Daily Archives

August 13, 2022

ନୀତୀଶଙ୍କୁ ଔରଙ୍ଗଜେବ ଓ ଲଲନ ସିଂହଙ୍କୁ ଖଳନାୟକ ସହ ତୁଳନା କଲେ ବିଜେପି ନେତା ସୁଶୀଲ ମୋଦୀ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦୀ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଔରଙ୍ଗଜେବଙ୍କ ସହ ତୁଳନା କରିଛନ୍ତି | ଏକ ସାକ୍ଷାତକାରରେ ଜେଡିୟୁ ସହ ମେଣ୍ଟ ଭାଙ୍ଗିବା ପ୍ରଶ୍ନରେ ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ମନ ବୁଝିବା ବହୁତ କଷ୍ଟକର। ଦିନରାତି…
ଅଧିକ ଖବର ଦେଖନ୍ତୁ...

କମିବାର ନାଁ ନେଉନି ହାତୀ ଉପଦ୍ରବ, ଜଣଙ୍କୁ କଚାଡ଼ି ଦେଲା ଗୋଠଛଡ଼ା ଦନ୍ତା

ରାଉରକେଲା: ଲାଠିକଟା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ କମିବାର ନାଁ ନେଉନି। ହାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତକାଲି ରାତିରେ ଲାଠିକଟା ବ୍ଲକ୍‌ ଅନ୍ତର୍ଗତ ଗୁଟିଧର ଗ୍ରାମର ମୋଟୁ କିଷାନ(୫୨) ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଗୋଠଛଡ଼ା ଦନ୍ତାହାତୀଟି…
ଅଧିକ ଖବର ଦେଖନ୍ତୁ...

ପୁଣି ତାଇଓ୍ବାନ ନିକଟରେ ଉଡ଼ିଲା ଚୀନ ଯୁଦ୍ଧ ବିମାନ, ଆମେରିକା ବି ପଠାଇବ ଯୁଦ୍ଧଜାହାଜ, ବିମାନ

ତାଇପେଇ : ତାଇଓ୍ବାନ ଉପକୂଳରେ ଚୀନର ଯୁଦ୍ଧାଭ୍ୟାସ ଶେଷ ହେବା ପରେ ବି ଚୀନର ଦାଦାଗିରି ଜାରି ରହିଛି । ଶନିବାରଦିନ ଚୀନ ବାୟୁସେନାର ୧୩ଟି ଲଢୁଆ ବିମାନ ପୁଣି ଥରେ ତାଇଓ୍ବାନର ବାୟୁସୀମା ଚିହ୍ନଟ ଅଂଚଳ (ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ)ନିକଟବର୍ତ୍ତୀ ହୋଇଛନ୍ତି । ଅନ୍ୟପଟେ ଚୀନକୁ ଜବାବ…
ଅଧିକ ଖବର ଦେଖନ୍ତୁ...

ଠିକ ଭାବେ ମସ୍ତିଷ୍କ କାମ କରୁନଥିବାରୁ ରାଜୁଙ୍କୁ ଭଏସ ମେସେଜ ପଠାଇଲେ ବିଗ୍ ବି, କହିଲେ…

ମୁମ୍ବାଇ: ଲୋକପ୍ରିୟ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୧୦ ତାରିଖ ବୁଧବାର ଦିନ ସେ ହୃଦଘାତରେ ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏବେ ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କ ଠିକ୍ ଭାବରେ କାମ…
ଅଧିକ ଖବର ଦେଖନ୍ତୁ...

ଇ-ରିକ୍ସା ଚାଳକଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଲେ ମହିଳା, ନିିନ୍ଦା କଲେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ

ନୋଇଡ଼ା: ଉତ୍ତରପ୍ରଦେଶର ନୋଏଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ମାତ୍ର ୯୦ ସେକେଣ୍ଡ୍‌ ମଧ୍ୟରେ ଜଣେ ଇ-ରିକ୍ସା ଚାଳକଙ୍କୁ ୧୭ଟି ଚାପୁଡ଼ା ମାରିଥିବାର ଦୃଶ୍ୟର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଘଟଣାଟି ଏପରି। ଜଣେ ଇ-ରିକ୍ସା ଚାଳକ ମହିଳାଙ୍କ କାର୍‌ରେ ତାଙ୍କ ଗାଡ଼ି ବଜାଇ…
ଅଧିକ ଖବର ଦେଖନ୍ତୁ...

