Daily Archives

August 1, 2022

ଅମିତ ଶାହାଙ୍କ ନାଁ ନେଇ ୨କୋଟିରୁ ଅଧିକ ଟଙ୍କା ଠକି ନେଲେ ବିଜେପି ନେତା, ୧୦୦କୋଟି ଠକିବାର ଥିଲା ଯୋଜନା

ନୂଆଦିଲ୍ଲୀ: ବିଜେପି ନେତା ତଥା ରେଳ ଯାତ୍ରୀ ସେବା କମିଟିର ସଭାପତି ଓ ତାଙ୍କ ପୁଅ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମରେ ୨କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ରେଳବାଇ ବ୍ୟତୀତ ୧୦୦କୋଟି ଟଙ୍କାରେ ଆହୁରି ଅନେକ ପ୍ରକଳ୍ପ ଦେବା ପାଇଁ ମୁମ୍ବାଇର ଜଣେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘ ଦିନର ବାକିଥିବା କାମ ପୂରା ହେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ଭଲ ରହିବ। ବୃଷ: ଆପଣଙ୍କ ଲାଗି ଦିନଟି ଲାଭଦାୟକ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବନ୍ଧୁ…
ଅଧିକ ଖବର ଦେଖନ୍ତୁ...

ସ୍ଵାମୀର ନିର୍ଯାତନା ସହି ନପାରି ୭ ମାସର ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା

ଉମରକୋଟ: ସ୍ଵାମୀର ନିର୍ଯାତନାକୁ ସହି ନପାରି ଜଣେ ୭ ମାସର ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ତହରା ଗ୍ରାମ ପଞ୍ଚାୟତର ଅର୍ଜୁନପାଣି ଗ୍ରାମରେ ଘଟିଛି। ଏନେଇ ମହିଳାଙ୍କ ବାପା ଘନ ଭତରା ଉମରକୋଟ ଥାନାରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଖରାପ ହେଉଛି କଙ୍ଗୋ ପରିସ୍ଥିତି : ଜାତିସଂଘ ଶାନ୍ତିସୈନିକଙ୍କ ଗୁଳିରେ ୨ ନିହତ

ନୂଆଦିଲ୍ଲୀ : ଗୃହଯୁଦ୍ଧର ସମ୍ମୁଖୀନ ହେଉଥିବ ଆଫ୍ରିକୀୟ ଦେଶ କଙ୍ଗୋରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସେଠାରେ ଶାନ୍ତି ରକ୍ଷା ପାଇଁ ଯାଇଥିବା ଜାତିସଂଘ ଶାନ୍ତିସେନା ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଗତ ସପ୍ତାହରେ ସେଠାରେ ମୁତୟନ ଥିବା ଦୁଇ ଭାରତୀୟ ସୈନିକ…
ଅଧିକ ଖବର ଦେଖନ୍ତୁ...

‘ସଞ୍ଜୟଙ୍କ ପାଇଁ ମୁଁ ଗର୍ବିିତ’। ପରିବାରକୁ ଭେଟି ଉଦ୍ଧବ କହିଲେ; ସଚ୍ଚା ଶିବ ସୈନିକ, ‘ଝୁକେଗା ନେହି’…

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ନିଜ ହେପାଜତକୁ ନେବା ପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇ ପଡ଼ିଛନ୍ତି ଉଦ୍ଧବ ଠାକରେ। ଏହି…
ଅଧିକ ଖବର ଦେଖନ୍ତୁ...

୨୭ ବର୍ଷ ତ‌ଳେ ମାଆ ଯେଉଁ ସେନା ପ୍ରଶିକ୍ଷଣ କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହୋଇଥିଲେ ଏବେ ପୁଅ ବି ସେଠାରୁ ହେଲେ ଉତ୍ତୀର୍ଣ୍ଣ

ଚେନ୍ନାଇ: କଥାରେ ଅଛି ଝିଅଟେ ସବୁବ‌େଳେ ମାଆର ପାଦଚିହ୍ନକୁ ଅନୁକରଣ କରି ଚାଲୁଥିବା ବେଳେ ପୁଅଟିଏ ନିଜ ବାପାଙ୍କୁ ଅନୁକରଣ କରିଥାଏ। ମାତ୍ର ଆମେ ଆଜି ଏମିତି ଏକ ଉଦାହରଣ ଦେବୁ, ଯେଉଁଠି ଜଣେ ପୁଅ ନିଜ ମାଆଙ୍କ ପଥରେ ପାଦ ରଖିଛନ୍ତି। ସେନା ଅଧିକାରୀ ବନିବାକୁ ଥିବା ଅବସରପ୍ରାପ୍ତ ମେଜର୍‌…
ଅଧିକ ଖବର ଦେଖନ୍ତୁ...

ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି | ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟୀ, ରାଜସ୍ଥାନ ବାସିନ୍ଦାଙ୍କୁ ହଟାଗଲେ ମୁମ୍ବାଇ ଆର୍ଥିକ ରାଜଧାନୀ ମାନ୍ୟତା ହରାଇବ; ଏଭଳି କହିଥିବାରୁ କ୍ଷମା…

ମୁମ୍ବାଇ: କିଛି ଦିନ ତଳେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ। ରାଜ୍ୟପାଳ କହିଥିଲେ ଯେ, ଯଦି ଗୁଜୁରାଟୀ ଏବଂ ରାଜସ୍ଥାନବାସୀଙ୍କୁ ମୁମ୍ବାଇରୁ ହଟାଇ ଦିଆଯାଏ, ତେବେ ସହରରେ ନା ଟଙ୍କା ରହିବ ନାଁ ମୁମ୍ବାଇ ପାଖରେ ଦେଶର ଅର୍ଥନୈତିକ ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ବ୍ଲାକମେଲିଂର ପ୍ରତିଶୋଧ: ପୁଲିସ କନଷ୍ଟେବଳଙ୍କ ନାକ, କାନ ଓ ଓଠକୁ ଧାରୁଆ ଅସ୍ତ୍ରରେ କାଟିଦେଲା ସ୍ବାମୀ

ଲାହୋର: ପାକିସ୍ତାନର ଲାହୋରରେ ଜଣେ ବ୍ୟକ୍ତି ପୁଲିସ କନେଷ୍ଟବଳଙ୍କ ନାକ, କାନ ଓ ଓଠକୁ ଅତି ନିର୍ଦ୍ଦୟ ଭାବେ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି । ଏପରି କାଣ୍ଡ କରିବା ପଛର କାରଣ ତାଙ୍କ ଅନୁଯାୟୀ ପୁଲିସ କନଷ୍ଟେବଳ କାଳେ ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ କରୁଥିଲେ ଏବଂ ତାଙ୍କୁ ଅନୈତିକ ସମ୍ପର୍କ…
ଅଧିକ ଖବର ଦେଖନ୍ତୁ...

କେଉଁ କେଉଁ କମ୍ପାନି ପାଇଲେ ସ୍ପେକ୍ଟ୍ରମ୍ ? ଓଡ଼ିଶାରେ କେଉଁ କେଉଁ କମ୍ପାନି ଯୋଗାଇବେ ୫ଜି ସେବା ?

ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖରିଦ କରାଯାଇଛି । କମ୍ପାନି ୭୦୦ ମେଗାହଜ, ୮୦୦ ମେଗାହଜ୍, ୧୮୦୦ ମେଗାହଜ୍, ୩୩୦୦ ମେଗାହଜ୍ ଓ ୨୬ ଗିଗାହଜ୍…
ଅଧିକ ଖବର ଦେଖନ୍ତୁ...