Daily Archives

August 10, 2022

ସବୁ ଜିଲ୍ଲା ହସ୍ପିଟାଲରେ ମାଗଣାରେ ଡାଏଲିସିସ କରିପାରିବେ ରୋଗୀ: ଘୋଷଣା କଲେ ଯୋଗୀ

ଲଖନଉ: ଉତ୍ତରପ୍ରଦେଶବାସୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଉପହାର ଦେଇଛନ୍ତି | ଜରୁରୀକାଳୀନ ପରିସ୍ଥିତିରେ ୪୮ ଘଣ୍ଟା ମାଗଣା ଚିକିତ୍ସା ପରେ, ଆଜି ଯୋଗୀ ସରକାର ମାଗଣାରେ ଡାଏଲିସିସ୍ ସୁବିଧା ଯୋଗାଇବାକୁ ଯାଉଛନ୍ତି। ଆଜି ଯୋଗୀ ଏବାବଦରେ ଘୋଷଣା କରି କହିଛନ୍ତି ଯେ କିଡନୀ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାର କୋପରେ ଭାଙ୍ଗିଲା ୨୦ରୁ ଊର୍ଦ୍ଧ୍ବ ଘର

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଦୁଇଦିନ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଫଳରେ ଲୋକମାନେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ଜନଜୀବନ ଏକ ପ୍ରକାର ପ୍ରଭାବିତ ହୋଇଛି। ତେବେ ଏହି ଲଗାଣ ବର୍ଷା  ଗରିବ ଲୋକଙ୍କ ପାଇଁ ଅଭିଶପ୍ତ ପାଲଟିଛି। ବର୍ଷାରେ ବଡ଼କନ୍ତକୁଳ ପଞ୍ଚାୟତର ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦାବି

ବରଗଡ଼: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଜାତୀୟ ମହୋତ୍ସବ ଘୋଷଣା କରିବା ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟେଶ୍ୟରେ ଦାବିପତ୍ର ପ୍ରଦାନ କରିଛି। ବରଗଡ଼ ଧନୁଯାତ୍ରା ମହୋତ୍ସବ ୭୫ ବର୍ଷରେ ପଦାର୍ପଣ…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଜମିଥିବା କାଦୁଅ ପାଣିରେ ଗାଧୋଇ ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଲେ ଏହି ଯୁବକ

ମାଲାପୁରମ: ନିଜ ସମସ୍ୟା ବିଷୟରେ ପ୍ରତିବାଦ ଜଣାଇବାକୁ ଲୋକମାନେ ବିଭିନ୍ନ ପଦ୍ଧତି ଆପଣାନ୍ତି | ଆପଣ ଅନେକ ସମୟରେ ଦେଖିଥିବେ ଖରାପ ରାସ୍ତା ପାଇଁ ପ୍ରତିବାଦ ଜଣାଇବାକୁ ଗ୍ରାମବାସୀମାନେ କାଦୁଅ ରାସ୍ତାରେ ଧାନ ତଳି ଲଗାଇଥାନ୍ତି | ସେହିପରି ଅନେକ ସ୍ଥାନରେ ରାସ୍ତାରେ ଟାୟାର ଜାଳି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ସିଂଗାପୁର ପରେ କେଉଁ ଦେଶକୁ ଯିବେ ଗୋଟାବାୟା ?

ସିଂଗାପୁର : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ସାମୟିକ ସମୟ ପାଇଁ ରହିବାକୁ ଅନୁମତି ଦେଇଛି ଥାଇଲାଣ୍ଡ । ଖୋଦ ଶ୍ରୀଲଙ୍କା ସରକାରଙ୍କ ଅନୁରୋଧକ୍ରମେ ଥାଇଲାଣ୍ଡ ସରକାର ଏହି ଅନୁମତି ଦେଇଛନ୍ତି । ଗତ ମାସଠାରୁ ସିଂଗାପୁରରେ ରହୁଥିବା ଗୋଟାବାୟାଙ୍କ ରହଣି ମିଆଦ…
ଅଧିକ ଖବର ଦେଖନ୍ତୁ...

