Daily Archives

August 13, 2022

କୁକୁଡା ଖାଇବାକୁ ଆସି ଫସିଗଲା, ୬ ଫୁଟର ଅଜଗର ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷାଦିନ ହେଲେ ସାପଙ୍କ ଉପଦ୍ରବ ବଢିଯାଇଥାଏ। ଜିଲ୍ଲାରେ ସାପଙ୍କ ସଂଖ୍ୟା ସବୁଠାରୁ ବେଶୀ ରହିଥିବାରୁ ପ୍ରତିବର୍ଷ ଶତାଧିକ ଲୋକେ ସାପ କାମୁଡାରେ ମୃତ୍ୟୁବରଣ କରନ୍ତି। ବର୍ଷା ଦିନ ହେଲେ ଜଙ୍ଗଲରେ କିଛି ଖାଇବାକୁ ନମିଳିବାରୁ ବାଧ୍ୟ ହୋଇ ଅଜଗରମାନେ ସହର…
ଅଧିକ ଖବର ଦେଖନ୍ତୁ...

‘ଆଜାଦୀକା ଅମୃତ ମହୋତ୍ସବ’ରେ ତ୍ରିରଙ୍ଗାମୟ କୋରପୁଟ

କୋରାପୁଟ: ‘ଆଜାଦୀ କା ଅମୃତ ମହୋତ୍ସବ’ ଓ  ‘ହର ଘର ତିରଙ୍ଗା’ ଅଭିଯାନରେ ଆଜି ତ୍ରିରଙ୍ଗାମୟ ହୋଇଛି କୋରାପୁଟ। ବିଏସଏଫ ପକ୍ଷରୁ ମାରାଥାନ କରାଯାଇଥିବାବେଳେ ପୌରପାଳିକା ପକ୍ଷରୁ ବିଶାଳ ଶୋଭାଯାତ୍ରା ଏବଂ କୋରାପୁଟରେ ୭୫ ଫୁଟ ଲମ୍ବର ଜାତୀୟ ପତାକାକୁ ନେଇ ନଗର ପରିକ୍ରମା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ହାଦି ମଟର ବିରୋଧରେ ଲାଗିଲା ହତ୍ୟା ଉଦ୍ୟମ ଦଫା

ନୂଆଦିଲ୍ଲୀ : ବିଶିଷ୍ଟ ଲେଖକ ସଲମାନ ରୁଶଦିଙ୍କ ଉପରେ ଛୁରାମାଡ଼ କରିଥିବା ଆତତାୟୀ ହାଦି ମଟର ବିରୋଧରେ ହତ୍ୟା ଉଦ୍ୟମ, ଶାରିରୀକ ଆକ୍ରମଣ ଦଫା ଲଗାଇଛି ନ୍ୟୁୟର୍କ ପୁଲିସ । ଏ ସଂପର୍କରେ ଚୌତାକ୍ବା କାଉଣ୍ଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଜାସନ ସ୍ମିଡଟ ସୂଚନା ଦେଇଛନ୍ତି । ତା ବିରୋଧରେ ଗତ କାତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଜେଲରେ କେମିତି କଟୁଛି ସଞ୍ଜୟଙ୍କ ଜୀବନ, ମିଳିଲା ବଡ କୋଠରୀ

ମୁମ୍ବାଇ: ପତ୍ରା ଚଲ୍‌ ମାମଲାରେ ସମ୍ପୃକ୍ତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି | ବର୍ତ୍ତମାନ ରାଉତ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି। ଅନ୍ୟ କଏଦୀମାନଙ୍କ ପରି ରାଉତଙ୍କର ମଧ୍ୟ କଏଦୀ ନମ୍ବର ରହିଛି | ଶିବସେନା ନେତା…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ପାଇଁ ନିଶା, ଲୁଟେରାଙ୍କ ଉପରେ ନଜର; ଦେଢ଼ କୋଟିର ଚୋରା ସମ୍ପତ୍ତି ଜବତ, ୧୧୪ ନିଶା-ବନ୍ଧୁକ ମାଫିଆ ଗିରଫ

