Daily Archives

August 6, 2022

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଦ୍ରବ୍ୟ ନଷ୍ଟ ବା ଚୋରି ହୋଇପାରେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ସନ୍ତାନ ସୁଖ ପାଇବେ। ଶନିବାର: ଆୟ ବଢ଼ିବ। ରବି ଓ ସୋମବାର: ଆର୍ଥିକ ସ୍ଥିତିରେ ସୁଧାର ହେବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ନୀତୀଶଙ୍କ ପରେ ମୋଦୀଙ୍କ ବୈଠକକୁ ଯିବାକୁ ମନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୭ରେ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି | ବୈଠକରେ ଯୋଗ ନଦେବା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିପଥ ଯୋଜନା ବିରୋଧରେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ ଯୋଜନା' ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ। ୟୁନାଇଟେଡ୍ ଫ୍ରଣ୍ଟ ଅଫ୍ ଏକ୍ସ ସର୍ଭିସେସ(ପୂର୍ବ ସୈନିକ ସଂଯୁକ୍ତ ମୋର୍ଚ୍ଚା) ଏବଂ ଅନେକ ଯୁବ ସଂଗଠନ ସହଯୋଗରେ ଏହି ଅଭିଯାନ ଆରମ୍ଭ ହେବ। ସ୍ୱରାଜ ଇଣ୍ଡିଆର ସଭାପତି…
ଅଧିକ ଖବର ଦେଖନ୍ତୁ...

କୋଲକାତା ମ୍ୟୁଜିୟମରେ ଅଘଟଣ : ଓଡ଼ିଆ ସିଆଇଏସଏଫ ଯବାନଙ୍କ ଗୁଳିମାଡ଼ରେ ଓଡ଼ିଆ ସବ-ଇନ୍ସପେକ୍ଟର ମୃତ

କୋଲକାତା: କୋଲକାତାର ଐତିହାସିକ ଇଣ୍ଡିଆନ ମ୍ୟୁଜିୟମରେ ଆଜି ଏକ ଅଘଟଣ ଘଟିଛି । ସେଠାରେ ସୁରକ୍ଷା ପାଇଁ ମୁତୟନ ଥିବା ଜଣେ ସିଆଇଏସଏଫ (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ) ଯବାନ ହଠାତ ଗୁଳି ଚଳାଇବାରୁ ଅନ୍ୟ ଜଣେ ଯବାନ ନିହତ ହେବା ସହ ଆଉ କିଛି ଲୋକ ଆହତ ହୋଇଛନ୍ତି । ତେବେ ଗୁଳି କରିଥିବା ଓ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ମୁମ୍ବାଇ-ଅହମଦାବାଦ ଅଭିମୁଖେ ପ୍ରଥମ ଉଡ଼ାଣ କରିବ ଆକାଶ ଏୟାରର ବିମାନ

ନୂଆଦିଲ୍ଲୀ: ଆକାଶ  ଏୟାର ପ୍ରଥମ ଥର ପାଇଁ ନିଜର ବିମାନ ଉଡ଼ାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହି କମ୍ପାନିର ପ୍ରଥମ ବିମାନର ମୁମ୍ବାଇ-ଅହମଦାବାଦ ଅଭିମୁଖେ ଯାତ୍ରା କରିବ। ବିମାନଟି ଆସନ୍ତାକାଲି ସକାଳ ୧୦ଟା ୫ରେ ଉଡ଼ାଣ କରିବ। ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କମ୍ପାନି ବିମାନ ନମ୍ବର…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୨୪ରେ ବିଜେପୁରରୁ ନିଖୋଜ ହୋଇଥିଲା ନାବାଳିକା, ସାଢ଼େ ୩ ମାସ ପରେ ଚେନ୍ନାଇରୁ ଉଦ୍ଧାର

ବରଗଡ଼: ଗତ ଏପ୍ରିଲ ୨୪ ତାରିଖରେ ବିଜେପୁର ଅଞ୍ଚଳରୁ ନିଖୋଜ ଦଶମ ଶ୍ରେଣୀ ଛାତ୍ରୀକୁ ପୁଲିସ ସାଢ଼େ ୩ ମାସ ପରେ ଚେନ୍ନାଇରୁ ଉଦ୍ଧାର କରିଛି। ଏଥି ସହିତ ପୁଲିସ ନାବାଳିକା ଅପହରଣକାରୀକୁ ଗିରଫ କରିଛି। ପୁଲିସ କହିଛି ଯେ, ବିଜେପୁର ଅଞ୍ଚଳର ନାବାଳିକାକୁ ଅପହରଣ  ଅଭିଯୋଗରେ ବରପାଲି ଥାନା…
ଅଧିକ ଖବର ଦେଖନ୍ତୁ...