ନୀତୀଶ ମୁଖ୍ୟମନ୍ତ୍ରୀ ହେଲେ ବି ତେଜସ୍ୱୀଙ୍କର ରହିବ ଦବଦବା: ଜେଡିୟୁରୁ ୧୩, ଆରଜେଡିରୁ ହୋଇପାରନ୍ତି ୧୬ ଜଣ ମନ୍ତ୍ରୀ

ପାଟନା: ମଙ୍ଗଳବାର ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର। ବିଜେପି ହାତ ଛାଡ଼ି ଏବେ ପୁରୁଣା ସାଥୀ ଆରଜେଡି ହାତ ଧରିଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ। ତେବେ…
ଅଧିକ ଖବର ଦେଖନ୍ତୁ...

୧୩ରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜିଲ୍ଲା ବିଜେପିର ବ୍ୟାପକ ପ୍ରସ୍ତୁତି

ରାଉରକେଲା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ରେ ରାଉରକେଲା ଗସ୍ତରେ ଆସୁଛନ୍ତି। ସେହି ଦିନ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍ଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ ବିଜେପି ପାର୍ଟି ଅଫିସ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ବଢୁଛି ଚାହିଦା ମିଠା ମକାର; ସନ୍ଧ୍ୟା ହେଲେ ଜମୁଛି ଆସର

କୋରାପୁଟ: ଆଜିର ଯୁବପିଢି ଆମେରିକାର ମକା, ପପ୍‌କର୍ଣ୍ଣ ଆଦି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି ହେଲେ ଏହାର ବିକଳ୍ପ ଭାବେ ସିଝା ମକାର ସୁପରଫୁଡ ମିଠା ମକ‌ା ଖାଇବା ବେଶ ଫଳପ୍ରଦ। ମିଠା ମକା ଚାଷ ପାଇଁ କୋରାପୁଟ ଜିଲ୍ଲା ପ୍ରସିଦ୍ଧ। କୋରାପୁଟ ଜିଲ୍ଲାର କୋରାପୁଟ, ଲକ୍ଷ୍ମୀପୁର, ସେମିଳିଗୁଡା…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ଶୁଣିଲାନି; ଯୁବ ସଂଘ ମରାମତି କଲେ ରାସ୍ତା

କଲେଇପୋଷ: ବହୁ ଚର୍ଚ୍ଚିତ ଚୋରଧରା କୁରାଢି ନାଳ ପୋଲ ଉପରେ ଆଣ୍ଠୁଏ ଲେଖାଏଁ ଗର୍ତ୍ତ। ଗର୍ତ୍ତରେ ପାଣି ଭରି ରହୁଥିବାରୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସ୍ଥାନୀୟ ଲୋକେ ପଞ୍ଚାୟତକୁ ଅନେକ ଥର ଅଭିଯୋଗ କରି ଆସୁଥିଲେ। ମାତ୍ର ପଞ୍ଚାୟତ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଘର ସହ ଜଳିଗଲା ୨ ମାସର ଶିଶୁକନ୍ୟା

କପ୍ତିପଦା: କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ସରଡ଼ିହା ପଞ୍ଚାୟତ ଭଣ୍ଡାର ଗ୍ରାମରେ ଚୁଲିନିଆଁରୁ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ଘର ଜଳି ଯାଇଥିବା ବେଳେ ଘରେ ଶୋଇଥିବା ୨ ମାସର ଶିଶୁକନ୍ୟା ମଧ୍ୟ ଜୀବନ ଦଗ୍ଧ ହୋଇଯାଇଛି। ଏହି ଗ୍ରାମର ଚୈତନ୍ୟ ମହାକୁଡ଼ ଓ ସବିତା ମହାକୁଡ଼ଙ୍କ ଝିଅ ଶିବାନୀ ଚୁଲି…
ଅଧିକ ଖବର ଦେଖନ୍ତୁ...