Daily Archives

August 4, 2022

ମୋବାଇଲ୍ ଫାଇନାନ୍ସ ନାମରେ ଠକେଇ: ୬ଜଣଙ୍କ ବିରୋଧରେ ମାମଲା ରୁଜୁ, ୩ ଗିରଫ

ଖୋର୍ଦ୍ଧା: ଆର୍ବିଆଇ ଓ ବ୍ୟାଙ୍କ ନିୟମର ଉଲ୍ଲଂଘନ କରି ମୋବାଇଲ୍ ଫାଇନାନ୍ସ ନାମରେ ଗ୍ରାହକଙ୍କୁ ମୋବାଇଲ୍ ବଦଳରେ ନଗଦ ଟଙ୍କା ଦେବାର ଲୋଭ ଦେଖାଇ ୪୦ରୁ ୫୦ଲକ୍ଷ ଟଙ୍କା ବ୍ୟାଙ୍କକୁ ଚୂନ ଲଗାଇବା ଓ ଗ୍ରାହକଙ୍କୁ ଟଙ୍କା କିମ୍ବା ମୋବାଇଲ୍ ନଦେବା ମାମଲାରେ ପୁଲିସ ୬ଜଣଙ୍କ ନାମରେ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ନନ୍ଦପୁର: କୋରାପୁଟ ଜିଲ୍ଲା ପାଡୁଆ ପୁଲିସ ପକ୍ଷରୁ ସୀମାନ୍ତରେ କରାଯାଉଛି କଡ଼ା ପହଁରା। ଚୋରା ଚାଲଣ ରୋକିବା ପାଇଁ ପାଡ଼ୁଆ ପୁଲିସର ୨୪ ଘଣ୍ଟିଆ ନାକାବନ୍ଦୀ ସହ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପେଟ୍ରୋଲିଙ୍ଗ କଡାକଡି କରିଛି। ଗଞ୍ଜେଇ ମାଫିଆଙ୍କ ବିଭିନ୍ନ ଅବିନଭ ଉପାୟରେ ଚୋରା କାରବାରକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବଜାରରେ ଟିଭିଏସର ନୂଆ ପ୍ରିମିୟମ ବାଇକ୍ ରୋନିନ୍

ଭୁବନେଶ୍ୱର: ଟିଭିଏସ୍ ମୋଟର କଂପାନି ପକ୍ଷରୁ ଶିଳ୍ପ ପ୍ରଥମ ଆଧୁନିକ-ରେଟ୍ରୋ ମୋଟରସାଇକଲ୍-ଟିଭିଏସ୍ ରୋନିନକୁ ଭୁବନେଶ୍ୱରରେ ଲଞ୍ଚ୍ କରିଛି । ଗୁରୁବାରଦିନ ଏହାକୁ କମ୍ପାନିର ଉପ ସାଧାରଣ ପରିଚାଳକ ବିକାଶ ସିକ୍କା ଲଞ୍ଚ୍ କରିଥିଲେ । ଏହି ନୂଆ ବାଇକ ସହ ଟିଭିଏସ ପ୍ରିମିୟମ ବାଇକ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

୨୦୦କୋଟିର ବିଳାସପୂର୍ଣ୍ଣ ମନ୍ନତର ମାଲିକ ହୋଇଥାନ୍ତେ ସଲମାନ, ଏହି କାରଣରୁ କିଣିଲେନି ଘର

ମୁମ୍ବାଇ: ୨୦୦କୋଟିର ବିଳାସପୂର୍ଣ୍ଣ ମନ୍ନତର ମାଲିକ ହୋଇଥାନ୍ତେ ବଲିଉଡର ଦବଙ୍ଗ ଖାନ ସଲମାନ। ପ୍ରଥମେ ମନ୍ନତ କିଣିବାର ଅଫର ସଲମାନଙ୍କୁ ମିଳିଥିଲେ ବି ସେ ଏହାକୁ ଗ୍ରହଣ କରିନଥିଲେ। ପରେ କିଙ୍ଗ ଖାନ୍ ଶାହାରୁଖ ଏହି ବିଳାସପୂର୍ଣ୍ଣ ଘରକୁ ନିଜ ନାଁରେ କରିଥିଲେ। ମୁମ୍ବାଇ ବୁଲିବାକୁ ଗଲେ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ଘୋଡ଼ାକୁ ମରଣ ମୁହଁରେ ରାସ୍ତା ପାର୍ଶ୍ୱରେ ଛାଡି ଚାଲିଗଲା ମାଲିକ