ଉପହାର ନେଇ ‘ଡୋଲୋ ୬୫୦’ ଟାବଲେଟ୍ ଲେଖିଥିବା ଡାକ୍ତରଙ୍କ ତାଲିକା ମାଗିଲା ଏନଏମସି

ନୂଆଦିଲ୍ଲୀ:  ପାରାସିଟାମଲ୍ ବଟିକା ‘ଡୋଲୋ ୬୫୦’ ପ୍ରେସସ୍କ୍ରାଇବ୍ କରିଥିବା ଡାକ୍ତରଙ୍କ ତାଲିକା ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ଆୟକର ବିଭାଗକୁ ମାଗିଛି । ଏହି ବଟିକା ପ୍ରସ୍ତୁତ କରୁଥିବା ବେଙ୍ଗାଲୁରୁସ୍ଥିତ ମାଇକ୍ରୋ ଲ୍ୟାବରେ ଆୟକର ଚଢ଼ାଉ ପରେ ଜଣାପଡ଼ିଥିଲା କି କମ୍ପାନି…
ଅଧିକ ଖବର ଦେଖନ୍ତୁ...

ଚା’ ଦେବା ସମୟରେ ଯୁବତୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ, କୋର୍ଟରେ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ଅଗ୍ରାହ୍ୟ 

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅର୍ନ୍ତଗତ ଜୈନେକ ଯୁବତୀଙ୍କ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମହମ୍ମଦ ଫାରୁକ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଜଷ୍ଟିସ୍ ଦେବବ୍ରତ ଦାଶ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ସୂଚନା ମୁତାବକ, ଗତ ୨୦୧୮ମସିହାରେ…
ଅଧିକ ଖବର ଦେଖନ୍ତୁ...

ଛୁରୀରେ ନୁହେଁ ଖଣ୍ଡାରେ କାଟିଲେ କେକ: ‘ରାଜା’ର ଜନ୍ମଦିନକୁ ସ୍ମରଣୀୟ କରାଇଦେଲା ପୁଲିସ

ଅହମ୍ମଦାବାଦ: ଆଜିକାଲି ଏକ ବିଶେଷ ଢଙ୍ଗରେ ଜନ୍ମଦିନ ପାଳନ କରିବାକୁ ଯୁବପିଢିଙ୍କ ମଧ୍ୟରେ ଏକ କ୍ରେଜ୍ ଦେଖିବାକୁ ମିଳୁଛି | ବିଶେଷ କରି ଯୁବପିଢ଼ି ନିଜ ଜନ୍ମଦିନକୁ ଏପରି ଭାବରେ ପାଳନ କରିବାକୁ ଚାହାଁନ୍ତି ଯେ ଯେମିତି ଏହା ସ୍ମରଣୀୟ ହୋଇ ରହିବ | ତେବେ ଅନେକ ଥର ଯୁବପିଢ଼ି ଏମିତି କିଛି ଭୁଲ…
ଅଧିକ ଖବର ଦେଖନ୍ତୁ...

କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେଲେ ସଲମାନଙ୍କ ବିରୋଧରେ କୃଷ୍ଣସାର ମୃଗ ମାମଲା ଲଢ଼ୁଥିବା ଓକିଲ

ନୂଆଦିଲ୍ଲୀ: କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେଲେ ସଲମାନଙ୍କ ବିରୋଧରେ କୃଷ୍ଣସାର ମୃଗ ମାମଲା ଲଢ଼ୁଥିବା ଓକିଲ। ରାଜସ୍ଥାନର ଯୋଧପୁରରେ ଏହି ଘଟଣା ଘଟିଥିବା ବେଳେ ଡ୍ୟୁଟିରେ ଥିବା ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିଜ ଜୀବନ ବଞ୍ଚାଇବା ପାଇଁ କନଷ୍ଟେବଳଜଣକ ଡିଭାଇଡର…
ଅଧିକ ଖବର ଦେଖନ୍ତୁ...