Daily Archives

August 11, 2022

ଭାଇ ଓ ପୁତୁରାର କଇଁଚି ଓ କାଠଫାଳିଆ ମାଡ଼ରେ ବୃଦ୍ଧ ମୃତ

ପୁରୁଣାକଟକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ରାଜପଥର ଲୁଣିବାହାଲ୍‌ ଛକଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ସଂପର୍କୀୟ ଭାଇ ଓ ପୁତୁରା ମିଶି ସ୍ପଷ୍ଟ ଦିବାଲୋକରେ କଇଁଚି ଓ କାଠଫାଳିଆରେ ଜଣେ ବୃଦ୍ଧଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୋବାଇଲକୁ ନେଇ ଘର ଲୋକେ ତାଗିଦା କଲେ, ଆତ୍ମହତ୍ୟା କରିଦେଲା ନାବାଳକ

ରାଇଘର: ମୋବାଇଲକୁ ନେଇ ଘର ଲୋକେ ତାଗିଦା କରିବା ଫଳରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଗ୍ରାମପଞ୍ଚାୟତର ଭାରସୁୁଣ୍ଡି (ଡି ଏନ କେ ) ଗ୍ରାମରେ। ନାବାଳକ ଜଣକ ଉକ୍ତ ଗ୍ରାମର ବିଶ୍ୱଜିତ ମିର୍ଦ୍ଧାଙ୍କ ପୁଅ ସୁମିତ ମିର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଟୁଡେ ସର୍ଭେ : ନୀତୀଶଙ୍କ ବିଦାୟ ଯୋଗୁଁ ନିର୍ବାଚନରେ ଏନଡିଏ କ୍ଷତି ସହିବ

ନୂଆଦିଲ୍ଲୀ : ନୀତୀଶ କୁମାରଙ୍କ ବିଦାୟ ବିହାରରେ ଏନଡିଏର ପ୍ରଦର୍ଶନକୁ ପ୍ରଭାବିତ କରିବ ଓ ଲୋକସଭା ନିର୍ବାଚନରେ ଆସନ ସଂଖ୍ୟା କମିବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ଇଣ୍ଡିଆଟୁଡେ ପକ୍ଷରୁ କରାଯାଇଥିବା ମୁଡ ଅଫ ଦି ନେସନ ସର୍ଭେରେ କୁହାଯାଇଛି ଯେ, ଦେଶରେ ଏବେ ବି ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ସିବିଆଇ

କୋଲ୍‌କାତା: ୨୦୨୦ ଗୋରୁ ଚୋରାଚାଲାଣ ମାମଲାରେ ଆଜି ‘ସିବିଆଇ’ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ତଥା ବୀରଭୂମ ଜିଲ୍ଲା ‘ଟିଏମ୍‌ସି’ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା । ଆଉ ଏହି ମାମଲାରେ ଅଧିକ ପଚରାଉଚୁରା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା ପୂର୍ବତନ ପ୍ରେମିକ, ବନ୍ଧାହୋଇ ଗଲା ଜେଲ୍‌

ରାଉରକେଲା: ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରିବା ପୂର୍ବ ପ୍ରେମିକଙ୍କୁ ମହଙ୍ଗା ପଡିଛି। ପ୍ଲାଣ୍ଟପାଇଟ୍‌ ପୁଲିସ ଅଭିଯୁକ୍ତ ପ୍ରେମିକ ଅଜୟ ରାମ (୨୫)କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।…
ଅଧିକ ଖବର ଦେଖନ୍ତୁ...

ଚାଷୀନେତା ଲିଙ୍ଗରାଜଙ୍କୁ ହୃଦ୍‌ଘାତ

ବରଗଡ଼: ବରି‌ଷ୍ଠ ଚାଷୀ ନେତା ଲିଙ୍ଗରାଜଙ୍କୁ ହୃଦ୍‌ଘାତ ହେବା ଫଳରେ ସେ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଏବଂ ସେ କଥାବାର୍ତ୍ତା କରୁଥିବା ପରିବାରବର୍ଗଙ୍କ ସୂତ୍ରରୁ ପ୍ରକାଶ। ତେବେ ୨୪ ଘଣ୍ଟ‌ା ଡାକ୍ତରୀ ଅବଲୋକନରେ ରହିବା ପରେ…
ଅଧିକ ଖବର ଦେଖନ୍ତୁ...

