Daily Archives

August 2, 2022

ଏମିତି ବି ଆସେ ମୃତ୍ୟୁ : ଜମିରେ ପାଣି ମଡ଼ାଇବା ବେଳେ ହୃଦଘାତରେ ଚାଷୀ ମୃତ

ଜମନକିରା: ଜମିରେ ପାଣି ମଡ଼ାଇବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଖର୍ସନମାଲ ପଞ୍ଚାୟତ ଅନ୍ତର୍ଗତ ହଳଦୀବାହାଲ ଗ୍ରାମର ଚାଷୀ ବିଷ୍ଣୁ ମରେଇ (୬୦)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବିଷ୍ଣୁ ପୁତୁରା ତାଙ୍କ ପୁତୁରା…
ଅଧିକ ଖବର ଦେଖନ୍ତୁ...

ଭାରୋତ୍ତୋଳନରେ ବିକାଶ ଜିତିଲେ ରୌପ୍ୟ

ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରୋତ୍ତୋଳନ କ୍ଷେତ୍ରରେ ଭାରତକୁ ଆଉ ଏକ ପଦକ ମିଳିଛି। ୯୬ କେଜି ବର୍ଗରେ ଭାରତର ବିକାଶ ଠାକୁର ରୌପ୍ୟ ପଦକ ପାଇବା ପରେ କେବଳ ଭାରୋତ୍ତୋଳନରେ ଭାରତ ୮ ପଦକ ପାଇବା ସହିତ ସାମୂହିକ ଭାବେ ୧୨ ପଦକ ବର୍ତ୍ତମାନ ସୁଦ୍ଧା ହାସଲ…
ଅଧିକ ଖବର ଦେଖନ୍ତୁ...

ଚୋର ସନ୍ଦେହରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ କରିବା ଘଟଣା: ୨ ଗିରଫ

ଚନ୍ଦାହାଣ୍ଡି: ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିବା ସହ ଉଲଗ୍ନ କରିଯାଇଥିବା ଘଟଣାରେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ପୁଲିସ ମାମଲା ଦଶ ଜଣ ବ୍ୟକ୍ତି ଖିରଚନ୍ଦ୍ର ନାୟକ, ସିରାଜ…
ଅଧିକ ଖବର ଦେଖନ୍ତୁ...

ବେଆଇନ ମାଙ୍କଡ଼ା ପଥର ଖଣିରେ ଚଢ଼ଉ; ୮ ଟ୍ରକ-ଜେସିବି ସହ ୭ ଗିରଫ

ଖୋର୍ଦ୍ଧା: ଟାଙ୍ଗିଆପଡ଼ା ଓ କୁମାରବସ୍ତ ଅଂଚଳରେ ଥିବା ଦୁଇଟି ବେଆଇନ ମାଙ୍କଡ଼ାପଥର ଖଣିରେ ଚଢ଼ଉ କରି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ୯ଟି ଜେସିବି, ଟ୍ରାକ୍ଟର, ହାଇୱା, ପାୱାର୍ଟିଲର ଆଦି ଜବତ କରିବା ସହ ଏହି ମାମଲାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବ ସୂଚନା ଆଧାରରେ…
ଅଧିକ ଖବର ଦେଖନ୍ତୁ...

୭ଟି ଡାକ୍ତରଖାନା କରିବାର ପ୍ରତିଶ୍ରୁତି ଦେଇଥିଲେ କେଜ୍ରିୱାଲ, ବର୍ଷକ ମଧ୍ୟରେ ଖୋଲିନାହିଁ ଗୋଟିଏ ବି ହସ୍ପିଟାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେଖାଯାଇଥିବା ସ୍ୱପ୍ନର ବାସ୍ତବତା ନେଇ ଏବେ ଏକ ସୂଚନା ଅଧିକାର ରିପୋର୍ଟରେ ପ୍ରକାଶ ପାଇଛି। ଗତ ବର୍ଷ ଦିଲ୍ଲୀରେ ଡାକ୍ତରଖାନା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଫମ୍ପା ଥିଲା ଏବଂ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଟେବୁଲ ଟେନିସ, ଲନ ବଲରେ ଭାରତକୁ ସ୍ବର୍ଣ୍ଣ