କଟକ: କଟକ ସହରରେ ମେ’-ଜୁଲାଇ ଦୁଇ ମାସ ଭିତରେ ପୁଲିସ ୧ କୋଟି ୪୨ ଲକ୍ଷ ୭୫ ହଜାର ୬୧୯ ଟଙ୍କାର ଚୋରା ସମ୍ପତ୍ତି ଜବତ କରିଛି। ସମ୍ପତ୍ତି ଜନିତ ମାମଲା ମୋଟ ୨୬୦ଟି ତଦନ୍ତ କରାଯାଇଥିବା ବେଳେ ୧୧୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୧୭୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଏକ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ଅଧିକାରୀଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା କରିବାର ଉଦ୍ୟମ ବିଫଳ, କାର୍ ଡ୍ରାଇଭରଙ୍କ ପାଇଁ ବଞ୍ଚିଲା ଜୀବନ

ଗୋରଖପୁର: ସିବିଆଇ ଅଧିକାରୀଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା ଉଦ୍ୟମ। ଦିଲ୍ଲୀରୁ ଗୋରଖପୁରକୁ ଆସୁଥିବା ସିବିଆଇ ଡେପୁଟି ଏସପି ରୁପେଶ କୁମାର ଶ୍ରୀବାସ୍ତବଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ତେବେ କାରର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ପାଇଁ ଡେପୁଟି ଏସପି ରୁପେଶଙ୍କ…
ଅଧିକ ଖବର ଦେଖନ୍ତୁ...

ଚୀନ ସହ ଭାରତ ସମ୍ପର୍କ ସ୍ବାଭାବିକ ଅବସ୍ଥାରେ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶରେ ପରିଣତ ହେବାକୁ ଯାଉଛି । କିନ୍ତୁ ସବୁଠାରୁ ଜନବହୁଳ ଦେଶ ଜାତିସଂଘର ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନହେବା ନିରାପତ୍ତା ପରିଷଦର ଭରସାଯୋଗ୍ୟତା ଉପରେ ପ୍ରଶ୍ନଚିହ୍ନ ଲଗାଇବ ବୋଲି କହିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ଡିଜିଟାଲ୍‌ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ‘ଅଗ୍ରଯୋଦ୍ଧୀ-୨୦୨୨’ : ‘ସବୁବେଳେ ସତ୍ୟର ଅନୁଗାମୀ ହୁଅ’

ସମ୍ବଲପୁର: ନିଜ ଧାରଣା ବା ଚିନ୍ତାଧାରା ଓ ବାସ୍ତବତା ମଧ୍ୟରେ ଥିବା ଦ୍ବନ୍ଦ୍ବର ଊର୍ଦ୍ଧ୍ବକୁ ଯାଇ ସବୁବେଳେ ସତ୍ୟକୁ ଚୟନ କର ଏବଂ ସତ୍ୟ ପଥର ପଥିକ ହୁଅ। ଜୀବନରେ ଯାହା ବି କର, କିନ୍ତୁ ଭଲ ମଣିଷଟିଏ ନିଶ୍ଚୟ ହୁଅ ବୋଲି ପଶ୍ଚିମ ଓଡ଼ିଶା ସିବିଏସ୍‌ଇ ଦଶମ ଟପ୍ପର୍ ଛାତ୍ରଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଢ଼ିଛି ଶ୍ରାବଣ ଛତୁର ଚାହିଦା: କିଲୋ ପିଛା ୧୬୦୦ ଟଙ୍କା

ଜୟପୁର: ଶ୍ରାବଣ ମାସ ସରିବା ଉପରେ ତେବେ ଶ୍ରାବଣ ଛତୁର ଦର କିନ୍ତୁ କମିବା ନାଁ ନେଉନି। ଆଜି କୋରାପୁଟ ଜିଲ୍ଲା ଜୟପୁର ବଜାରରେ କିଲୋ ପ୍ରତି ୧୬ଶହ ଟଙ୍କାରେ ଏହି ଛତୁ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା। ମୁଖ୍ୟରାସ୍ତାର ପ୍ରିନିସେସ୍ ହୋଟେଲ ସମ୍ମୁଖରେ ବସିଥିବା ଅଳ୍ପ କିଛି ମହିଳା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ଭାବିଥିବା କାମ ପୂରା ହେବ। ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ରବିବାର: ବ୍ୟବସାୟରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ସମ୍ବନ୍ଧରେ ମଧୁରତା…
ଅଧିକ ଖବର ଦେଖନ୍ତୁ...