Daily Archives

August 5, 2022

ଆନ୍ଧ୍ରରୁ ଓଡ଼ିଶା ଲମ୍ବିଛି ଚୋରା ବାଇକ କାରବାର; ୧୮ ବାଇକ ଜବତ, ୪ ଗିରଫ 

ସେମିଳିଗୁଡା:  ଆନ୍ଧ୍ର ପ୍ରଦେଶର ପେଡ଼ାବାଇଲୁ ପୁଲିସ ଏକ ବାଇକ ଚୋରି ଗ୍ୟାଙ୍ଗକୁ କାବୁ କରିବା ପରେ ସେମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି କୋରାପୁଟ ଜିଲ୍ଲା ସେମିଳିଗୁଡା ଅଞ୍ଚଳରୁ ୧୮ ଗୋଟି ଚୋରା ବାଇକ ଉଦ୍ଧାର କରିଛି ପେଡାବାଇଲୁ ପୁଲିସ ସୂଚନା ଅନୁସାରେ ଅନୁସାରେ ଗତ ମାସରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ କ୍ରୀଡା: କୁସ୍ତିରେ ବଜରଙ୍ଗ ଓ ସାଖୀଙ୍କୁ ସ୍ବର୍ଣ୍ଣ, ଅଂଶୁଙ୍କୁ ରୌପ୍ୟ

ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଶୁକ୍ରବାର ଭାରତ ପାଇଁ ପଦକ ବର୍ଷା ହୋଇଛି। କୁସ୍ତି କ୍ଷେତ୍ରରେ ଆଉ ୩ ପଦକ ମିଳିଛି। ଫଳରେ ଭାରତର ପଦକ ସଂଖ୍ୟା ୨୩ରେ ପହଞ୍ଚିଛି। କୁସ୍ତିରେ ପୁରୁଷ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ, ୬୨ କେଜି ବର୍ଗରେ ଶାଖୀ ମଲ୍ଲିକ ସ୍ବର୍ଣ୍ଣ ପଦକ…
ଅଧିକ ଖବର ଦେଖନ୍ତୁ...

ଆସୁଛି ଦୁଇଟି ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା, ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ

ରାୟଗଡ଼ା: ମାଡ଼ି ଆସୁଛି ଲଘୁଚାପ। ପ୍ରଭାବରେ ୬ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାରୁ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ପ୍ରଥମ ଲଘୁଚାପ ୭ ତାରିଖରେ ସୃଷ୍ଟି ହେବ ବୋଲି ଆକଳନ କରାଯାଉଥିବା ବେଳେ ଦ୍ୱିତୀୟଟି ୧୩ କିମ୍ବା ୧୪ ତାରିଖ ଅଗଷ୍ଟରେ…
ଅଧିକ ଖବର ଦେଖନ୍ତୁ...

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୫ ମୃତ

ଜେରୁଜେଲମ : ସମଗ୍ର ବିଶ୍ବରେ ଯୁଦ୍ଧର ଘନଘଟା ବଢିବାରେ ଲାଗିଛି । ଗୋଟିଏ ପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଥିବାବେଳେ ଅନ୍ୟପଟେ ତାଇଓ୍ବାନ ଚାରିପଟେ ଏକ ଭୟଙ୍କର ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ଚୀନ । କେବଳ ଏତିକି ନୁହେଁ, ମଧ୍ୟ ଏସିଆର ଦୁଇଟି ଦେଶ ଆଜରବୈଜାନ ଓ ଆର୍ମେନିଆ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ମହିଳାଙ୍କ ସମେତ ୨ ମୃତ

କଣ୍ଟାବାଞ୍ଜି/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ତୁରେକେଲା-ଲାଠୋର ରାସ୍ତା ବୁଢ଼ୀବାହାଲ ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁରୋମାଲ ପଞ୍ଚାୟତ ଘନାମହୁଲ ଗାଁର ତୁଳସୀ…
ଅଧିକ ଖବର ଦେଖନ୍ତୁ...

