Daily Archives

August 6, 2022

ବାପାଙ୍କୁ ଫୁଲକୁଣ୍ଡରେ ପିଟି ହତ୍ୟାଘଟଣା: ଅଭିଯୁକ୍ତ ପୁଅ ଗିରଫ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ବାପାଙ୍କୁ ଫୁଲ କୁଣ୍ଡରେ ପିଟି ହତ୍ୟା କରିଥିବା ଘଟଣାରେ ଅଭିଯୁକ୍ତ ପୁଅ ଦିଲୀପ ଗିରି (୪୦)କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ କେ. ସମରିଆ ସୂଚନା ଦେଇଛନ୍ତି। ସେହିପରି ମୃତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଗୋଷ୍ଠୀ କ୍ରୀଡା: ୯ମ ଦିନରେ କୁସ୍ତିରେ ପୁଣି ୩ ସ୍ବର୍ଣ୍ଣ, ୧ କାଂସ୍ୟ

ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାର ୯ମ ଦିନ ଅର୍ଥାତ ଶନିବାର ଭାରତ କୁସ୍ତିରେ ଆଉ ଏକ ଚମତ୍କାରିତା ପ୍ରଦର୍ଶନ କରିଛି। ଭାରତ ପାଇଁ ପଦକ ବର୍ଷା ହୋଇଛି। କୁସ୍ତିରେ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ ପଦକ ହାସଲ କରିଛି। ମହିଳା ବର୍ଗରେ ରେସଲର ଭିନେଶ ଫୋଗାଟ ଓ ପୁରୁଷ ବର୍ଗରେ…
ଅଧିକ ଖବର ଦେଖନ୍ତୁ...

ଅଟୋରୁ ପଡ଼ି ଆହତ ଛାତ୍ରର ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ହଂସାମୁରା କଟପାଲି ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ରୋଶନ ବାରିକ (୧୧)ଙ୍କ ଗତ ଗୁରୁବାର ଦିନ ମୃତ୍ୟୁ ଘଟିଛି। ଜମେରା ପଞ୍ଚାୟତ ପୁଡ଼ାପାଲି ଗ୍ରାମର କୈଳାସ ବାରିକଙ୍କ ପୁଅ ରୋଶନ ଗତ ୩୦ ଦିନ ଅଟୋରେ ସ୍କୁଲ ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୫ଜି ସ୍ପେକ୍ଟ୍ରମ : ଅଗଷ୍ଟ ୧୬ ସୁଦ୍ଧା ଅର୍ଥ ପ୍ରଦାନ ପାଇଁ ୪ ଟେଲିକମ କମ୍ପାନିଙ୍କୁ ନୋଟିସ

ନୂଆଦିଲ୍ଲୀ : ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ଆସନ୍ତା ଅଗଷ୍ଟ ୧୦ ସୁଦ୍ଧା ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ଆସନ୍ତା ଅଗଷ୍ଟ ୧୬ ସୁଦ୍ଧା ଅର୍ଥ ପ୍ରଦାନ କରିବାକୁ ନିଲାମ ଜିତିଥିବା ୪ ଟେଲିକମ କମ୍ପାନିମାନଙ୍କୁ ଚିଠି ଲେଖିଛି ଟେଲିକମ ମନ୍ତ୍ରାଳୟ । ଗତ…
ଅଧିକ ଖବର ଦେଖନ୍ତୁ...

ଜେଡିୟୁରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହ

ପାଟନା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଖାସ କୁହାଯାଉଥିବା ଆରସିପି ସିଂ ଜେଡିୟୁରୁ ​​ଇସ୍ତଫା ଦେଇଛନ୍ତି। ନିକଟରେ ଜେଡିୟୁର କିଛି କାର୍ଯ୍ୟକର୍ତ୍ତା ଆରସିପି ସିଂଙ୍କର ଅନେକ ସ୍ଥାନରେ ସମ୍ପତ୍ତି ଥିବାର ଅଭିଯୋଗ ଆଣିଥିଲେ | ସେହିପରି ଦୁର୍ନୀତି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଅର୍ସଲାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ହ୍ରିତିକଙ୍କ ପୂର୍ବ ପତ୍ନୀ ସୁଜାନେ

