ପ୍ରବଳ ବର୍ଷାରେ ଦୁଇଦିନରେ ଭାଙ୍ଗିଲା ୧୪ ଘର
ଜୟପୁର: ଗତକାଲି ପରି ଆଜି ବି ଜୟପୁର ଉପଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଜୟପୁର ଉପଖଣ୍ଡର ୫ଟି ବ୍ଲକରେ ୩୧୦.୭୨ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଆଜି ଅପରାହ୍ନରୁ ବର୍ଷାର ହାର କମି କମି ଆସିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ବେଦବର ପ୍ରଧାନ। କୋଟପାଡ଼ ବ୍ଲକରେ ଗତ କାଲି ୧୯୪ମିମି ବର୍ଷା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...