Daily Archives

August 16, 2022

ପାଟଣାଗଡ଼ ସୁନା ଗହଣା ଲୁଟ ମାମଲା: ୪ ଲୁଟେରା ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସୁନା ଗହଣା ଦୋକାନକ ସୁନା ଗହଣା ଲୁଟ ମାମଲାରେ ପୁଲିସ ୪ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହା ସହିତ ଏହି ଲୁଟରେ ବ୍ୟବହ୍ରୁତ ଏକ ପଲସର୍ ବାଇକ୍, ୪୨ହଜାର ୫୦୦ ଟଙ୍କା, ଗୋଟିଏ ମୋବାଇଲ, ଗୋଟିଏ ଦେଶୀ ପିସ୍ତଲ ସହ ଦୁଇ ଜୀବନ୍ତ ଗୁଳି ଜବତ୍…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଆଇଏଲଏମଏସ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡିଶା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ମଙ୍ଗଳବାରଦିନ ଇଣ୍ଟିଗ୍ରେଟେଡ ଲିଗାଲ ମନିଟରିଂ ସିଷ୍ଟମ୍ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ପୁସ୍ତକରେ ଦୃଢ, ନିରବିହୀନ ସମାଧାନର କାର୍ଯ୍ୟକାରିତାକୁ ବର୍ଣ୍ଣନା କରାଯାଇଛି ଯାହାକି…
ଅଧିକ ଖବର ଦେଖନ୍ତୁ...

କାର ଭାସିଗଲା, ଯାତ୍ରୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଆଠଗଡ: ସୋମବାର ମଧ୍ୟ ରାତ୍ରିରେ ଆଠଗଡରେ ବନ୍ୟା ଜଳରେ ଏକ କାର ଭାସିଯାଇଥିବା ଭଳି ଅଭାବନୀୟ ଘଟଣା ଘଟିଥିଲା। ଅନୁଗୋଳ ରୁ ପୁରୀ ଅଭିମୁଖେ ସୋମବାର ଏକ ପରିବାର କାର ଯୋଗେ ଯାଇଥିଲେ। ରାତିରେ ଫେରୁଥିବା ସମୟରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ନିଧିପୁର ଗଢା ବନ୍ୟା ଜଳରେ ବୁଡି ଯାଇଥିଲା। କାର…
ଅଧିକ ଖବର ଦେଖନ୍ତୁ...

ଚୀନର ଜାହାଜକୁ ନେଇ ଭାରତ ଚିନ୍ତିତ କାହିଁକି ?

ନୂଆଦିଲ୍ଲୀ : ଭାରତର ଆପତ୍ତି ସତ୍ତ୍ବେ ଚୀନର ଗୁପ୍ତଚର ଜାହାଜ ଉଆଙ୍ଗ ଓ୍ବାଙ୍ଗ ୫ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିଯାଇଛି । ଚୀନଠାରୁ ଋଣ ନେଇ ଋଣଗ୍ରସ୍ତ ହୋଇପଡ଼ିଥିବା ଶ୍ରୀଲଙ୍କା ପାଇଁ ଏହି ଜାହାଜକୁ ଅନୁମତି ଦେବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା । କାରଣ ଋଣ ଶ୍ରୀଲଙ୍କା…
ଅଧିକ ଖବର ଦେଖନ୍ତୁ...

ଟ୍ରୋଲିଂ ମୋ ପାଇଁ ନୂଆ ନୁହେଁ, ଛୋଟ ବେଳୁ ହୋଇ ଆସୁଛି: ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବେ ନିଜର ଆଗାମୀ ଚଳଚ୍ଚିତ୍ର 'ଲାଇଗର' ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଅଗଷ୍ଟ ୨୫ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ବିଜୟ ଦେବରକୋଣ୍ଡା 'ଲାଇଗର' ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଜୟଙ୍କ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ୩ ନଦୀରେ ଜଳସ୍ତର ହ୍ରାସ: ଏବେ ବି ପାଣିଘେରରେ ୫୦ରୁ ଅଧିକ ଗାଁ, ଜଳ ନିଷ୍କାସନ ପ୍ରମୁଖ ସମସ୍ୟା

