Daily Archives

August 2, 2022

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ କନ୍ଦଳ; ଭୁଜାଲିରେ ହାଣି ସମ୍ପର୍କୀୟ ଭାଇ ଓ ପୁତୁରା ଫେରାର

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଫଟାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧି ମୁଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେବା ଗୋଷ୍ଠୀ କନ୍ଦଳ ହୋଇଥିବା ଜଣାପଡିଛି। ପରେ ଏହା ଉଗ୍ର ରୂପ ଧାରଣ କରିଥିବା ଜଣାପଡିଛି। ଏଥିରେ ସମ୍ପର୍କୀୟ କାକାକୁ ଭୁଜାଲିରେ ହାଣି ସମ୍ପର୍କୀୟ ପୁତୁରା ଓ ଭାଇ…
ଅଧିକ ଖବର ଦେଖନ୍ତୁ...

ଆଦିତ୍ୟରାଜ ମୃତ୍ୟୁ ଘଟଣା: ଶବ ଖୋଳି ବ୍ୟବଚ୍ଛେଦ କରିବାକୁ ମନାକଲେ ପରିବାର

ବରଗଡ଼: ବିକାଶ ଫାଷ୍ଟଷ୍ଟେପ୍‌ ସ୍କୁଲ୍‌ର ଛାତ୍ର ଆଦିତ୍ୟରାଜ୍‌ଙ୍କ ମୃତ୍ୟୁ ଘଟଣା ନେଇ ସହରରେ ସ୍ଥିତି ବର୍ତମାନ ଯାଏଁ ଅସ୍ବାଭାବିକ ରହିଛି। ମୃତ୍ୟୁ ପରେ ଆଦିତ୍ୟରାଜ୍‌ଙ୍କ ଶବକୁ ପରିବାରଲୋକେ ନୀତିନିୟମ ଅନୁସାରେ ପୋତି ଦେଇଥିଲେ। ମଂଗଳବାର ପୁଲିସ୍‌ ଟିମ୍‌ ଶବ ଖୋଳି ବ୍ୟବଚ୍ଛେଦ ପାଇଁ…
ଅଧିକ ଖବର ଦେଖନ୍ତୁ...

ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ଆଶ୍ବସ୍ତି, ମାମଲା ଖାରଜ କଲେ ହାଇକୋର୍ଟ

ଜୟପୁର: ଆଜି ରାଜସ୍ଥାନ ହାଇକୋର୍ଟ ଯୋଧପୁରର ଲୁନି ପୁଲିସ ଷ୍ଟେସନରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରକୁ ଖାରଜ କରି ଉଭୟ କ୍ରିକେଟରଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଶୋ କଫି ଉଇଥ କରଣରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ହେବ ଜୟପୁର ବିମାନ ବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ

ଜୟପୁର: ଜୟପୁର ବିମାନବନ୍ଦରରେ  ଆସନ୍ତାକାଲି ବୁଧବାର ପରୀକ୍ଷାମୂଳକ ଭାବେ ବିମାନ ଉଡ଼ାଣ ହେବ ବୋଲି ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ କହିଛନ୍ତି। ଆସନ୍ତାକାଲି ସକାଳ ୧୦ଟାରେ ବିମାନଟି ଭୁବନେଶ୍ବରରୁ ଜୟପୁର ବିମାନବନ୍ଦରକୁ ଆସି ଅବତରଣ କରିବ। ଏବଂ ଏଠାରୁ ପୁଣି…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ କାର୍ ଜାଳିଦେଲେ ଦୁର୍ବୃତ୍ତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଠେଲାକଲୋଇ ଥାନ ଅନ୍ତର୍ଗତ ଲପଙ୍ଗା ଗ୍ରାମର ଜନୈକ ବ୍ୟବସାୟୀଙ୍କ ୪ଟି କାର୍‌କୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ସୋମବାର ଦିନ ବ୍ୟବସାୟୀଙ୍କ ଏକ ଇନୋଭା, ଏକ ଭର୍ଣ୍ଣା, ଏକ ବ‌ଲେରୋ ପ୍ଲସ୍‌ ଓ ଏକ ବଲେରୋ ଏସ୍ଏଲ୍‌ଏସ୍‌ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