ମୋର ୮ ଘଣ୍ଟା ଅନ୍ୟ ଅଭିନେତାଙ୍କର ୧୪ ଘଣ୍ଟା ସହ ସମାନ: ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ଷସାରା ଫିଲ୍ମ ସୁଟିଂରେ ବ୍ୟସ୍ତ ଥାଆନ୍ତି । ଅକ୍ଷୟ କୁମାର ବଲିଉଡର ଏମିତି ଜଣେ ଅଭିନେତା ଯିଏ କି ବର୍ଷକ ମଧ୍ୟରେ ସର୍ବାଧିକ ଫିଲ୍ମ କରିଥାନ୍ତି | ବର୍ଷସାରା ତାଙ୍କର ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ | ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ…
ଅଧିକ ଖବର ଦେଖନ୍ତୁ...

ଅଟଳ ଜ୍ୟୋତି ଯୋଜନା: ସଂଯୋଗୀକରଣର ୧୦ ଦିନରେ ଅଧା ଲାଇଟ ଅଚଳ

ରାୟଗଡ଼ା: ଅଟଳ ଜ୍ୟୋତି ଯୋଜନାରେ ହୋଇଥିବା ଆଲୋକୀକରଣରେ ବ୍ୟାପକ ଘୋଟାଲା ହୋଇଛି। କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଶତାଧିକ ଗାଁରେ ଏହି ଯୋଜନାରେ ଲାଗିଥିବା ସୋଲାର ଲାଇଟ ଏବେ ଅଚଳ ଅବସ୍ଥାରେ ପଡି ରହିଛି। ନିମ୍ନମାନର ଉପକରଣ ଯୋଗୁ ଲାଇଟ ଲାଗିବାର କିଛି ମାସ ମଧ୍ୟରେ ସେ ଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଭବାନୀ ଶଙ୍କର ଦାସଙ୍କ ପରଲୋକ

କଟକ: ଦେଶର ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଭବାନୀ ଶଙ୍କର ଦାସ ଆଉ ନାହାନ୍ତି। ଶୁକ୍ରବାର ସକାଳ ୯ଟା ୫୦ ମିନିଟ୍‌ରେ କଟକର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ପର‌‌ଲୋକ ଘଟିଛି। ତାଙ୍କୁ ୮୬ବର୍ଷ ‌ହୋଇଥିଲା। କିଛି ବ‌ର୍ଷ ହେଲା ଫୁସ୍‌ଫୁସ ସଂକ୍ରମଣଜନିତ ରୋଗରେ ପୀଡ଼ିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନ କରି ଅଧିକ ପରିଶ୍ରମ କରନ୍ତୁ। ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।‌ ବୃଷ: ଶୀଘ୍ର ନୂଆ ଦାୟିତ୍ବ ପାଇବେ। ଆପଣଙ୍କ ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ…
ଅଧିକ ଖବର ଦେଖନ୍ତୁ...

ତାଇଓ୍ବାନ ବିବାଦ : ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରର ପରୀକ୍ଷଣକୁ ସ୍ଥଗିତ ରଖିଲା ଆମେରିକା

ଓ୍ବାସିଂଟନ : ତାଇଓ୍ବାନ ନିକଟରେ ଚୀନ ଚଳାଇଥିବା ବୃହତ ଯୁଦ୍ଧାଭ୍ୟାସ ଏ ଅଞ୍ଚଳରେ ସ୍ଥିତିକୁ ଏକ ଭୟଙ୍କର ସ୍ଥିତିକୁ ନେଇଯାଇଛି । ଉତ୍ତେଜନା ଏତେ ବଢିଯାଇଛି ଯେ ଏକ ଛୋଟିଆ ଭୁଲରୁ ବିଶ୍ବଯୁଦ୍ଧ ଲାଗିଯିବାର ଆଶଙ୍କା ଦେଖାଗଲାଣି । ଚୀନ ପକ୍ଷରୁ ଆମେରିକାକୁ ଲକ୍ଷ୍ୟ କରି ଏହି ସାମରିକ ଅଭ୍ୟାସ…
ଅଧିକ ଖବର ଦେଖନ୍ତୁ...