Daily Archives

August 16, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଉତ୍ସାହରେ ପୂର୍ଣ୍ଣ ରହିବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ଲାଗି ନିଷ୍ପତ୍ତି ନେବେ। ଘର ପାଇଁ ଜିନିଷ କିଣିବେ। ‌ ବୃଷ: ବ୍ୟବସାୟୀଙ୍କୁ କୌଣସି ବଡ଼ କଂପାନିରୁ ଅର୍ଡର ମିଳିବ। ପାରିବାରିକ…
ଅଧିକ ଖବର ଦେଖନ୍ତୁ...

ମହାନଦୀର ପଛୁଆ ପାଣି: ୩ ପଞ୍ଚାୟତର ୧୦ ଗାଁରେ ବଢ଼ି ପାଣି 

ଖୋର୍ଦ୍ଧା: ମହାନଦୀର ପଛୁଆ ପାଣି ଯୋଗୁଁ ଏହାର ଶାଖା ନଦୀ-ରାଜୁଆ, ମଲାଗୁଣି, ମକରା ଆଦି ନଦୀ ନିକଟରେ ଥିବା ଗାଁ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବଢ଼ି ପାଣି ଯୋଗୁଁ ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତର ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମହାନଦୀରେ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ବନ୍ୟା: ମୁଣ୍ଡୁଳିରେ ରାତି ୩ଟା ଯାଏଁ ପିକ୍‌-ଫ୍ଲୋ ଜାରି ରହିପାରେ

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀରେ ବନ୍ୟାଜଳ ଫୁଲିଛି। ଏବେ ମହାନଦୀର ବନ୍ୟାଜଳ ପିକ୍‌-ଫ୍ଲୋ ଦେଇ ଗତି କରୁଛି।  ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

କମିଲା ବର୍ଷା, ସତର୍କ ସଙ୍କେତ ତଳେ ବଂଶଧାରା ଓ ନାଗାବଳୀ

ରାୟଗଡ଼ା: ଲଘୁଚାପ ପ୍ରଭାବରେ ସପ୍ତାହେ ଧରି ଲାଗି ରହିଥିବା ବର୍ଷା ସ୍ଥିତିରେ ସୁଧାର ଆସିଛି। ସୋମବାର ମଧ୍ୟାହ୍ନରୁ ପାଗ ଶୁଖିଲା ଯୋଗୁ ରାୟଗଡ଼ାରୁ ଟଳିଛି ବନ୍ୟା ଆଶଙ୍କା। ସେପଟେ ଜିଲ୍ଲାର ଦୁଇ ପ୍ରମୁଖ ନଦୀ ବଂଶଧାରା, ନାଗାବଳୀ ଜଳସ୍ତର ହ୍ରାସ ପାଇ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପୁଣି ଥରେ ବୃଦ୍ଧି ପାଉଛି କରୋନା; ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି ଚିନ୍ତାଜନକ ଭାବେ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ଭିତରେ ପ୍ରତିଦିନ ଦୁଇ ହଜାର କିମ୍ବା ତାଠାରୁ ଅଧିକ ନୂଆ ମାମଲା ରେକର୍ଡ ହେଉଛି। କିନ୍ତୁ ଏସବୁ ମଧ୍ୟରେ ମୃତ୍ୟୁ ସଂଖ୍ୟା ବି ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ଭବିଷ୍ୟତରେ କ୍ରିକେଟ୍ ଖେଳାଳିମାନେ କ’ଣ କେବଳ ଆଇପିଏଲ୍ ଖେଳିବେ ?

