Daily Archives

August 3, 2022

କନ୍ୟାରତ୍ନକୁ କୋଳେଇ ନେଲେ ଇଟାଲି ଦମ୍ପତି

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଏକ ଶିଶୁକନ୍ୟାକୁ ୩ ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲିର ଦମ୍ପତିଙ୍କୁ ଅତିରିକ୍ତ ଜିଲ୍ଲାପାଳଦ୍ବୟ ମିର୍ଦ୍ଧା ଟପୋ ଓ ନବୀନ ପଟେଲ ଏବଂ ଉପଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

୫-ଟିରେ ସାମିଲ ହାଇସ୍କୁଲ ପରିଦର୍ଶନ ବେଳେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ

ଥୁଆପାଲି: ମଙ୍ଗଳବାର ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଭେଡ଼େନ ବ୍ଲକ୍‌ ଗସ୍ତ କରି ନୂତନ ଭା‌େବ ୫-ଟିରେ ସାମିଲ ହୋଇଥିବା ଧାତୁକପାଲି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ନବମ ଶ୍ରେଣୀକୁ ଯାଇ…
ଅଧିକ ଖବର ଦେଖନ୍ତୁ...

ବେରୁଆବାଡ଼ିରେ ନିଆଁ ଲାଗି ୪ ପରିବାରର ୧୦ ବଖରା ଭସ୍ମୀଭୂତ

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅଧୀନ ତୁରୁମ ପଞ୍ଚାୟତର ବେରୁଆଁବାଡ଼ି ଗ୍ରାମରେ ଆଜି ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ପ୍ରାୟ ୧୦ ବଖରା ଘର ଜଳପୋଡି ପାଉଁଶ ହୋଇଯାଇଛି। ଗ୍ରାମର ସନ୍ତୋଷ ଗୌଡ଼,ସୁଶାନ୍ତ ଗୌଡ଼,ପଞ୍ଚୁ ଗୌଡ଼ ଓ ଅରୁଣ ଗୌଡ଼ଙ୍କ ଘର ଜଳି ଯାଇଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ଅର୍ଥ ଲୋଭରେ ଆମେରିକାକୁ ଜଓ୍ବାହିରିର ଠିକଣା ଦେଇଛି କି ପାକିସ୍ତାନ ?

କାବୁଲ : ଅଲକାଇଦା ନେତା ଆୟମନ ଅଲ ଜଓ୍ବାହିରିର ହତ୍ୟା ସାରା ବିଶ୍ବରେ ଚର୍ଚ୍ଚାର କାରଣ ହୋଇଛି । ତେବେ ଏହି ଘଟଣା ପରେ ତାଲିବାନ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢିବାର ଆଶଙ୍କା ରହିଛି । କାରଣ ଏହା ସ୍ପଷ୍ଟ ହୋଇଯାଇଛି ଯେ ତାଲିବାନ ଜଓ୍ବାହିରିକୁ ଆଶ୍ରୟ ଦେଇଥିଲା । ତେବେ ଜଓ୍ବାହିରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଆପଣଙ୍କର ପ୍ରଭାବ ବଢ଼ିବ। ପେସାଦାର ବ୍ୟବସାୟୀ ପୁଞ୍ଜି ଲଗାଣ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।‌ ବୃଷ: କୌଣସି କଥାକୁ ନେଇ ସଂଶୟରେ ରହିବେ। ଘରର ବୟସ୍କଙ୍କ ଠାରୁ ଧନପ୍ରାପ୍ତି ହେବ।…
ଅଧିକ ଖବର ଦେଖନ୍ତୁ...