୨୨ ଲକ୍ଷ ଠକି ଦମ୍ପତି ଛୁ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମହିଳା

ରାଉରକେଲା: ବନ୍ଧମୁଣ୍ଡା ‘ଡି’ କ୍ୟାବିନ୍‌ ପିଣ୍ଟୁ ଦଳେଇ ଓ ତାଙ୍କ ପତ୍ନୀ ସୋମା ସ୍ଥାନୀୟ ମହିଳାମାନଙ୍କୁ ଠାରୁ ପ୍ରାୟ ୨୨ ଲକ୍ଷ ଟଙ୍କା ଠକି ଛୁ ମାରିଛନ୍ତି। ନିଜ ଗାଁ ପଶ୍ଚିମବଙ୍ଗ ଚାଲିଯିବା ପରେ ଅନ୍ୟ ତିନି ମହିଳା ଫେରାର ପତି-ପତ୍ନୀଙ୍କ ଘରକୁ ୧୫ ଲକ୍ଷ ଟଙ୍କାରେ ଜଣେ ରେଳ କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ବେପାର ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ। ରାଜନେତାଙ୍କୁ ଉଚ୍ଚ ପଦ ମିଳିପାରେ।‌ ବୃଷ: କାମ ବିଷୟରେ ବହୁତ ଚିନ୍ତାଶୀଳ ରହିବେ। ମିଠା କଥା ଆପଣଙ୍କ କାମକୁ ଅତିଶୀଘ୍ର ପୂରା କରିବାରେ…
ଅଧିକ ଖବର ଦେଖନ୍ତୁ...

ମୁସେୱାଲାଙ୍କ ମୃତ୍ୟୁ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ଜାନୀଙ୍କୁ ହତ୍ୟା ଧମକ, ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସୁରକ୍ଷା

ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ଅନେକ ପଞ୍ଜାବୀ କଣ୍ଠଶିଳ୍ପୀ ସୁରକ୍ଷା ପାଇଁ ଦାବି କରୁଛନ୍ତି। ଅତୀତରେ ମିକା ସିଂ ସୁରକ୍ଷା ପାଇଁ ଦାବି କରିବା ପରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ମିକାଙ୍କୁ ହତ୍ୟା ଧମକ ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...

ମାସକୁ ଦୁଇ ଦିନ ସମ୍ବଲପୁରୀ ପୋଷାକ ପିନ୍ଧିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା: ମାସକୁ ଦୁଇ ଦିନ ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ ଆସିବା ପାଇଁ ଜିଲ୍ଲାପାଳ ସରୋଜ ସାମଲ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ କାଲି ସମ୍ବଲପୁରୀ ଦିନ୍ ଅବସରରେ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପ୍ରତିମାସ ଦ୍ବିତୀୟ ଓ ଚତୁର୍ଥ ଶୁକ୍ରବାର ଦିନ ସମସ୍ତ କାର୍ଯ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଛାତ୍ରଙ୍କ ମୃତଦେହ ଗଛ ତଳୁ ଉଦ୍ଧାର ପରେ ଉତ୍ତେଜନା, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ନିକଟ ଏକ କୁସୁମ ଗଛ ତଳୁ ମଙ୍ଗଳବାର ସକାଳୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ଦୁର୍ଗାପ୍ରସାଦ ଖଣ୍ଡା। ଘର ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ଗୁମେଡେରା। ଗର୍ଜନବାହାଲ ସ୍କୁଲରେ ଅଷ୍ଟମ…
ଅଧିକ ଖବର ଦେଖନ୍ତୁ...