Daily Archives

August 7, 2022

ବର୍ଷାରେ ଧୋଇଗଲା ପୋଲ; ୩ ଗ୍ରାମ ପ୍ରଭାବିତ, ଯୋଗାଯୋଗ ବିଚ୍ଛିନ୍ନ

ମୈଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତରା ପଞ୍ଚାୟତର ବାଣୁଆଗୁଡା ଓ ଚଚରାଗୁଡା ଗ୍ରାମକୁ ସଂଯୋଗ କରୁଥିବା ଏକ ପୋଲ ଆଜି ଅପରାହ୍ନ ୨ଟା ବେଳେ ସମ୍ପୂର୍ଣ ଭାବେ ଧୋଇ ହୋଇଯାଇଛି। ଫଳରେ ୩ଟି ଗ୍ରାମର ୫୦୦ରୁ ଉର୍ଦ୍ଧ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନା ଅନୁସାରେ, ଗାଦବା କତରା…
ଅଧିକ ଖବର ଦେଖନ୍ତୁ...

କମନୱେଲଥ ଗେମ୍ସରେ ଭାରତର ବଢୁଛି ସ୍ୱର୍ଣ୍ଣ ପଦକ ସଂଖ୍ୟା

ବର୍ମିଂହାମ: ଚଳିତ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ନିକହତ ଜରିନ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି | ମହିଳା ବକ୍ସିଂର ହାଲୁକା ଫ୍ଲାଏ ବର୍ଗ ଫାଇନାଲରେ ସେ ଉତ୍ତର ଆୟର୍ଲାଣ୍ଡର କାର୍ଲୀ ମ୍ୟାକନାଉଲଙ୍କୁ ୫-୦ ରେ ପରାସ୍ତ କରିଛନ୍ତି | କମନୱେଲଥ ଗେମ୍ସରେ ଟିମ୍ ଇଣ୍ଡିଆର ଏହା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସବୁ ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି । ନୀତି ଆୟୋଗ ପରିଚାଳନା ପରିଷଦ (ଜିସି)ର ସପ୍ତମ ବୈଠକକୁ ସମ୍ବୋଧିତ କରି…
ଅଧିକ ଖବର ଦେଖନ୍ତୁ...

ଡ୍ରେସ ମେଟେରିଆଲ ଦୋକାନ ଭିତରେ ୫ଘଣ୍ଟା ରହିଲା ଚୋର

ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ୟ ରାସ୍ତା ଷ୍ଟେସନ ଛକ ନିକଟରେ ଥିବା ଏକ ଡ୍ରେସ ମେଟେରିଆଲ ଦୋକାନ ଭିତରେ ପଶି ଜଣେ ଚୋର ରାତିରେ ଦୀର୍ଘ ୫ ଘଣ୍ଟା ଧରି ରହି ଟଙ୍କା ଓ କପଡ଼ା ଚୋରି କରି ନେଇଥିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଛି। ମୁଖ୍ୟରାସ୍ତାରେ ଥିବା କ୍ବାଲିଟି ଫ୍ୟାସନ ଦୋକାନର ମାଲିକ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ପ୍ରବେଶ କରିଥିବା ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜକୁ ସୀମା ବାହାରକୁ ପଠାଇଲା ଡର୍ନିୟର ବିମାନ

ନୂଆଦିଲ୍ଲୀ: ଭାରତ ଜଳସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜକୁ ସୀମା ବାହାରକୁ ପଠାଇଲା ଭାରତ। ଗୁଜୁରାଟ ଉପକୂଳରେ ସାମୁଦ୍ରିକ ସୀମା ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜ। କିନ୍ତୁ ଭାରତୀୟ ତଟରକ୍ଷୀ…
ଅଧିକ ଖବର ଦେଖନ୍ତୁ...

