Daily Archives

August 12, 2022

କକାର ଭ୍ୟାନ୍ ଚୋରାଇ ପୁତୁରା ସହ ୪ ଗିରଫ

ଖୋର୍ଦ୍ଧା: ସାନଭାଇ ଓ ବଡ଼ଭାଇ ମଧ୍ୟରେ ବିବାଦ ଲାଗିଥିଲା । ସୁଯୋଗ ଉଣ୍ଡି ବଡ଼ଭାଇର ପୁଅ ଓ ସେମାନଙ୍କ କେତେକ ସାଥୀ ମିଶି ନିଜ କକାର ପିକ୍ଅପ୍ ଭ୍ୟାନ୍‌କୁ ଚୋରାଇ ନେଇଥିଲେ । ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଚୋରି ହୋଇଥିବା ଉକ୍ତ ଭ୍ୟାନ୍‌କୁ ଉଦ୍ଧାର କରିବା ସହ ଏହି ମାମଲାରେ ୪ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଗସ୍ତ ପାଇଁ ଲକ୍ଷ୍ମଣ ମୁଖ୍ୟ କୋଚ୍ ନିଯୁକ୍ତ

ମୁମ୍ବାଇ : ଭାରତୀୟ ଦଳର ଆଗାମୀ ଜିମ୍ବାଓ୍ବେ ଗସ୍ତ ପାଇଁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଭି.ଭି.ଏସ. ଲକ୍ଷ୍ମଣଙ୍କୁ ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି । ଲକ୍ଷ୍ମଣ ଏବେ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ ଏକେଡେମୀର ମୁଖ୍ୟ ଅଛନ୍ତି । ଜିମ୍ବାଓ୍ବେ…
ଅଧିକ ଖବର ଦେଖନ୍ତୁ...

ଗିରଫ ହେବେ କି ରଣବୀର ସିଂହ? ନଗ୍ନ ଫଟୋସୁଟ କରିଥିବାରୁ ନୋଟିସ ପଠାଇଲା ମୁମ୍ବାଇ ପୁଲିିସ !

ମୁମ୍ବାଇ: ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନଗ୍ନ ଫଟୋସୁଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ବିବାହିତା ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ବୋରିଗୁମ୍ମା: ବୋରିଗୁମ୍ମା ସହରର ଦଳେଇ ସାହିରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ବିବାହିତା ମହିଳାଙ୍କ ନାମ ଶିବାନୀ ସାଆନ୍ତରା ବୟସ ୨୨ବର୍ଷ। ମୃତ ମହିଳାଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

‘କେହି ସୁରକ୍ଷିତ ନୁହନ୍ତି, ମୁଁ ବିବ୍ରତ’ ରୁସଦିଙ୍କ ଉପରେ ଆକ୍ରମଣ ପରେ ତସଲିମାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ପ୍ରଖ୍ୟାତ ଲେଖକ ସଲମାନ ରୁସଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ପରେ ସମଗ୍ର ବିଶ୍ବ ସ୍ତବ୍ଧ ହୋଇଯାଇଛି । ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଲୋକପ୍ରିୟ ଲେଖିକା ତସଲିମା ନସରିନ କହିଛନ୍ତି ଯେ, ଏବେ ଜାଣିଲି ଯେ ନ୍ୟୁୟର୍କରେ ସଲମାନ ରୁସଦିଙ୍କ ଉପରେ ଆକ୍ରମଣ ହୋଇଛି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ବନ୍ଧୁମାନଙ୍କ ସହ ଖୁସିର ମୁହୂର୍ତ୍ତ କାଟିବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ବୃଷ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ବାପାମାଆ…
ଅଧିକ ଖବର ଦେଖନ୍ତୁ...

ପାସ୍ କରିବା ପାଇଁ ପରୀକ୍ଷା ଖାତା ସହ ୫୦୦ଟଙ୍କା ଗୁନ୍ଥିଥିଲେ ଛାତ୍ର, ଶେଷରେ ଭୋଗିଲେ ଏହି ପରିଣାମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ଦେଶର ଶିକ୍ଷ‌ା ବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ସ୍କୁଲ-କଲେଜ ବନ୍ଦ ହେବା ସହ ପିଲାମାନଙ୍କୁ ଘରେ ରହିି ପାଠ ପଢ଼ିବାକୁ ପଡ଼ୁଛି। ଏବେ ସ୍ଥିତିରେ ଟିକେ ସୁଧାର ଆସିିଥିଲେ ବି ଦୁଇ ବର୍ଷର ବ୍ୟବଧାନ ପିଲାଙ୍କ ମାନସିକତାରେ ଅନେକ…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଟିର ୧୯ତମ ସମାବର୍ତ୍ତନ ଆସନ୍ତାକାଲି; ସାର୍ଟିଫିକେଟ୍‌ ନେବେ ୧୫୫୫ ଜଣ, ୧୧ ପୂର୍ବ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ। ଅନୁଷ୍ଠାନର ଭୁବନେଶ୍ବର ବେହେରା ଅଡିଟୋରିୟମରେ ପୂର୍ବାହ୍ନ ୧୦ଟାରୁ ଉତ୍ସବ ଆରମ୍ଭ ହେବ। ଏଥିରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ଏଫ୍‌ସି’ର ଅଫିସିଆଲ କିଟ୍ ଉନ୍ମୋଚିତ, ଅକ୍ଟୋବରରୁ ଆରମ୍ଭ ହେବ ଇଣ୍ଡିଆନ୍ ସୁପର ଲିଗ୍

ଭୁବନେଶ୍ବର: ଆସନ୍ତା ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ ପାଇଁ ‘ଓଡ଼ିଶା ଫୁଟବଲ୍‌ କ୍ଲବ୍‌’ର ୩ଟି ନୂଆ କିଟ୍‌ ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଓଡ଼ିଶା ଏଫ୍‌ସି ପକ୍ଷରୁ ଏହି ଘୋଷଣା କରାଯାଇଛି। ‘ଓଡ଼ିଶା ଏଫ୍‌ସି’ର ଏହା ଅଫିସିଆଲ୍ କିଟ୍‌। ସନ୍ଧ୍ୟାରେ ଭୁବନେଶ୍ବର କିଟ୍‌ ବିଶ୍ବବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ପ୍ରଖ୍ୟାତ ଲେଖକ ସଲମାନ ରୁସଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ

ନ୍ୟୁୟର୍କ : ଭାରତୀୟ ବଂଶୋଦ୍ଭବ ତଥା ପ୍ରଖ୍ୟାତ ଇଂରାଜୀ ଲେଖକ ସଲମାନ ରୁସଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଶୁକ୍ରବାରଦିନ ନ୍ୟୁୟର୍କର ଏକ ସଭାରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ତାଙ୍କୁ ଏକାଧିକ ଥର ଛୁରୀ ଭୁସିଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା…
ଅଧିକ ଖବର ଦେଖନ୍ତୁ...