Daily Archives

August 1, 2022

ପାଣି ପାଇଁ ୩ ସାହିବାସୀ ହନ୍ତସନ୍ତ, ମରାମତି ଚାଲିଛି ଦିନକରେ ଯୋଗାଇବୁ କହିଲା ଜନସ୍ବାସ୍ଥ୍ୟ ବିଭାଗ

ଜୟପୁର: ଗତ ଦୁଇ ଦିନ ହେବ ଜୟପୁରର ବାପୁଜୀନଗର(କୁନ୍ଦାରୀଗୁଡା), ପାରାବେଢ଼ା, ଶ୍ରୀରାମନଗର, ଲିଙ୍ଗରାଜନଗର, ଫରେଷ୍ଟକଲୋନୀ , ଇରିଗେସନ୍ କଲୋନୀ ଆଦି ଅଂଚଳବାସୀ ମୁନ୍ଦେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ଅଂଚଳର ଷ୍ଟାଣ୍ଡ ପୋଷ୍ଟ ଗୁଡିକରେ ପାଣି ଆସୁ ନଥିବାରୁ ମହିଳା ମାନେ ପାଣି…
ଅଧିକ ଖବର ଦେଖନ୍ତୁ...

ଅବ୍ୟବସ୍ଥାରେ ସହରର ଆଲୋକୀକରଣ: ପାଂଚ ହଜାର ବିଦ୍ୟୁତ ଖୁଣ୍ଟକୁ ୫ଲାଇନ୍ ମ୍ୟାନ

ଜୟପୁର: ଜୟପୁର ସହରର ଆଲୋକୀକରଣ ପରିଚାଳନା ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟୁତ ଆଲୁଅ ଖୁଣ୍ଟରେ ଜଳୁ ନଥିବା ଶହରେ ଉର୍ଦ୍ଧ୍ବ ସଂଖ୍ୟକ ଅଭିଯୋଗ ମାସକୁ ଆସୁଥିବା ବେଳେ ଏଥିରୁ ମାତ୍ର ୫୦ପ୍ରତିଶତ ବି ସଜଡ଼ା ଯାଉନି। ଏହାର ପରିଚାଳନା ଭାର ଘରୋଇ କଂପାନୀ ହାତରେ ନ୍ୟସ୍ତ ରହିଛି। କେବଳ ମାସକୁ ମାସ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ବିମାନବନ୍ଦରକୁ ରୂପାନ୍ତରିତ କରାଯାଉ: ଜୁଏଲ

ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ଲୋକସଭା ଅଧିବେଶନରେ ଝାରସୁଗୁଡା ବିମାନ ସେବା ସଂକ୍ରାନ୍ତରେ କହିଥିଲେ। ବାଚସ୍ପତିଙ୍କ ଜରିଆରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଡାନ ଯୋଜନାରେ ଝାରସୁଗୁଡାରୁ ନୂଆଦିଲ୍ଲୀ ଓ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ-ସେପ୍ଟେମ୍ବରରେ ହେବ ସ୍ବାଭାବିକ ବର୍ଷା : ଆଇଏମଡି

ନୂଆଦିଲ୍ଲୀ : ସମଗ୍ର ଦେଶରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଥିବା ଉତ୍ତରପ୍ରଦେଶ,କେରଳ ଓ ଝାଡ଼ଖଣ୍ଡରେ ବି ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବିଚ୍ଛେଦରୁ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଭୁବନେଶ୍ୱର ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ପ୍ରେମ ବିଚ୍ଛେଦରୁ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଶକ୍ତିପ୍ରସାଦ ଶତପଥୀ(୨୮)। ଶକ୍ତିପ୍ରସାଦ ଥିଲେ ଜଣେ ଗାଡି ବ୍ୟବସାୟୀ । ସେ ନୟାପଲ୍ଲୀ ଅଞ୍ଚଳର ଜଣେ ଝିଅଙ୍କୁ ଗତ ୬ ବର୍ଷ ହେବ ପ୍ରେମ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇଥିବା ବେଳେ ହ୍ରଦର ଗଭୀରତା ଜାଣି ନପାରି ବୁଡ଼ିଗଲେ ୭ଜଣ ଯୁବକ