ବାଲେଶ୍ବର: ଲଗାତାର ୬ ଦିନ ଧରି ଲଘୁଚାପଜନିତ ଅବିଶ୍ରାନ୍ତ ବର୍ଷା‌ ପରେ ବାଲେଶ୍ବର ଜିଲ୍ଲାର ପ୍ରମୁଖ ୩ ନଦୀର ଜଳସ୍ତର ବୃଦ୍ଧି ପାଇ ନଦୀକୂଳବାସୀଙ୍କୁ ଆତଙ୍କିତ କରିଥିଲା। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା‌ରେ ଜଳସ୍ତର କମୁଥିବା ବେଳେ ଜଳକା ନଦୀର ଜଳସ୍ତର ଏବେ ବି ବିପଦସଙ୍କେତ ଉପରେ…
ଅଧିକ ଖବର ଦେଖନ୍ତୁ...

ପୁଅ ଆଗରେ ବୁଢ଼ାବଳଙ୍ଗରେ ଭାସିଗଲେ ମହିଳା, ମା’କୁ ଝୁରିଝୁରି ନଦୀକୂଳରେ ବସିଛି ପୁଅ

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଜୁଆଳିକଟା ଗ୍ରାମର ଜଣେ ମହିଳା ନିଜ ପୁଅ ଆଖିଆଗରେ ବୁଢ଼ାବଳଙ୍ଗ ନଦୀସୁଅରେ ଭାସିଯାଇଛନ୍ତି। ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ; ଗ୍ରାମର ସ୍ବର୍ଗତ ମଙ୍ଗଳ ସିଂଙ୍କ…
ଅଧିକ ଖବର ଦେଖନ୍ତୁ...

ଏପର୍ଯ୍ୟନ୍ତ ସାରା ଦେଶରେ ସ୍ବାଭାବିକଠାରୁ ୮% ଅଧିକ ବର୍ଷା : ସ୍କାଏମେଟ୍

ନୂଆଦିଲ୍ଲୀ : ଦେଶରେ ଜୁନ୧ରୁ ଅଗଷ୍ଟ ୧୫ ମଧ୍ୟରେ ସ୍ବାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ଜଣାପଡ଼ିଛି । ତେବେ କେତେକ ରାଜ୍ୟରେ ଚିନ୍ତାଜନକ ଭାବେ କମ ବର୍ଷା ହୋଇଥିବାବେଳେ କେତେକ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।…
ଅଧିକ ଖବର ଦେଖନ୍ତୁ...

‘ଲାଲ ସିଂ ଚଢ଼ା’ ଫ୍ଲପ ହେବା ପରେ ବିତରକମାନଙ୍କୁ କ୍ଷତିପୂରଣ ଦେବେ ଆମୀର !

ମୁମ୍ବାଇ: ବିତରକମାନଙ୍କୁ କ୍ଷତିପୂରଣ ଦେବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୫୦କୋଟିରୁ କମ୍ ରୋଜଗାର କରିଛି। ଆମୀର ଖାନଙ୍କ ଜାତୀୟ ବିରୋଧୀ ବକ୍ତବ୍ୟକୁ ମନେ ପକାଇ ଲୋକମାନେ ଏହି ଫିଲ୍ମକୁ ବଏକଟ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରର ଆଦେଶ ନଥାଇ କିଭଳି ବିଲକିସ୍ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କଲା ଗୁଜରାଟ? ନିଷ୍ପତ୍ତିକୁ ନେଇ ବିବାଦ

ଗାନ୍ଧିନଗର: ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧ୍ରା କାଣ୍ଡ ସମୟରେ ଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋଙ୍କ ସମସ୍ତ ୧୧ଜଣ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯାଇଛି। ରାଜ୍ୟ କଏଦୀ ମୁକ୍ତି ନୀତି ଅନୁଯାୟୀ ୧୫ବର୍ଷ କାରାଦଣ୍ଡ ଭୋଗିବା ପରେ ଗୁଜୁରାଟ ସରକାର ସମସ୍ତ ଦୋଷୀଙ୍କୁ ମୁକ୍ତ…
ଅଧିକ ଖବର ଦେଖନ୍ତୁ...