ତୁଳସୀପଦରକୁ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍; ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ ଫିଙ୍ଗି ପଳାଇଲେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର। ଝାଡାବାନ୍ତିରେ ଅକ୍ରାନ୍ତ ତୁଳସୀପଦର ଗାଁକୁ ପହଞ୍ଚିପାରିଲେନି ସ୍ବାସ୍ଥ୍ୟ ବିଭାଗ ଟିମ୍। ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀଙ୍କୁ ଡାକି ସଚେତନତା…
ଅଧିକ ଖବର ଦେଖନ୍ତୁ...

ତାଇୱାନକୁ ଚାରିପଟୁ ଘେରିଲା ଚୀନ୍; କ୍ଷେପଣାସ୍ତ୍ର, ଯୁଦ୍ଧ ଜାହାଜ ପରେ ସାମରିକ ଡ୍ରିଲରେ ସାମିଲ କଲା ଡ୍ରୋନ୍ସ

ନୂଆଦିଲ୍ଲୀ: ତାଇୱାନକୁ ଘେରିଲା ଚୀନ୍। ନିଜର ସାମରିକ ଡ୍ରିଲ୍ ସମୟରେ ଚୀନ୍ ତାଇୱାନକୁ ଘେରିଥିବା ଜଣାପଡ଼ିଛି। କ୍ଷେପଣାସ୍ତ୍ର, ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ ପରେ ବର୍ତ୍ତମାନ ଯୁଦ୍ଧାଭ୍ୟାସରେ ଡ୍ରୋନକୁ ସାମିଲ କରିଛି ଚୀନ୍। ଏହି ଡ୍ରୋନଗୁଡିକ ଜାପାନ ନିକଟରୁ ଉଡି ତାଇୱାନ ଆଡକୁ ଆସିଥିବା…
ଅଧିକ ଖବର ଦେଖନ୍ତୁ...

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ, ଦିବ୍ୟାଙ୍ଗ ହୋଇ ମଧ୍ୟ ଗୋଡ଼ରେ ଲେଖୁଛନ୍ତି ଯଶୋଦା

ବୋରିଗୁମ୍ମା: କଥାରେ ଅଛି ମନରେ ଦୃଢ଼ ଇଛାଶକ୍ତି ଥିଲେ ପଙ୍ଗୁ ବି ଭରା ନଈ ପାର ହୋଇଯାଏ। ଏହାକୁ ସତ କରି ଦେଖାଇଛନ୍ତି ନବମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ରୀ ଯଶୋଦା। ଦୁଇ ହାତର ପାପୁଲିରେ କୌଣସି କାମ କରିପାରୁ ନାହାନ୍ତି କି ନିଜେ ନିଜ ଗୋଡ଼ରେ ଠିଆହୋଇ ପାରୁନାହାନ୍ତି। ତଥାପି ମନରେ ରହିଛି ଅନେକ…
ଅଧିକ ଖବର ଦେଖନ୍ତୁ...

ଖାଲି କ୍ଷୀର ପ୍ୟାକେଟ ଦିଅନ୍ତୁ, ପେଟ୍ରୋଲରେ ୧ଟଙ୍କା ରିହାତି ପାଆନ୍ତୁ

ଜୟପୁର: ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ରାଜସ୍ଥାନର ଭିଲୱାରାର ଏକ ପେଟ୍ରୋଲ ପମ୍ପ ମାଲିକ ନୂତନ ପନ୍ଥା ଆପଣାଇଛନ୍ତି | ସେ ଏକ ଲିଟର ପେଟ୍ରୋଲରେ ଏକ ଟଙ୍କା ଓ ଡିଜେଲରେ ଡିଜେଲରେ ୫୦ ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରିହାତି ମାଗଣାରେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା: ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩୭୨.୬ ମିମି ବର୍ଷା ରେକର୍ଡ

କୋରାପୁଟ: ବର୍ଷିଲା ଯେ ଛାଡିବା ନାଁ ଧରିଲାନି। ୧୨ ଘଣ୍ଟା ଧରି କୋରାପୁଟ ଜିଲ୍ଲାରେ ଅବିରତ ବର୍ଷା। ଗତକାଲି ରାତିରୁ ଆଜି ସକାଳ ୮ଟାଏ ଯାଏ ଜିଲ୍ଲାରେ ୪୮୬.୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩୭୨.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...