ମାଳତୀ ପୋଲ ଉପରେ ପାଣି; ସମ୍ବଲପୁର-ସୋନପୁର ଯୋଗାଯୋଗ ବିଛିନ୍ନ

ସମ୍ବଲପୁର: ଲଗାଣ ବର୍ଷା ସାରା ରାଜ୍ୟରେ ଜାରି ରହିଥିବା ବେଳେ ସମ୍ବଲପୁର ସହର ଉପକଣ୍ଠ ମାଳତୀ ଗୁଣ୍ଡେରପୁରସ୍ଥିତ ମାଳତି ନଦୀ ପୋଲ ପାଣିରେ ବୁଡ଼ିଯିବା କାରଣରୁ ୧୫ ନମ୍ବର ରାଜ୍ୟ ରାଜପଥ ଦେଇ ସମ୍ବଲପୁର-ସୋନପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ହୀରାକୁଦର ୨୪ଟି ଗେଟ୍‌ ଖୋଲିବା…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ହେବ ତ ଏମିତି: ବାଇକ ଚଳାଇ ନକ୍ସଲ ପ୍ରଭାବିତ ଗାଁରେ ପହଞ୍ଚିଲେ ମନ୍ତ୍ରୀ କାୱାସୀ ଲଖମା

ରାୟପୁର: ନକ୍ସଲ ପ୍ରଭାବିତ ଗାଁରେ ବାଇକ ଚଳାଇ ପହଞ୍ଚିଲେ ମନ୍ତ୍ରୀ | ପୁଲିସର ମନା କରିବା ସତ୍ୱେ ଶୁକ୍ରବାର ଦିନ ମନ୍ତ୍ରୀ କାୱାସୀ ଲଖମା ଛତିଶଗଡର ସୁକମା ଜିଲ୍ଲାର ଅତ୍ୟଧିକ ନକ୍ସଲ ପ୍ରଭାବିତ ଗାଁ ରେଗଡଗାଟାରେ ପହଞ୍ଚିଥିଲେ | ଅଜଣା ରୋଗ ହେତୁ ଏହି ଗ୍ରାମର ୬୧ଜଣ ଗ୍ରାମବାସୀଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଭାରତ ପ୍ରତି ଶ୍ରୀଲଙ୍କାର ଆଉ ଏକ ବିଶ୍ବାସଘାତକତା : ଯୁଦ୍ଧାଭ୍ୟାସ ପାଇଁ କଲମ୍ବୋ ପହଞ୍ଚିଲା ପାକିସ୍ତାନର ଯୁଦ୍ଧଜାହାଜ

କଲମ୍ବୋ : ନିଜର ବିପଦ ସମୟରେ ଭାରତଠାରୁ ସବୁ ପ୍ରକାରର ସହାୟତା ପାଇ ମଧ୍ୟ ଶ୍ରୀଲଙ୍କା ଭାରତର ଶତ୍ରୁ ମାନଙ୍କ ସହ ହାତ ମିଳାଇବାକୁ ପଛଘୁଞ୍ଚା ଦେଉନାହିଁ । ପ୍ରଥମେ ଚୀନର ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେବା ପରେ ଶ୍ରୀଲଙ୍କାର ଆଉ ଏକ କାର୍ଯ୍ୟ ଭାରତକୁ ଅସନ୍ତୁଷ୍ଟ କରିବାକୁ ଯାଉଛି ।…
ଅଧିକ ଖବର ଦେଖନ୍ତୁ...

ବିମାନ ଅବତରଣ ପରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ

ଚେନ୍ନାଇ: ବିମାନ ଅବତରଣ ପରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ। ଚେନ୍ନାଇ ବିମାନବନ୍ଦରରେ ଏଭଳି ଅଜବ ଘଟଣା ଘଟିଛି। ଥାଇଲାଣ୍ଡରୁ ଚେନ୍ନାଇରେ ଆସି ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ବ୍ୟଗରୁ ଏସବୁ ଜିନିଷ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବ୍ୟାଗ ଭିତରେ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତାର ୭୫ତମ ବର୍ଷରେ ରାମସାର କ୍ଷେତ୍ର ସଂଖ୍ୟା ୭୫କୁ ବୃଦ୍ଧି, ଓଡ଼ିଶାରୁ ୩ଟି ସ୍ଥାନ ସାମିଲ

ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ବାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି। ଫଳରେ ଦେଶରେ ମୋଟ୍‌ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚିଛି । ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି । ଏଗୁଡ଼ିକ ହେଲା…
ଅଧିକ ଖବର ଦେଖନ୍ତୁ...