ବୈଶିଙ୍ଗା: ମରଣ ମୁହଁରେ ଘୋଡାକୁ ଛାଡି ଚାଲିଗଲା ମାଲିକ । ଏଭଳି ଏକ ଅଭାବନୀୟ ଚିତ୍ର ଆସିଛି ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆସ୍ଥିତ୧୮ନଂ ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଇ ଦିନ ପୂର୍ବରୁ କେହି ଜଣେ ବ୍ୟକ୍ତି ଉକ୍ତ ଅସୁସ୍ଥ ଘୋଡାଟିକୁ ଆଣି ରାସ୍ତା…
ଅଧିକ ଖବର ଦେଖନ୍ତୁ...

୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ; ଦୁଇ ଲୁଟେରା ଗିରଫ

କଟକ: ଦୁଇ ଲୁଟେରାଙ୍କୁ ମଧୁପାଟଣା ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ଶିଖରପୁରରେ ରହୁଥିବା ଗଞ୍ଜାମ ଖଲ୍ଲିକୋଟର ଶୁଭ ଜାଲି(୧୯) ଓ କାଜିଢ଼ିଅରେ ରହୁଥିବା ଜଗତସିଂହପୁର ଜିଲ୍ଲା ବାଲିକୁଦାର ପିଣ୍ଟୁ ଓରଫ ଚନ୍ଦ୍ରଶେଖର ସାହୁ(୨୦)। ସୂଚନା ଅନୁଯାୟୀ, କଲ୍ୟାଣୀନଗର ଦୁଲାଦେବୀ…
ଅଧିକ ଖବର ଦେଖନ୍ତୁ...

କାଲିଠାରୁ ସମ୍ବଲପୁରରୁ ବାଲେଶ୍ବରକୁ ଓଏସ୍‌ଆରଟିସିର ବସ୍‌ସେବା

ସମ୍ବଲପୁର: ଶୁକ୍ରବାର ଠାରୁ ପ୍ରଥମ କରି ସମ୍ବଲପୁରରୁ ବାଲେଶ୍ବରକୁ ଓଏସ୍‌ଆର୍‌ସିଟିସିର ନୂତନ ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି। ୨ଟି ଏସି ଡିଲକ୍ସ ବସ୍‌ ଏହି ରୁଟ୍‌ରେ ଗଡ଼ିବ ବୋଲି ସମ୍ବଲପୁର ପରିବହନ ଅଧିକାରୀ ଶାନ୍ତନୁ କୁମାର ମିଶ୍ର ସୂଚନା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୭ଟାରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।…
ଅଧିକ ଖବର ଦେଖନ୍ତୁ...

ହାଟିଆ ପାସେଞ୍ଜରରେ ବୃଦ୍ଧ ଦମ୍ପତିଙ୍କଠାରୁ ଲୁଟ୍

ଝାରସୁଗୁଡ଼ା: ସମ୍ବଲପୁରଠାରେ ଝିଅର ଡେଲିଭେରି ହେବାକୁ ଥିବାରୁ ଘରେ ଯାହା ଟଙ୍କା ପଇସା ଥିଲା ତାକୁ ନେଇ ରାଞ୍ଚିର ପଖୋରା ଗ୍ରାମର ଜଣେ ବୃଦ୍ଧ ସୁବାସ ବିଶ୍ବାସ ଓ ତାଙ୍କ ସ୍ତ୍ରୀ ଗତ ମାସ ୨୭ ତାରିଖ ଦିନ ହାଟିଆ ପାସେଞ୍ଜରରେ ସମ୍ବଲପୁର ଅଭିମୁଖେ ବାହାରିଥିଲେ। ଟ୍ରେନରେ ମୁଣ୍ଡପାଖରେ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୟୁନିୟନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ବର : ୟୁନିୟନ ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଏ.ମଣିମେଖଳାଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟ ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...