Daily Archives

August 15, 2022

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍‌ର ୨ ଦିନିଆ ଉଇକିମାନିଆ ମେଳଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଗତ ୧୩ ଓ ୧୪ ତାରିଖରେ ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଉଇକିମାନିଆ, ଭୁବନେଶ୍ୱର ମେଳଣ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟସ୍ତରରେ ଉଇକିମିଡ଼ିଆ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଉଇକିମାନିଆର ଏହା ଏକ ଆଞ୍ଚଳିକ ସଂସ୍କରଣ ଥିଲା। ଓଡ଼ିଶାର ସୂଚନା ଓ ପ୍ରଯୁକ୍ତି ବିଭାଗର…
ଅଧିକ ଖବର ଦେଖନ୍ତୁ...

କଳା-ସଂସ୍କୃତି ସହ ଐତିହ୍ୟ ଏବଂ କ୍ରୀଡ଼ା କ୍ଷେତ୍ରରେ ରାଉରକେଲାର ରହିଛି ସ୍ୱତନ୍ତ୍ର ପରିଚୟ: ଉତ୍ତରାଞ୍ଚଳ ରାଜସ୍ୱ…

ରାଉରକେଲା: ରାଉରକେଲାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଵା ସହ ପରେଡରେ ଅଭିବାଦନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ତ୍ରିରଙ୍ଗା ସହିତ ୫ କୋଟି ୫୦ ଲକ୍ଷରୁ ଅଧିକ ଲୋକ ପଠାଇଲେ ସେଲଫି

ନୂଆଦିଲ୍ଲୀ: ସ୍ୱାଧୀନତାର ଅମୃତ ମହୋତ୍ସବକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଛି | ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ହର ଘର ତ୍ରିରଙ୍ଗା' ଅଭିଯାନ ଏକ ଜନ ଅଭିଯାନରେ ପରିଣତ ହୋଇଥିଲା। ବିଶେଷକରି ସରକାରଙ୍କ ଦ୍ୱାରା ତିଆରି କରାଯାଇଥିବା ୱେବସାଇଟରେ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ଜିମ୍ବାଓ୍ବେଠାରେ ସ୍ବାଧୀନତା ଦିବସ ପାଳନ କଲା ଟିମ ଇଣ୍ଡିଆ

ହାରାରେ : ଜିମ୍ବାଓ୍ବେ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ହାରାରେଠାରେ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ପାଳନ କରିଛି । ଭାରତୀୟ ଦଳ ରହୁଥିବା ହୋଟେଲଠାରେ ମୁଖ୍ୟ କୋଚ ଭି.ଭି.ଏସ ଲକ୍ଷ୍ମଣ, ଅଧିନାୟକ କେ.ଏଲ.ରାହୁଲ, ଉପ-ଅଧିନାୟକ ଶିଖର ଧଓ୍ବନ ଓ ଦଳର ଅନ୍ୟ ସଦସ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...

ଦୀପିକା ପାଦୁକୋନଙ୍କ ପାଇଁ ଫ୍ଲପ୍ ହେବ କି ଶାହାରୁଖଙ୍କ ଫିଲ୍ମ ‘ପଠାନ୍’? ଏହି କାରଣରୁ ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନ ଏବଂ ଅଭିନେତ୍ରୀ କରୀନା କପୁର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢ଼ା'କୁ ଜନସାଧାରଣଙ୍କ କ୍ରୋଧର ଶିକାର ହେବାକୁ ପଡିଛି। ଆମୀର ଖାନଙ୍କ ଜାତୀୟ ବିରୋଧୀ ବକ୍ତବ୍ୟକୁ ମନେ ପକାଇ ଲୋକମାନେ ଏହି ଫିଲ୍ମକୁ ବଏକଟ କରିବାରୁ ରିଲିଜ ପରେ ବକ୍ସ ଅଫିସରେ ଏହି ଫିଲ୍ମ ଭଲ…
ଅଧିକ ଖବର ଦେଖନ୍ତୁ...