ଜିମ୍ବଓ୍ବେ ଗସ୍ତ ପାଇଁ ଭାରତୀୟ ଦଳରେ କେଏଲ ରାହୁଲ ସାମିଲ

ମୁମ୍ବାଇ : ଭାରତୀୟ ଦଳର ଆଗାମୀ ଜିମ୍ବାଓ୍ବେ ଗସ୍ତ ପାଇଁ କେଏଲ ରାହୁଲ ଫିଟ୍ ଘୋଷିତ ହୋଇଛନ୍ତି । ଫଳରେ ତାଙ୍କୁ ଦଳରେ ସାମିଲ କରାଯିବା ସହ ଅଧିନାୟକ ଘୋଷଣା କରାଯାଇଛି । ପୂର୍ବରୁ ଶିଖର ଧଓ୍ବନଙ୍କୁ ଭାରତୀୟ ଦଳର ଅଧିନାୟକ ଘୋଷଣା କରାଯାଇଥିବାବେଳେ ଏବେ ତାଙ୍କୁ ଉପଅଧିନାୟକ କରାଯାଇଛି । ଆଗାମୀ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗଂଗାଧର ଜୟନ୍ତୀ: ଗୌରହରି, ଶତ୍ରୁଘ୍ନ, ରାମକୃଷ୍ଣ ପାଇଲେ ଭାରତ ଚନ୍ଦ୍ର ନାୟକ ସ୍ମୃତି…

ବୁର୍ଲା: କବି ଗଙ୍ଗାଧର ସମସାମୟିକ ସାମାଜିକ ସାଂସ୍କୃତିକ ଜୀବନ, ବିଜ୍ଞାନ କୌଶଳ ତଥା ଐତିହାସିକ ଘଟଣାକ୍ରମ ପ୍ରତି ବେଶ୍‌ ସ‌ଚେତନ ଥିଲେ ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଜ୍ୟୋତିବିହାର ସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ସ୍ବଭାବ କବି ଗଂଗାଧର ମେହେର ଜୟନ୍ତୀ…
ଅଧିକ ଖବର ଦେଖନ୍ତୁ...

ରାକ୍ଷୀ ଦେଇଗଲା ଆଖିରେ ଲୁହ; ମା’ଙ୍କୁ ଟଙ୍କା ମାଗିଲା, ନ ମିଳିବାରୁ ପୁତ୍ରର ଆତ୍ମହତ୍ୟା

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ ପାଟମୁଣ୍ଡା ପଞ୍ଚାୟତ ବଲଡିହି ଗ୍ରାମରେ ଏକ ଅଭାବନୀ ଘଟଣା ଘଟିଛି। ମା’ ଟଙ୍କା ନ ଦେବାରୁ ନାବାଳକ ପୁଅ ଆତ୍ମହତ୍ୟା କରିଛି। ମୃତକ ହେଲା ସଞ୍ଜୟ ନାଏକ (୧୭)। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ମା’ ଗୁଲ ନାଏକଙ୍କୁ ରାକ୍ଷୀ ପାଇଁ ୫୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ମତେ ବି ମୁକ୍ତ କର: ପେରାରୀବଲନଙ୍କ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅନ୍ୟତମ ଦୋଷୀ…

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଅନ୍ୟତମ ଦୋଷୀ ନଳିନୀ ଶ୍ରୀହରନ୍ ତାଙ୍କୁ ମୁକ୍ତି କରିବାକୁ ଆବେଦନ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି | ପେରାରୀବଲନଙ୍କ ମୁକ୍ତିକୁ ଦର୍ଶାଇ ସେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି | ସମାନତା ଆଧାରରେ…
ଅଧିକ ଖବର ଦେଖନ୍ତୁ...