ନୂଆଦିଲ୍ଲୀ : ଭବିଷ୍ୟତରେ କ୍ରିକେଟ୍ ଖେଳାଳିମାନେ କ’ଣ କେବଳ ଆଇପିଏଲ୍, ବିବିଏଲ ପରି ଫ୍ରାଞ୍ଚାଇଜି ଲିଗ୍ ଖେଳିବେ ? କ’ଣ ଆଗକୁ ଟେଷ୍ଟ ଓ ଦିନିକିଆ କ୍ରିକେଟ ଲୋପପାଇଯିବ ? ଏପରି ପ୍ରଶ୍ନ ପଚାରିଛନ୍ତି ଭାରତର କିମ୍ବଦନ୍ତି କ୍ରିକେଟିୟର କପିଳ ଦେବ । ଟି୨୦ ଲିଗ୍ କ୍ରିକେଟ ଯେପରି…
ଅଧିକ ଖବର ଦେଖନ୍ତୁ...

ଦେଓନଦୀ ବନ୍ୟାଜଳ ଘେରରେ ୯ ଗାଁ

କରଞ୍ଜିଆଗୋଲେଇ/ସିଙ୍ଗଡ଼ା: ଦେଓନଦୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଦେଓନଦୀ ପାଣି କ୍ରମଶଃ ବୃଦ୍ଧି ପାଉଛି। ଏହି ନଦୀ ଜଳ ଦ୍ୱାରା ଦୁଧିଆଣି ପଞ୍ଚାୟତର ୯ ଗାଁ ଲୋକେ ପାଣି ଘେରାରେ ରହିଛନ୍ତି। ପୁରୁଣା ପାଣି, ସାନ ବାରାକାମୁଡା, ବଡ଼ ବାରକାମୁଡା, ଜଲଦା, କଦଳୀବାଡି, ଦୁଧିଆଣି, ଅଳାକଟା,…
ଅଧିକ ଖବର ଦେଖନ୍ତୁ...

‘ଲାଲ ସିଂ ଚଡ୍ଡା’ ପାଇଁ ଏହି ବ୍ୟକ୍ତିଙ୍କ ଠାରୁ ପଞ୍ଜାବୀ ଶିଖିଥିଲେ ଆମୀର

ନୂଆଦିଲ୍ଲୀ: ଭାଷା ଏବଂ କଥାବାର୍ତ୍ତା ତାଲିମରେ କୁଲବିନ୍ଦର ବଖଶିଶ ଏକ ଜଣାଶୁଣା ନାମ । ସେ ଜଣେ ଅଭିଜ୍ଞ ଥିଏଟର କଳାକାର ମଧ୍ୟ । ଗ୍ୱାଲିଅରର ଏହି ବ୍ୟକ୍ତି 'ଲାଲ ସିଂ ଚଡ୍ଡା' ପାଇଁ ଆମୀର ଖାନଙ୍କୁ ପଞକଜାବୀ ଭାଷା ତାଲିମ ଦେଇଥିଲେ। ଆମୀର ଖାନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ସେ କୁହନ୍ତି…
ଅଧିକ ଖବର ଦେଖନ୍ତୁ...

ଏନଆଇଟିଏଫ ପରିସରରେ ଆଜାଦୀକା ଅମୃତ ମହୋତ୍ସବ : କଲେଜ ପରିସରରେ ହେଲା ପତାକା ବଣ୍ଟନ ଓ ବୃକ୍ଷରୋପଣ

ଭୁବନେଶ୍ବର:  ଆଜାଦୀକା ଅମୃତ ମହୋତ୍ସବ ପାଳନ କରିଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ ଏବଂ ଏଆଇସି-ଏନଆଇଟିଏଫ । ଏହି ଅବସରରେ  ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ଜାତୀୟ ପତାକା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡ. ତପନ କୁମାର ଚାନ୍ଦ…
ଅଧିକ ଖବର ଦେଖନ୍ତୁ...

୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମୁଖ୍ୟ କିରାଣୀ

ଦେବଗଡ: ୫୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଭିଜିଲାନ୍ସ ହାତରେ ଆଜି ଧରାପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ତହସିଲରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଶ୍ରୀ କାଲୋ ଅଭିଯୋଗକାରୀଙ୍କ ସପକ୍ଷରେ ଆରଆରରେ ପ୍ରଦାନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...