ମୁମ୍ବାଇ: ଛାଡପତ୍ର ପରେ ମଧ୍ୟ ହ୍ରିତିକ ରୋଶନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୁଜାନେ ଖାନ ବନ୍ଧୁ ହୋଇ ରହିଛନ୍ତି। ଦୁହେଁ ନିଜ ପିଲାମାନଙ୍କ ପାଇଁ ପ୍ରାୟତଃ ଏକାଠି ସମୟ ବିତାଉଥିବାର ଦେଖାଯାଏ। ବିବାହ ବିଚ୍ଛେଦ ପରେ ହ୍ରିତିକ ରୋଶନ ଆଜିକାଲି ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସବା ଆଜାଦଙ୍କୁ ଡେଟ…
ଅଧିକ ଖବର ଦେଖନ୍ତୁ...

୫ କିଲୋର ବରଫ ଖଣ୍ଡ ପଡ଼ି କେନ୍ଦୁପତ୍ର ଗୋଦାମ ଗୃହର ଆଜବେଷ୍ଟସ ଭାଙ୍ଗିଲା

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା କେନ୍ଦୁପତ୍ର ଗୋଦାମ ଗୃହର ଆଜବେଷ୍ଟସ ଉପରେ ହଠାତ ଗୋଟିଏ ୫ କିଲୋ ଓଜନର ବରଫ ଖଣ୍ଡ ଆକାଶ ମାର୍ଗରୁ ଖସିଛି। ଗୋଦାମ ଗୃହର ଆଜବେଷ୍ଟସ ଭାଙ୍ଗି ଚୁରମାର ହୋଇଯାଇଛି । ସନ୍ଧ୍ୟା ୬ଟାରେ ହଠାତ ବର୍ଷା ହୋଇଥିଲା। ଏହାର ୫ ମିନିଟ ପରେ ବର୍ଷା ଛାଡିବାରୁ…
ଅଧିକ ଖବର ଦେଖନ୍ତୁ...

‘ହର ହର ଶମ୍ଭୁ’ ଗୀତର ଗାୟିକା ଅଭିଲିପ୍ସାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ‘ହର ହର ଶମ୍ଭୁ’ ଗୀତ ଗାଇ ଓଡ଼ିଆ ଗାୟିକା ଅଭିଲିପ୍ସା ପଣ୍ଡା ବହୁତ କମ୍‌ ଦିନରେ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ, ଅଭିଲିପ୍ସାଙ୍କ ଶ୍ରେୟ ଚୋରି କରିବା ପାଇଁ କିଛି କଳାକାର ଏବେ ଲାଗିପଡ଼ିଛନ୍ତି। କିଛି ଜାତୀୟ ଗଣମାଧ୍ୟମ ଏହି ଗୀତକୁ ଅନ୍ୟ ଜଣେ କଳାକାର ଲେଖିବା ସହିତ…
ଅଧିକ ଖବର ଦେଖନ୍ତୁ...

ଦିନ ଦ୍ବିପ୍ରହରରେ ଘରେ ପଶିଲେ ଦୁର୍ବୃତ୍ତ, ଲୁଟିନେଲେ ୩ ଭରି ସୁନା ସହ ୩୦ ହଜାର ଟଙ୍କା

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା ଲଖନା ଥାନା ସାଲେପଡ଼ାରେ ଦିନ ଦ୍ବିପ୍ରହରରେ ଏକ ଘରେ ପଶି ଦୁର୍ବୃତ୍ତମାନେ ୩ ଭରି ସୁନା ସହ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କିଛି ସୁରାକ୍ ପାଇନଥିବା…
ଅଧିକ ଖବର ଦେଖନ୍ତୁ...

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି, ଜବାବରେ ରକେଟ୍ ମାଡ଼ କଲା ପାଲେଷ୍ଟାଇନ

ଜେରୁଜେଲମ : ଗାଜା ସହର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ରହିଛି । ଶନିବାରର ଆକ୍ରମଣରେ ଅତିକମରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାଯାଇଛି । ଇସ୍ରାଏଲ ପକ୍ଷରୁ ଗାଜାର କେତେକ ସାଧାରଣ ଲୋକ ରହୁଥିବା ଇଲାକାରେ ବି ବୋମାମାଡ କରାଯାଇଛି । ସେହିପରି ଗାଜାରେ ଥିବା ଏକମାତ୍ର…
ଅଧିକ ଖବର ଦେଖନ୍ତୁ...