜ ଘରେ ରଖ ତ୍ରିରଙ୍ଗା

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସର ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ପୁଣି ଥରେ ନିଜ ବିବୃତି ପାଇଁ ବିବାଦୀୟ ହୋଇପଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ 'ହର ଘର୍ ତ୍ରିରଙ୍ଗା' ଅଭିଯାନ ବିଷୟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିବା ପରେ ସେ ଯେଉଁଭଳି ଭାବେ…
ଅଧିକ ଖବର ଦେଖନ୍ତୁ...