ଅଟୋ ରିକ୍ସାରୁ ୭୦ କିଲୋ ଗଂଜେଇ ଜବତ, ୨ଗିରଫ
ଜୟପୁର: ଜୟପୁର ସଦରଥାନା ପୁଲିସ ଆଜି ବାଲିଆ ବ୍ରିଜ୍ ନିକଟରେ ଗୋଟିଏ ଅଟୋ ରିକ୍ସାରୁ ୭୦କିଲୋ ଗଂଜେଇ ଜବତ କରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡିଙ୍କୁ ବିଶ୍ବସ୍ତସୂତ୍ରରୁ ସୂଚନା ମିଳିବା ପରେ ବାଲିଆ ବ୍ରିଜ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...