ବାପା ଚାରିଆଡେ ନିଆଁ ଲାଗି ଗଲାଣି, ଶୀଘ୍ର ଆସି ମୋତେ ବଞ୍ଚାଅ; ଏତିକି କହି ନିଆଁର ଆଁକୁ ଚାଲିଗଲା ତନ୍ମୟ

ଜବଲପୁର: ବାପା ଚାରିଆଡେ ନିଆଁ ଲାଗି ଗଲାଣି, ଶୀଘ୍ର ଆସି ମୋତେ ବଞ୍ଚାଅ। ଅମନ ବିଶ୍ୱକର୍ମାଙ୍କୁ ମଧ୍ୟପ୍ରଦେଶର ଜବଲପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଙ୍କ ୧୯ ବର୍ଷର ପୁଅ ତନ୍ମୟ ଫୋନ କରି ଏଭଳି କହିଥିଲେ। ପୁଅର ଚିତ୍କାର ଶୁଣି କିଛି କରିବା ପୂର୍ବରୁ ନିଆଁର ଆଁକୁ ଚାଲିଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ଉଦୟପୁର ଘଟଣାରେ ଟେଲିଭିଜନ ଆଙ୍କର୍ ରୋହିତ ରଞ୍ଜନଙ୍କୁ ପଚରାଉଚରା କଲା ପୁଲିସ

ଜୟପୁର: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଉଦୟପୁର ଘଟଣା ସହ ଯୋଡ଼ିଥିବାରୁ ଟେଲିଭିଜନ ଆଙ୍କର୍ ରୋହିତ ରଞ୍ଜନଙ୍କୁ ଜେରା କରାଯାଇଛି । ଏହି ଘଟଣାରେ ଜୟପୁର ପୁଲିସ ରୋହିତଙ୍କୁ ପଚରାଉଚରା କରିଛି । ଜଣେ ପୁଲିସ ଅଧିକାରୀ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ଉଦୟପୁର…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ଗୋଷାଣୀ : ଆଜି ଅପରାହ୍ଣ ସାଢ଼େ ଚାରିଟା ବେଳେ ଖେଳୁଥିବା ବେଳେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ଘୋରଣୀ ପଞ୍ଚାୟତ ଏସ୍.ରତନସିଙ୍ଗି ଗ୍ରାମର ଦୁଇ ଶିଶୁ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ରମେଶ ଶବରଙ୍କ ୪ ବର୍ଷର ଝିଅ ଓ ବିଜୟ ଶବରଙ୍କ ୩ ବର୍ଷର ପୁଅ ଦୁହେଁ ବୁଡ଼ିଯିବା ଦେଖି ଲୋକେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକି : କାନାଡାକୁ ୮-୦ରେ ହରାଇଲା ଭାରତ

ବର୍ମିହାମ : ବ୍ରିଟେନରେ ବର୍ମିହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକିରେ ଭାରତ ବୁଧବାରଦିନ କାନାଡାକୁ ୮-୦ରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ପୁଲ-ବିରେ ଏବେ ଶୀର୍ଷ ସ୍ଥାନରେ ପହଞ୍ଚିଛି । ତେବେ ଆସନ୍ତା ୪ ତାରିଖରେ ଓ୍ବେଲ୍ସ ବିପକ୍ଷରେ ଖେଳାଯିବାକୁ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ ଆଣିଲା ସୁଇଟ୍-୧୬ ସେଲ୍, ମାତ୍ର ୧୬୧୬ଟଙ୍କାରେ ବୁକ୍ କରନ୍ତୁ ଟିକେଟ

ନୂଆଦିଲ୍ଲୀ: ଇଣ୍ଡିଗୋ ଆଣିଲା ସୁଇଟ୍-୧୬ ସେଲ୍। ଅଗଷ୍ଟ ୩ରେ, ଇଣ୍ଡିଗୋ ଏୟାରଲାଇନ୍ସ ଘରୋଇ ରୁଟରେ ଉଡ଼ୁଥିବା ସମସ୍ତ ବିମାନ ପାଇଁ ସୁଇଟ୍-୧୬ ସେଲ୍ ଆରମ୍ଭ କରିଛି। ବିମାନ ସେବା ଆରମ୍ଭକୁ ୧୬ବର୍ଷ ବିତିଥିବା ବେଳେ ଏହାକୁ ସ୍ମରଣୀୟ କରିବାକୁ ଇଣ୍ଡିଗୋ ଏହି ସେଲ୍ ଆରମ୍ଭ କରିଛି। ଏହି ସେଲ୍‌ରେ…
ଅଧିକ ଖବର ଦେଖନ୍ତୁ...