Daily Archives

August 10, 2022

ଗୌତମ ଆଦାନୀଙ୍କୁ ଜେଡ ବର୍ଗର ସୁରକ୍ଷା ଯୋଗାଇଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଆଇବିର ଗୁପ୍ତଚର ଇନପୁଟ ଆଧାରରେ ଏହି ସୁରକ୍ଷା ଆଦାନୀଙ୍କୁ ଦିଆଯାଇଛି। ତେବେ ଗୌତମ ଆଦାନୀ ନିଜେ ତାଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବେ। ଜେଡ…
ଅଧିକ ଖବର ଦେଖନ୍ତୁ...

ଲାବ୍ ରିପୋର୍ଟରେ ତ୍ରୁଟି ଯୋଗୁଁ ଭାରତୀୟ ଜେଲରେ ୧୮ ମାସ ରହିଲେ ନାଇଜେରିଆ ଯୁବକ

ମୁମ୍ବାଇ : ଲାବରେଟୋରି ରିପୋର୍ଟରେ ଗୋଟିଏ ଛୋଟିଆ ତ୍ରୁଟି ଯୋଗୁଁ ଜଣେ ନାଇଜେରିଆ ନାଗରିକଙ୍କୁ ଭାରତୀୟ ଜେଲରେ ୧୮ ମାସ କଟାଇବାକୁ ପଡ଼ିଲା । ଏପରି ଘଟଣା ଘଟିଛି ମହାରାଷ୍ଟ୍ରରେ । ୨୭ ବର୍ଷୀୟ ନାଇଜେରୀୟ ଯୁବକଙ୍କୁ ଗତ ୨୦୨୦ ଅକ୍ଟୋବର ମାସ ୨୩ ତାରିଖରେ ମହାରାଷ୍ଚ୍ର ପୁଲିସର ଏଟିଏସ ଗିରଫ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ବଡ଼ ଭାଇଙ୍କର ସାହାଯ୍ୟ ପାଇବେ। ବୃଷ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଘର ଓ ଅଫିସ ପରିବେଶ ଆପଣଙ୍କ ଲାଗି ସନ୍ତୋଷଜନକ ରହିବ। କାମ…
ଅଧିକ ଖବର ଦେଖନ୍ତୁ...

ବଏକଟ ଟ୍ରେଣ୍ଡ ପାଇଁ ଚିନ୍ତାରେ ୪୮ଘଣ୍ଟା ହେଲାଣି ଶୋଇପାରି ନାହାନ୍ତି ଆମୀର, କହିଲେ…

ମୁମ୍ବାଇ: ଆସନ୍ତାକାଲି ରିଲିଜ୍ ହେବ ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ଟ କୁହାଯାଉଥିବା ଅଭିନେତା ଆମୀର ଖାନଙ୍କ ଫିଲ୍ମ 'ଲାଲ୍‌ ସିଂହ ଚଢ଼ା'। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ କରୀନା କପୁର ଖାନ୍। ସବୁଥର ଆମୀରଙ୍କ ଫିଲ୍ମକୁ ଦର୍ଶକ ଦେଖିବା ପାଇଁ ଅନାଇ ବସିଥିବା ବେଳେ ଏଥର କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ବିଦା ହେଲେ ଲାଞ୍ଚୁଆ ପ୍ରଶାସିକା ସବିତା ସାହୁ

ବାଲେଶ୍ବର: ଲାଞ୍ଚ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ଓଡ଼ିଶା ପ୍ରଶାସନିକ ଅଧିକାରୀ(ଓଏଏସ୍) ତଥା ବାଲେଶ୍ବର ଜିଲ୍ଲା ପୂର୍ବତନ ଡେପୁଟି କଲେକ୍ଟର ସବିତା ସାହୁଙ୍କୁ ଆଜି ଚାକିରିରୁ ସ୍ବେଚ୍ଛାକୃତ ଅବସର ଦିଆଯାଇଛି। ଅସଦ୍‌ ଉପାୟରେ ଜଣେ ଇଟାଭାଟି…
ଅଧିକ ଖବର ଦେଖନ୍ତୁ...

