Daily Archives

August 8, 2022

ରାଉରକେଲାରେ ଯୁଗ୍ମ ଜନଶୁଣାଣି: ଦାଖଲ ହେଲା ୩୮ ଅଭିଯୋଗ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡଃ. ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆର୍‌ଏମ୍‌ସି କମିସନର ଡଃ. ଶୁଭଙ୍କର…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାରେ ଲଘୁଚାପ, ପ୍ରବଳ ବର୍ଷା

କୋରାପୁଟ: ଗତ ଦୁଇଦିନ ହେବ କୋରାପୁଟ ଜିଲ୍ଲାରେ ବର୍ଷା ଛାଡିବା ନାଁ ଧରୁନି। ୧୨ ଘଣ୍ଟା ଧରି କୋରାପୁଟ ଜିଲ୍ଲାରେ ଅବିରତ ବର୍ଷା ଲାଗିଥିବାବେଳେ ପଟାଙ୍ଗୀରେ ୧୯୪.୦ ମିମି ଓ କୋଟପାଡରେ ୧୯୪.୦ ମିମି ବର୍ଷା ହୋଇଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଆଜି ସକାଳୁ ସନ୍ଧ୍ୟା ୫ଟା…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ପିଏନ୍ କଲେଜ୍‌ରେ ପାସ୍‌ ହାର ୯୧.୯୫%

ଖୋର୍ଦ୍ଧା: ଆଜି ରାଜ୍ୟ ଉଚ୍ଚମାଧ୍ୟମିକ କାଉନ୍ସିଲର ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ ଉତ୍ତୀର୍ଣ୍ଣ ହାର ୮୭.୮ ପ୍ରତିଶତ ଥିବା ବେଳେ ଖୋର୍ଦ୍ଧା ସହର ଓ ଉପକଣ୍ଠରେ ଥିବା ତିନିଟି ମହାବିଦ୍ୟାଳୟ- ପ୍ରାଣନାଥ, ମହିଳା ଓ ହଳଦିଆ ମହାବିଦ୍ୟାଳୟର ଉତ୍ତୀର୍ଣ୍ଣ ହାର…
ଅଧିକ ଖବର ଦେଖନ୍ତୁ...

୧୯୫୦ରେ ୩ ହଜାର ଗାଁରେ ଥିଲା ବିଦ୍ୟୁତ, ଏବେ ଏତିକି ଗାଁରେ ଜଳୁଛି ବିଜୁଳି ବତୀ !

ନୂଆଦିଲ୍ଲୀ: ୭୫ ବର୍ଷର ସ୍ୱାଧୀନତା ପୂରା ହେବା ଉଦ୍ଦେଶ୍ୟରେ ଦେଶ 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରୁଛି। ତେବେ ସ୍ୱାଧୀନତା ପରଠାରୁ ଭାରତରେ ବିଦ୍ୟୁତ୍ ଯୋଗାଣ ବିଷୟରେ ଯଦି କହିବା, ତେବେ ଆଜି ଦେଶର ପ୍ରତ୍ୟେକ ଘରେ ବିଦ୍ୟୁତ୍ ପହଞ୍ଚିଛି | ନିକଟରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଆଉ ଏକ ଭାରତ ଛାଡ଼ ଆନ୍ଦୋଳନର ସମୟ ଆସିଛି : ରାହୁଲ

ନୂଆଦିଲ୍ଲୀ : ଦେଶରେ ଆଉ ଏକ ଭାରତ ଛାଡ଼ ଆନ୍ଦୋଳନ କରିବାର ସମୟ ଆସିଲାଣି । ଏହି ଏକଛତ୍ରବାଦ ସରକାର ବିରୋଧରେ ଓ ଦେଶକୁ ବଞ୍ଚାଇବାକୁ ଆଉ ଏକ ‘କର ବା ମର’ ଆନ୍ଦୋଳନ କରିବାକୁ ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ସୋମବାର ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତି ଉପଲକ୍ଷେ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବରରେ ବିବାହ କରିବେ ରିଚା-ଅଲି! ଭୋଜିରେ ଯୋଗ ଦେବେ ୪୦୦ଅତିଥି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ବିବାହ ପରେ ଏବେ ଆଉ ଜଣେ କଳାକାର ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତ୍ରୀ ରିଚା ଚଢ଼ା ଓ ଅଭିନେତା ଅଲ୍ଲୀ ଫଜଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଖୁବ ଶୀଘ୍ର…
ଅଧିକ ଖବର ଦେଖନ୍ତୁ...

କୋଷାଗୁମୁଡା ବ୍ଲକର ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତି; ଅସ୍ଥାୟୀ କ୍ୟାମ୍ପରେ ଫସିରହିଥିବା ୧୨ ଶ୍ରମିକଙ୍କୁ ଉଦ୍ଧାର

ନବରଙ୍ଗପୁର/କୋଷାଗୁମୁଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ ଗତକାଲି ପାପଡାହାଣ୍ଡିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି କୋଷାଗୁମୁଡା ବ୍ଲକର ତଳୁଆ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଆଜି ହଳଦିଆ ଜୋନ୍‌ରେ ନବରଙ୍ଗପୁର ଜିଲ୍ଲା ରହିଥିବା ବେଳେ ଆସନ୍ତାକାଲି ନାରଙ୍ଗି…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ପଶ୍ଚିମ ଓଡ଼ିଶାରେ ବରଗଡ଼ ଜିଲ୍ଲାରେ ୮୬.୭୪% ପିଲା ପାସ୍‌

ସମ୍ବଲପୁର, ୮।୮ (ଇମିସ): ଯୁକ୍ତ ୨ କାଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ସାରା ରାଜ୍ୟରେ ଚଳିତବର୍ଷ କଳାରେ ପାସ୍‌ହାର ୮୨.୧୦ ରହିଛି। ପଶ୍ଚିମ ଓଡ଼ିଶାରେ ଯୁକ୍ତ ୨ କଳାରେ ବରଗଡ଼ ଜିଲ୍ଲାର ପାସ୍‌ ହାର ସର୍ବାଧିକ ୮୬.୮୪% ରହିଥିବା ବେଳେ ୭୬.୫୭% ସହ କଳାହାଣ୍ଡି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଠାରୁ ୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ କେଶାପାଲି ପଞ୍ଚାୟତର ଗିଦମାଲ ଗ୍ରାମରେ ଥିବା ୪ଟି ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କଠାରୁ ୧୯ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ସୋମବାର ଠକେଇ ଶିକାର ହୋଇଥିବା ଗିଦମାଲ ଗ୍ରାମର ମହିଳାମାନଙ୍କ ବୈଠକ ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ‘କର ବା ମର’ ଆନ୍ଦୋଳନ କରିବାକୁ ପଡିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି 'ଭାରତ ଛାଡ ଆନ୍ଦୋଳନ'ର ବାର୍ଷିକୀ ଅବସରରେ କହିଛନ୍ତି ଯେ ବର୍ତ୍ତମାନର' ଏକଛତ୍ରବାଦୀ ସରକାର 'ବିରୁଦ୍ଧରେ ତଥା ଦେଶର ସୁରକ୍ଷା ପାଇଁ ଆଉ ଏକ 'କର ବା ମର ' ଆନ୍ଦୋଳନର ଆବଶ୍ୟକ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...