ବର୍ମିହାମ : ବ୍ରିଟେନରେ ବର୍ମିହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଥିଲା ୫ମ ଦିବସ । ୫ମ ଦିବସଟି ଭାରତ ପାଇଁ ବେଶ ଉଲ୍ଲେଖନୀୟ ଥିଲା । ଆଜି ଭାରତ ୨ଟି ସ୍ବର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି । ଭାରତୀୟ ମହିଳା ଲନ ବଲ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହି…
ଅଧିକ ଖବର ଦେଖନ୍ତୁ...

ପାରିଶ୍ରମିକ ଦେଇପାରିବ ନାହିଁ ବୋଲି କହିଥିବା ମହେଶ ବାବୁ ବଲିଉଡରେ କରିବେ ଡେବ୍ୟୁ !

ମୁମ୍ବାଇ: ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥିଲେ ସାଉଥ ସୁପରଷ୍ଟାର ମହେଶ ବାବୁ । ତାଙ୍କର ଏଭଳି ବୟାନ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଖୁବ ଶୀଘ୍ର ସେ ବଲିଉଡରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି।…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ଅଞ୍ଚଳର କରୁଣ ଚିତ୍ର: ପୁଣି ଖଟିଆରେ ବୁହା ହେଲେ ରୋଗୀ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ରୋଗୀକୁ ଖଟିଆରେ ବୋହି ଡାକ୍ତରଖାନା ଆଣୁଥିବା କରୁଣ ଚିତ୍ର ପୁଣି ସାମନାକୁ ଆସିଛି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଂଚାୟତ ଗୌରଝରିଆ ଗାଁ ଓ ବିଧାୟକ ଏବଂ ସଂସଦଙ୍କ ନିଜ ପଞ୍ଚାୟତରେ ପ୍ରସୂତି ଖଟିଆରେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହ! ଗର୍ଭବତୀଙ୍କୁ ମାରି ପୋତିଦେଲା ସ୍ବାମୀ

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲାରେ ଦିନକୁ ଦିନ ପାରିବାରିକ କଳହ ଉଗ୍ରରୂପ ନେଉଛି। ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଗତ ୩୧ ତାରିଖରେ ଜିଲ୍ଲାର ସିମୁଳିଆ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ବେକ ଓ ଗୋଡ଼ରେ ବାଲିବସ୍ତା ବାନ୍ଧି…
ଅଧିକ ଖବର ଦେଖନ୍ତୁ...

ପରିଣତି ଭୋଗିବାକୁ ପ୍ରସ୍ତୁତ ରହୁ ଆମେରିକା : ଚୀନର ଯୁଦ୍ଧ ଧମକ

ବେଜିଂ : ଆମେରିକା ସାଂସଦ ନାନସୀ ପେଲୋସିଙ୍କ ତାଇଓ୍ବାନ ଗସ୍ତ ଆରମ୍ଭ ହେବା ପରେ ତାହାକୁ ନେଇ ଚୀନ କଡ଼ା ପ୍ରତିକ୍ରିୟା ରଖିଛି । ଚୀନ ପକ୍ଷରୁ ଆମେରିକୀୟ ସାଂସଦଙ୍କ ଗସ୍ତକୁ ନିନ୍ଦା କରି କୁହାଯାଇଛି ଯେ, ଏହାର ପରିଣତି ଆମେରିଆ ଓ ତାଇଓ୍ବାନ ଭୋଗିବେ । ନିଜର ଅଖଣ୍ଡତା ବଜାୟ ରଖିବାକୁ ଚୀନ…
ଅଧିକ ଖବର ଦେଖନ୍ତୁ...