Daily Archives

August 3, 2022

ବିଦ୍ୟାଳୟରେ ଶିକ୍ଷକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ସଂକୀର୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ରଣାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସଂକୀର୍ଡା ଗ୍ରାମର ପହଲ୍ଲାଦ ପଂଚାବିହାର (୩୫) ଓ ପ୍ରେମାନନ୍ଦ ପଂଚବିହାର (୩୦) ଦୁଇ ଭାଇ ଆଜି ପୂର୍ବାହ୍ନ…
ଅଧିକ ଖବର ଦେଖନ୍ତୁ...

ନବ ବିବାହିତାଙ୍କ ଝୁଲନ୍ତା ଶବ ଉଦ୍ଧାର, ସ୍ବାମୀ ଅଟକ

ଫୁଲବାଣୀ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗାଁ ନିକଟରେ ଥିବା ଏକ ଆମ୍ବଗଛରୁ ଜଣେ ବିବାହିତାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ସେ ହେଲେ ବନ୍ଧଗଡ଼ ଗ୍ରାମର ଦିନେଶ ଦେହୁରୀଙ୍କ ସ୍ତ୍ରୀ ସରିତା ଦଳବେହେରା । ତାଙ୍କ ବାପାଙ୍କ ଘର ବାଲିଗୁଡ଼ା ଥାନା ଅନ୍ତର୍ଗତ ଜାର୍ଗିଭଟା ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆ ଉପରେ ଲାଗିଲା ରାମସାର ସାଇଟ୍ ମୋହର

ନୂଆଦିଲ୍ଲୀ: ଚଳିତ ବର୍ଷ ଓଡ଼ିଶାର ସାତକୋଶିଆର ଗଣ୍ଡ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ରର ମୋହର ବାଜିଛି। ଏଥି ସହିତ ଦେଶର ଆଉ ୧୦ ଆର୍ଦ୍ରଭୂମିକୁ ବି ଏହି ମାନ୍ୟତା ମିଳିଛି। ଫଳରେ ଦେଶର ମୋଟ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି।…
ଅଧିକ ଖବର ଦେଖନ୍ତୁ...

କିଏ ହେବେ ଦେଶର ନୂଆ ପ୍ରଧାନ ବିଚାରପତି ?

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା ଚଳିତ ମାସ ୨୬ ତାରିଖରେ ଅବସର ଗ୍ରହଣ କରିବେ । ଏହା ପୂର୍ବରୁ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ଭାରତ ସରକାର । ବୁଧବାରଦିନ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସଚିବାଳୟକୁ ଏକ ପତ୍ର…
ଅଧିକ ଖବର ଦେଖନ୍ତୁ...

ମାର୍ଗାରେଟଙ୍କୁ ସମର୍ଥନ କରିବାକୁ ଘୋଷଣା କଲା ଜେଏମଏମ, ମାୟାବତୀଙ୍କ ଦଳ ସମର୍ଥନ କରିବ କାହାକୁ ଜାଣନ୍ତୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି (ଏଏପି) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗରେଟ ଆଲଭାଙ୍କୁ ସମର୍ଥନ କରିବ। ଏଥି ସହିତ, ଝାଡଖଣ୍ଡର ଶାସକ ଦଳ ଜେଏମଏମ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ ଘୋଷଣା କରିଛି। ରାଷ୍ଟ୍ରପତି ନିର୍ବାଚନରେ ​​ଜେଏମଏମ…
ଅଧିକ ଖବର ଦେଖନ୍ତୁ...

ବୁଷ୍ଟର ଡୋଜ ନେବା ପରେ ବି କରୋନା ହେବା ଚିକିତ୍ସା ବିଜ୍ଞାନର ବିଫଳତା: ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ କରୋନା ଟିକା ଉପରେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବାବା କହିଛନ୍ତି ଯେ ବୁଷ୍ଟର ଡୋଜ ନେବା ପରେ ମଧ୍ୟ ଯଦି କେହି କରୋନା ସଂକ୍ରମିତ ହୁଏ, ତେବେ…
ଅଧିକ ଖବର ଦେଖନ୍ତୁ...

ନିଜକୁ ‘ଟୋଲ ଟ୍ୟାକ୍ସ’ର ବାପା କହିଲେ ଗଡ଼କରୀ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ଦିନ ନିଜକୁ ରାଜ୍ୟସଭାରେ ଭାରତର 'ଟୋଲ ଟ୍ୟାକ୍ସର ପିତା' ବୋଲି କହିଛନ୍ତି। ଅବଶ୍ୟ, ଏହା ପଛରେ ସେ ଏକ ୩୨ ବର୍ଷ ତଳର କଥା ମଧ୍ୟ କହିଥିଲେ | ଗଡକରୀ କିଛି ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ସମୟରେ ସେ କହିଥିଲେ ଯେ…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣ ନିୟମ ଅବମାନନା: ସିମେଣ୍ଟ୍‌ କଂପାନି ଉପରେ ୧୭ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ

ରାଉରକେଲା/ସୁନ୍ଦରଗଡ଼: ପରିବେଶ ନିୟମର ଖୋଲା ଉଲ୍ଲଂଘନ କରୁଥିଲା ରାଜଗାଙ୍ଗପୁରସ୍ଥ ଡାଲମିଆ ସିମେଣ୍ଟ୍‌ ଭାରତ ଲିମିଟେଡ୍‌। ତେବେ ଏହି ନିୟମ ଅବମାନନନା କରିବା ଏବେ ଡାଲିମିଆ ସିମେଣ୍ଟ୍‌କୁ ମହଙ୍ଗା ପଡ଼ିଛି। ଏନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଅଭିଯୋଗ ହୋଇଥିଲା। ମାମଲାର…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ମିନିଟରେ ୨୪୦ ଶବ୍ଦର ଲେଖା ପଢୁଛନ୍ତି ନିଶାନ

ସେମିଳିଗୁଡା: ବୟସ ମାତ୍ର ୪ ବର୍ଷ। କିନ୍ତୁ ଦିମାଗରେ ସେ ୪୦ ବର୍ଷୀୟଙ୍କୁ ବି ଟପିଯିବେ। ଖାସ ଏହି ଗୁଣ ପାଇଁ ଲୁକ୍କାୟିତ ଓ ଅନନ୍ୟ ପ୍ରତିଭାକୁ ଅନ୍ବେଷଣ କରିବା ସହ ଲୋକଲୋଚନକୁ  ଆଣି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ହିଷ୍ଟ୍ରି ଟିଭି ଦ୍ୱାରା ସେ ପାଇଛନ୍ତି ଓ ମାଇ ଗଡ଼ ଆୱାର୍ଡ। ସେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ ଅଶାନ୍ତିରୁ ଦମ୍ପତିଙ୍କ ଆତ୍ମହତ୍ୟା

ପାଟପୁର: ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଘରୋଇ ଅଶାନ୍ତିକୁ କେନ୍ଦ୍ର କରି ଏକ ଦୁଃଖଦ ଘଟଣା ଘଟି ଯାଇଛି। ମାନସିକ ଭାରସାମ୍ୟ ହରାଇ ଗାଁର ପିଣ୍ଟୁ ସେଠୀ(୨୨) ଓ ପତ୍ନୀ ସ୍ଵପ୍ନା ସେଠୀ(୨୦) ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...