ବିହାରରେ ମଦ ଉପରୁ କଟକଣା ଉଠିବ କି ?

ପାଟନା : ବିହାରରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବାବେଳେ ଆଉ ଏକ ପ୍ରସଙ୍ଗ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ନିଜ ଆଡୁ ଶାରୀରିକ ସମ୍ପର୍କ ରଖିବା କଥା କହୁଥିବା ଯୁବତୀକୁ ଦେହଜୀବୀ କୁହାଯାଏ; ଏଭଳି କହି ବିବାଦରେ ମୁକେଶ ଖନ୍ନା

ମୁମ୍ବାଇ: ଧାରାବାହିକ 'ଶକ୍ତିମାନ'ରୁ ଖ୍ୟାତି ଅର୍ଜନ କରିିଥିବା ମୁକେଶ ଖାନ୍ନା ପୁଣି ଥରେ ଚର୍ଚ୍ଚାରେ। ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ତାଙ୍କ ବିବୃତିକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ମୁକେଶ ଖନ୍ନା ନିଜ ୟୁଟ୍ୟୁବ ଚ୍ୟାନେଲରେ ମହିଳା ଓ ଯୁବତୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କୁ ଚୁନା ଲଗାଇ ୯୫ହଜାର ଟଙ୍କା ଲୁଟିନେଲେ ସାଇବର ଠକ

ପୁରୁଣାକଟକ: ବୌଦ୍ଧ ଜିଲ୍ଲା ପୁରୁଣାକଟକର ଜୈନିକ ହୋମିଓପ୍ୟାଥିକ ଡ଼ାକ୍ତରଙ୍କୁ ସାଇବର ଠକ ଭୁଆଁ ବୁଲାଇ ତାଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଲୁଟିନେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ମତେ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ପୁରୁଣାକଟକ ବଜାରର ହୋମିୟ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷା ନେଲା ଜୀବନ, କାନ୍ଥ ପଡି ବୃଦ୍ଧା ମୃତ

କୋରାପୁଟ: କୋରାପୁଟ ସଦର ଥାନା ଅନ୍ତର୍ଗତ ପାଇକଫୁଲବେଢାର ପରଜା ସାହିର ଚନ୍ଦ୍ର ମୁଦୁଲି (୬୫)ଙ୍କର ମୃ୍ତ୍ୟୁ ଘଟିଛି। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ ଡମୁଣୀ ମୁଦୁଲି। ଘରେ ଶୋଇ ରହିଥିବାବେଳେ ଲଗାଣ ବର୍ଷାରେ ରାତି ପ୍ରାୟ ଦୁଇଟାରେ କାନ୍ଥ ଭାଙ୍ଗି ପଡିଥିଲା। ଯେଉଁପଟ କାନ୍ଥ…
ଅଧିକ ଖବର ଦେଖନ୍ତୁ...

ଯେତେ କଳାଯାଦୁ କଲେ ବି ଜନତା ଆଉ କେବେ କଂଗ୍ରେସକୁ ବିଶ୍ବାସ କରିବେ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଳାଯାଦୁ କଲେ ବି ଜନତା କଂଗ୍ରେସକୁ ବିଶ୍ବାସ କରିବେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ପାନିପତରେ ୯୦୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ପିଢ଼ିର (୨ଜି) ଇଥାନଲ ପ୍ଲାଣ୍ଟକୁ ଉଦଘାଟନ କରିବା ସମୟରେ ଏଭଳି କହିଛନ୍ତି। ଗତ କିଛି ଦିନ ହେଲାଣି ବିରୋଧୀ ଦଳ…
ଅଧିକ ଖବର ଦେଖନ୍ତୁ...