Monthly Archives

July 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ। ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ମିଳିବ। ‌ ବୃଷ: ବାପା ମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ…
ଅଧିକ ଖବର ଦେଖନ୍ତୁ...

ଥାନାଧିକାରୀଙ୍କ ସ୍ବାମୀଙ୍କ କାରନାମା: ଅବସରପ୍ରାପ୍ତ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଲୁଟିନେଇଥିବା…

ସମ୍ବଲପୁର: ଥାନାଧିକାରୀଙ୍କ ଠିକାଦାର ସ୍ବାମୀ ଜଣେ ଅବସରପ୍ରାପ୍ତ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଟଙ୍କା ଫେରାଇବାକୁ କହିବାରୁ ଠିକାଦାର ଜଣକ ଚତୁରତାର ସହ ଚେକ୍‌ ଦେଉଥିଲେ। କିନ୍ତୁ ଚେକ୍‌ଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

କ୍ଷମା ମାଗିବା ପରେ ବି ମଧ୍ୟପ୍ରଦେଶରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀଙ୍କ ବିରୋଧରେ ଏତଲା ରୁଜୁ

ଭୋପାଳ: ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ସମାଲୋଚନାର ଶିକାର ହୋଇଥିଲେ। କ୍ଷମା ମାଗିବା ପାଇଁ ବିରୋଧୀ ଚାପ ପକାଇବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଶୁକ୍ରବାର କ୍ଷମ‌ା…
ଅଧିକ ଖବର ଦେଖନ୍ତୁ...

ପୁଣି ଏକ ଜମି ଦୁର୍ନୀତି: ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ସଦର ତହସିଲରେ କାର୍ଯ୍ୟରତ ଜଣେ ଅତିରିକ୍ତ ତହସିଲଦାରଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଶାନ୍ତିଲତା ପଧାନ ନାମ୍ନୀ ଜଣେ ନିସନ୍ତାନ ବିଧବା ମହିଳା ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କୁ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ-ମହୁଲପାଲି ରାସ୍ତାର ସୁନାଲରମ୍ଭା ହାଇସ୍କୁଲ ନିକଟରେ ରବିବାର ଜଣେ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ଆନୁମାନିକ ବୟସ ୪୬ ରୁ ୪୮ ବର୍ଷ ହେବ ଏବଂ ତାଙ୍କ ହାତ ଓ ମୁଣ୍ଡରେ କ୍ଷତଚିହ୍ନ ଥିବା ଦେଖାଦେଇଛି। ସୂଚନା ଅନୁସାରେ ଆଜି ଅପରାହ୍ନ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଫେରାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରାଧୀନ କଏଦୀ ଇନ୍ଦ୍ରଜିତ ସାହାଣୀ (୨୫ବର୍ଷ) ଫେରାର୍ ହୋଇଯାଇଛି। ଶନିବାର ରାତିରେ ଏହି ଘଟଣା ଘଟିଛି। ବହୁ ଖୋଜାଖୋଜି ପରେ ମଧ୍ୟ କଏଦୀର ପତ୍ତା ମିଳିନାହିଁ। ଏହି ଘଟଣାରେ ଡ୍ୟୁଟିରେ ଥିବା ଜେଲ ୱାର୍ଡର କିରଣ…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପି ବିସ୍ଥାପିତ ସମସ୍ୟା: ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ନୋଟିସ୍‌

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ବିସ୍ଥାପିତ ସମସ୍ୟା ବିବାଦ ତୁଟୁନି। ସମସ୍ୟାର ସମାଧାନ ପାଇଁ ରାଉରକେଲାରୁ ଭୁବନେଶ୍ବର ଓ ଭୁବନେଶ୍ବର ଠାରୁ ଦିଲ୍ଳୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ରାଉରକେଲା: ଡକାୟତି ଯୋଜନା ଘଟଣାରେ ରଘୁନାଥପାଲି  ପୁଲିସ ୬ ଜଣଙ୍କୁ ଗିରଫ କରିଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଡକାୟତମାନେ ହେଲେ ମୁଣ୍ଡାବସ୍ତିର ବିନାୟକ ମଲ୍ଲିକ ଓରଫ୍ ବିନୋଦ (୩୮), ଦେଓଗାଁର ସୁନାୟକ ମଲ୍ଲିକ ଓରଫ୍ ହାଡ଼ୁ…
ଅଧିକ ଖବର ଦେଖନ୍ତୁ...

ପେନସିଲ, ରବର ମୂଲ୍ୟ ବଢୁଛି, ମୁଁ କେମିତି ପାଠ ପଢ଼ିବି: ମୋଦୀଙ୍କୁ ଚିଠି ଲେଖିଲା କୁନି ଝିଅ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନେଇ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ କରୁଥିବାବେଳେ ସାଧାରଣ ଲୋକ ମଧ୍ୟ ମହଙ୍ଗା ମାଡ଼ରେ ବେହାଲ ହେଉଛନ୍ତି | ସମସ୍ତ ଜରୁରୀ ଜିନିଷର ମୂଲ୍ୟ ବୃଦ୍ଧି ପାଇଥିବାବେଳେ ଖାଦ୍ୟଠାରୁ ଆରମ୍ଭ କରି ପାଠପଢା ସାମଗ୍ରୀ ମଧ୍ୟ ବର୍ତ୍ତମାନ ମହଙ୍ଗା…
ଅଧିକ ଖବର ଦେଖନ୍ତୁ...

ଅର୍ପିତାଙ୍କ ଘରୁ ମିଳିଥିବା ନଗଦ ଟଙ୍କା ମୋର ନୁହେଁ: ପାର୍ଥ ଚାଟାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବାର ପ୍ରାୟ ସପ୍ତାହକ ପରେ ନିଜର ମୁହଁ ଖୋଲିଛନ୍ତି। ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ୫୦କୋଟି ଟଙ୍କା ଓ ସୁନା ମିଳିବାର କିଛି ଦିନ ପରେ ଏବେ ଏନେଇ ନିଜର…
ଅଧିକ ଖବର ଦେଖନ୍ତୁ...