Daily Archives

August 6, 2022

ଟାଟା-ଇତୱାରି ଟ୍ରେନ୍‌କୁ ଏକ୍ସପ୍ରେସ୍ ଟ୍ରେନ୍ ଘୋଷଣା କରିବାକୁ ବିରୋଧ

ବ୍ରଜରାଜନଗର: ଟାଟାନଗରରୁ ଇତୱାରୀ ପର୍ଯ୍ୟନ୍ତ ଚାଲୁଥିବା ଟାଟା -ଇତୱାରୀ ଯାତ୍ରୀବାହୀ ଟ୍ରେନ୍‌କୁ ଏକ୍ସପ୍ରେସ ଟ୍ରେନ ଭାବେ ଘୋଷଣା କ‌ରାଯିବାକୁ ଲୋକେ ବିରୋଧ କରିଛନ୍ତି। ଏହି ଟ୍ରେନ୍‌ଟି ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ସୁବିଧାଜନକ ଟ୍ରେନ୍ ଥିଲା। କରୋନା ସମୟରେ ଏହି ଟ୍ରେନ୍‌ଟିକୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ଜଗଦୀପ ଧନଖଡ଼ ଭାରତର ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ହୋଇଥିବାବେଳେ ସଂଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା । ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଐତିହାସିକ ବିଜୟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ନୂଆଦିଲ୍ଲୀ: ବ୍ରିଟେନର ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ, ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଏହି ବିଭାଗରେ ପ୍ରଥମ ପଦକ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ଦିବସ ପାଇଁ ବିଏସଏନଏଲର ବିଶେଷ ଅଫର; ୭୫ ଜିବି ଡାଟା ମାଗଣା !

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ସ୍ୱାଧୀନତା ଦିବସରେ ଅନେକ ନୂଆ ପ୍ରମୋସନାଲ୍ ଅଫର୍ ଲଞ୍ଚ କରିଛି । ଏହା ଉପଭୋକ୍ତାମାନଙ୍କ ଲାଗି ଖୁସି ଖବର ଆଣିଛି । ବିଏସଏନଏଲର ଏହି ଅଫରଗୁଡିକ  ଗ୍ରାହକଙ୍କ ଲାଗି ଉଭୟ ଡାଟା ଓ ଟକ୍ ଟାଇମ୍  କ୍ଷେତ୍ରରେ ଲାଭଦାୟକ ଦେବ । ଆସନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ହର ଘର ତିରଙ୍ଗା ଅଭିଯାନ : ଆସନ୍ତା ୧୫ ତାରିଖ ଯାଏଁ ଛୁଟିଦିନ ସହିତ ସବୁଦିନ ଖୋଲା ରହିବ ଡାକଘର

ଭୁବନେଶ୍ବର: ସ୍ୱାଧୀନତା ଦିବସ ୨୦୨୨ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନ ସହିତ ସବୁଦିନ ଦେଶର ସବୁ ଡାକଘର ଖୋଲା ରହିବ । ହର ଘର ତିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକଘର ଖୋଲା ରଖିବା ଲାଗି…
ଅଧିକ ଖବର ଦେଖନ୍ତୁ...

ବାପା..ମତେ କ୍ଷମା କରିଦିଅ, ମୁଁ ଆଉ ସହିପାରୁନି ! ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଆମେରିକାରେ ଜୀବନ ହାରିଲେ…

ଲଖନଉ: ଉତ୍ତରପ୍ରଦେଶର ବିଜନୋର ବାସିନ୍ଦା ଜଣେ ଶିଖ ମହିଳା ଆମେରିକାରେ ଆତ୍ମହତ୍ୟା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ମୃତ୍ୟୁର କାରଣ ପଛରେ ଘରୋଇ ହିଂସା ବୋଲି କୁହାଯାଉଛି। ଅନ୍ୟପଟେ ସେଠାରେ ଥିବା ଶିଖ ସମ୍ପ୍ରଦାୟର ଲୋକମାନେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିରୋଧ ପ୍ରଦର୍ଶନ ସମୟରେ ନିଜେ କର୍ମୀଙ୍କ ସାର୍ଟ ଫାଡି ପୁଲିସ ଉପରେ ଦୋଷ ଲଦୁଛନ୍ତି ରାହୁଲ: ବିଜେପି

ନୂଆଦିଲ୍ଲୀ: ଶୁକ୍ରବାର ଦିନ କଳା ପୋଷାକ ପିନ୍ଧି କଂଗ୍ରେସ ରାଜଧାନୀରେ ମୁଦ୍ରାସ୍ଫୀତି, ବେରୋଜଗାରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା। ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରୁ ଏହି ବିରୋଧ ଆରମ୍ଭ ହୋଇଥିଲା, ଯାହାର ନେତୃତ୍ୱ ନେଇଥିଲେ କଂଗ୍ରେସ ନେତା…
ଅଧିକ ଖବର ଦେଖନ୍ତୁ...

ବାଣପୁର ମିଶନଶକ୍ତି ମହାସଂଘରେ ଅନିୟମିତତା ଅଭିଯୋଗ

ଖୋର୍ଦ୍ଧା: ତୃଣମୂଳସ୍ତରରେ ମହିଳାଙ୍କ ଆର୍ଥିକ ଓ ସାମାଜିକ ବିକାଶ ନିମନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଗାଁଗଣ୍ଡାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ନେଇ ବ୍ଲକସ୍ତରରେ ଏକ ମହାସଂଘ ଗଠନ କରାଯାଇଛି। ବ୍ଲକର…
ଅଧିକ ଖବର ଦେଖନ୍ତୁ...

ଓଡିଶା ଆଦିବାସୀ ଉପଦେଷ୍ଟା ପରିଷଦର ସଦସ୍ୟା ହେଲେ ଜୟନ୍ତୀ ବୁରୁଦା

ମାଲକାନଗିରି: ଓଡ଼ିଶା ଆଦିବାସୀ ଉପଦେଷ୍ଟା ପରିଷଦର ସଦସ୍ୟା ହୋଇ ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଲେ ସ୍ବେଚ୍ଛାସେବୀ ଜୟନ୍ତୀ ବୁରୁଦା। ଭାରତ ସମ୍ବିଧାନର ପଞ୍ଚମ ଅନୁସୂଚୀର ଧାରା ୨୪୪ (୧), ୪ର୍ଥ ଅନୁଚ୍ଛେଦର ନିୟମାବଳୀ ଅନୁଯାୟୀ, ଅନୁସୂଚିତ ଅଞ୍ଚଳ ଥିବା ପ୍ରତ୍ୟେକ ରାଜ୍ୟରେ ଆଦିବାସୀ…
ଅଧିକ ଖବର ଦେଖନ୍ତୁ...