ମହାନଦୀରେ ବନ୍ୟା ଯୋଗୁ ଟିକରପଡା ପଞ୍ଚାୟତରୁ ୧୦୦ ପରିବାର ସ୍ଥାନାନ୍ତରିତ
ବନ୍ତଳା: ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ଗତ ଶନିବାର ଦିନ ଠାରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ଜାରି ରହିଛି। ଫଳରେ ମହାନଦୀ ଏବେ ଫୁଲିବା ସହ କୂଳ ସୀମା ଲଙ୍ଘିଛି। ସିଧାସଳଖ ଭାବରେ ଏହାର ପ୍ରଭାବ ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...