ନୂଆଦିଲ୍ଲୀ: ସୋମବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଥିବା ଗୋବିନ୍ଦସାଗର ହ୍ରଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ହ୍ରଦରେ ବୁଡ଼ିଯିବା କାରଣରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି କୋଲକା ବାବା ଗରିବ ନାଥ ମନ୍ଦିର ନିକଟରେ ଦିନ ପ୍ରାୟ ୩.୫୦ ସମୟରେ ଘଟିଥିଲା। ସମସ୍ତ ମୃତ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କୁ ଭେଟିଲେ ବିସ୍ଥାପିତ ସଂଘର ପ୍ରତିନିଧି: ୧୬୩ ବିସ୍ଥାପିତଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ମିଳୁ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ବିସ୍ଥାପିତଙ୍କ ଦୁଃଖ ଘୁଞ୍ଚୁନି। ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ବୈଠକ ବସିଛି। ବିସ୍ଥାପିତଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରତିଶ୍ରୁତି ମିଳିଛି। କିନ୍ତୁ ଆଜି ଯାଏଁ ଏ ଦିଗରେ କୌଣସି ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ଚିତ୍ରଶିଳ୍ପୀ କେ.ବାଳକ୍ରୀଷ୍ଣା ସରାଫଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

ଜୟପୁର: ଅଭିବକ୍ତ କୋରାପୁଟ ଜିଲ୍ଲାର ସୁପ୍ରତିଷ୍ଠିତ ବିଶିଷ୍ଟ ଚିତ୍ରଶିଳ୍ପୀ କେ.ବାଳକ୍ରୀଷ୍ଣା ସରାଫଙ୍କର ଗତକାଲି ବିଳମ୍ବିତ ରାତି ସାଢ଼େ ଗୋଟାଏ ବେଳେ ହୃଦଘାତରେ ହାଇଦ୍ରାବାଦରେ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ବର୍ଷ ବୟସ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟସିଟି ଅର୍ଥ ଆତ୍ମସାତ୍‌ କରିବାରେ ମସଗୁଲ୍‌ ଠିକାଦାର! ଗଛ ଲଗାଇଥିବା ଠିକା ସଂସ୍ଥା ‘ଗ୍ରୀନ ବ୍ଲୋ’ ଉପରେ ହେବ ତ…

ରାଉରକେଲା: ସ୍ମାର୍ଟସିଟି ଅର୍ଥକୁ ମିଳିମିଶି ଆତ୍ମସାତ୍‌ କରିବା ଅଭିଯୋଗ ଢ଼େର୍‌ ପୁରୁଣା। ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ; ତେବେ ଯେଭଳି ଢ଼ଙ୍ଗରେ ପ୍ରକଳ୍ପଗୁଡ଼ିକର କ୍ରିୟାନ୍ବୟନ ହେଉଛି ସେଥିରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ୍‌।…
ଅଧିକ ଖବର ଦେଖନ୍ତୁ...

ଆମେରିକା ସିନେଟର ପେଲୋସିଙ୍କ ଏସିଆ ଗସ୍ତ ଆରମ୍ଭ, ତାଇଓ୍ବାନ ଯିବା ସମ୍ଭାବନା

ସିଂଗାପୁର : ଆମେରିକୀୟ ସିନେଟର ନାନ୍ସି ପେଲୋସିଙ୍କ ବହୁ ଚର୍ଚ୍ଚିତ ଏସିଆ ଗସ୍ତ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସେ ସିଂଗାପୁରରେ ପହଞ୍ଚିଛନ୍ତି । ମାତ୍ର ସେ ତାଇଓ୍ବାନ ଯିବେ କି ନାହିଁ ତାହାକୁ ନେଇ ସଂଦେହ ଜାରି ରହିଛି । ଗୋଟିଏ ପଟେ ଚୀନ ତାଙ୍କର ତାଇଓ୍ବାନ ଗସ୍ତକୁ ତୀବ୍ର ବିରୋଧ…
ଅଧିକ ଖବର ଦେଖନ୍ତୁ...