ପାନୀୟ ଜଳ କଷ୍ଟ; ହାଣ୍ଡି-ଗରା ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା, ଯନ୍ତ୍ରୀଙ୍କ ଲିଖିତ ପ୍ରସ୍ତୁତି ପରେ ଧାରଣାରୁ…

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ସଦର ମହକୁମାରରେ ଦୀର୍ଘ ୧୬ ଦିନ ଧରି ଲୋକଙ୍କୁ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଣି ପିଇବାକୁ ଯୋଗାଇ ଦେଇ ନଥିବାରୁ ଆଜିଚାରିସାହି ମହିଳାମାନେ ରାସ୍ତା ରୋକ କରିଥିଲେ। ଦେଶ ସ୍ଵାଧୀନତାର ୭୬ ବର୍ଷ ପାଳନ କରିବା ପାଇଁ ଅମୃତ ଉତ୍ସବ ପାଳନ…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ବନ୍ୟା: ସମ୍ବଲପୁରରୁ କେନ୍ଦ୍ରାପଡ଼ା ଯାଏଁ ସ୍ଥିତି ସାଂଘାତିକ

ସମ୍ବଲପୁର/ଭୁବନେଶ୍ବର: ୩ଦିନର ଲଘୁଚାପ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଜଳ ଆସିଛି। ମହାନଦୀର ଶାଖା ନଦୀଗୁଡ଼ିକ ବି ଫୁଲିଛି। କେନ୍ଦ୍ରାପଡାରୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ନଦୀରେ ବନ୍ୟାଜଳ ଆସିବା ଫଳରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। କେଉଁଠି ଗାଁ ଭିତରେ ପାଣି ପସିଯାଇଛି ତ…
ଅଧିକ ଖବର ଦେଖନ୍ତୁ...

କାଜାକସ୍ତାନରେ ଏହି ଦୁଇ ଓଡ଼ିଆ କ୍ରୀଡ଼ାବିଦ୍‌ ହେଲେ ଆଇରନ୍‌ମ୍ୟାନ୍‌, ଜାଣନ୍ତୁ କେମିତି ଥିଲା ଅଭିଯାନ

ଭୁବନେଶ୍ବର: ସୌଭାଗ୍ୟ କୁମାର ରଥ(୩୩) ଏବଂ ବିଜୟ କୁମାର ଦାସ(୪୮) ସଫଳତାର ସହ ଆଇରନମ୍ୟାନ ହେଇଛନ୍ତି। ଅଗଷ୍ଟ ୧୪ ତାରିଖରେ କାଜାକସ୍ତାନର ରାଜଧାନୀ ଅସ୍ତାନା (ନୂର୍ ସୁଲତାନ)ଠାରେ ଅନୁଷ୍ଠିତ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଦ୍ଵିତୀୟ ଥର ପାଇଁ ଆଇରନ୍‌ମ୍ୟାନ ହୋଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କ୍ରାସ୍ ହୋଇଗଲା ଟିକେଟ ବିକ୍ରି ୱେବସାଇଟ

ନୂଆଦିଲ୍ଲୀ: ୨୭ ଅଗଷ୍ଟରୁ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି | ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୮ରେ ପାକିସ୍ତାନ ସହିତ ଖେଳାଯିବ | ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଭାରତୀୟ ଦଳ ଅଗଷ୍ଟ ୨୦ ରେ ଏସିଆ କପ୍ ଅଭିମୁଖେ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ବଞ୍ଚାଇଲେ ପୋକଲେନ ଡ୍ରାଇଭର, ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶର ଧର୍‌ ଜିଲ୍ଲାର ନାଲଚା ନଦୀରେ ନିର୍ମାଣାଧୀନ କରମ ଡ୍ୟାମରେ ପାଣି ଲିକ ହେବାପରେ ଏହାକୁ ନେଇ ଚିନ୍ତା ବଢିଯାଇଥିଲା | ଆଉ ଏକ ବଡ ବିପର୍ଯ୍ୟୟ ଆଶଙ୍କାରେ ସମସ୍ତେ ଚିନ୍ତିତ ଥିବାବେଳେ ଦିନରାତି ଅହରହ ପରିଶ୍ରମ କରିଥିଲେ କିଛି ଆର୍ଥମୁଭିଙ୍ଗ ମେସିନର ଡ୍ରାଇଭର | ସେମାନେ…
ଅଧିକ ଖବର ଦେଖନ୍ତୁ...