Daily Archives

August 17, 2022

ମହନଦୀର ପଛୁଆ ପାଣିରେ ଖୋର୍ଦ୍ଧା ଜିଲ୍ଲାର ୫୪ ଗାଁର ୨୦ ହଜାର ଲୋକ ପ୍ରଭାବିତ

ଖୋର୍ଦ୍ଧା: ମହାନଦୀରେ ପଛୁଆ ପାଣି ପାଇଁ ଖୋର୍ଦ୍ଧା ଜିଲ୍ଲାରେ ମହାନଦୀର ଶାଖା ନଦୀ ରାଜୁଆ, ଦୟା, ମଲାଗୁଣି, ମକରା ଆଦି ନଦୀରେ ବଢ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜିଲ୍ଲାର ୫ଟି ବ୍ଲକର ୫୪ଟି ଗାଁର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାଥମିକ ଆକଳନରେ ବାଲିପାଟଣା ବ୍ଲକର ଚାଷଜମିର…
ଅଧିକ ଖବର ଦେଖନ୍ତୁ...

ଏମ୍‌ଭି -୪୩ ଗ୍ରାମରେ ପ୍ରସ୍ତାବିତ ରେଲବାଇ ପ୍ରକଳ୍ପ ପାଇଁ ପଲ୍ଲୀସଭା

ମାଲକାନଗିରି: ମାଲକାନଗିରି ପୌର ପରିଷଦ ଅଧୀନରେ ରହିଥିବା ଏମଭି-୪୩ ଗ୍ରାମରେ ରେଲବାଇ ପକ୍ଷରୁ ଜମିଅଧିଗ୍ରହଣ ପାଇଁ ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷ ମନୋଜ ବାରିକ, ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମି, ପୌର ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ,…
ଅଧିକ ଖବର ଦେଖନ୍ତୁ...

ଜୟପୁରରୁ ପରୀକ୍ଷାମୂଳକ ଭାବେ ବିଶାଖା‌ପାଟଣାକୁ ଉଡ଼ିଲା ବିମାନ

ଜୟପୁର: ଡିଜିସିଏ ପକ୍ଷରୁ ଲାଇସେନସ୍ ପାଇବା ମାତ୍ରକେ ଜୟପୁର ବିମାନବନ୍ଦରରୁ ବିମାନ ଉଡିବା ଆରମ୍ଭ ହେବ। ଏଠାରୁ ବିମାନ ଉଡ଼ାଇବା ପାଇଁ ବିଡ଼୍ ପାଇଥିବା ‘ ଇଣ୍ଡିଆ ୱାନ୍ ଏୟାର’ ପକ୍ଷରୁ ଏଥି ପାଇଁ ପୂର୍ବରୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ବରକୁ ବିମାନ ଉଡ଼ାଇ ଆସୁଛି। ଏବେ ନୂଆ କରି ବିଶାଖାପାଟଣାକୁ…
ଅଧିକ ଖବର ଦେଖନ୍ତୁ...

କାବୁଲ: ମଦ୍ରାସାରେ ବିସ୍ଫୋରଣ, ୨୦ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମଦ୍ରାସାରେ ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ତାଲିବାନ ଗୁପ୍ତଚର ସଂସ୍ଥାର ଜନୈକ ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣ ସ୍ଥଳକୁ ଯାଞ୍ଚ କରାଯାଉଛି। ମୃତ ଓ ଆହତଙ୍କ ଭିତରେ ୩୫…
ଅଧିକ ଖବର ଦେଖନ୍ତୁ...

ବିଶ୍ବରେ ପୁଣି କାୟା ବିସ୍ତାର କରୁଛି ମଙ୍କିପକ୍ସ, ୩୫ ହଜାର ରୋଗୀ ଚିହ୍ନଟ: ହୁ

ଜେନେଭା: ବିଶ୍ବରେ ପୁଣି କାୟା ବିସ୍ତାର କରିବାରେ ଲାଗିଛି ମଙ୍କିପକ୍ସ। ୯୨ ଦେଶରେ ପ୍ରାୟ ୩୫ ହଜାର ରୋଗୀ ଚିହ୍ନଟ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଛି। ବୁଧବାର ହୁ ମୁଖ୍ୟ ଡ. ଟେଡ୍ରସ ଅଧାନମ ଘ୍ରେବ୍ରେୟେସୁସ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ସପ୍ତାହରେ ୭୫୦୦…
ଅଧିକ ଖବର ଦେଖନ୍ତୁ...

ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରୁଛି କି ଭାରତ ? ଗୋପନ ରୁଷ ଗସ୍ତରେ ଡୋଭାଲ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭୫ ଦିନରେ ପହଞ୍ଚିଥିଲେ ବି କେବେ ଶେଷ ହେବ, ସେ ନେଇ କେହି ଆକଳନ କରିପାରୁନାହାନ୍ତି । ଏହି ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବର ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ଭାରତ ଏକ ଆଶାର ଆଲୋକ ସୃଷ୍ଟି କରିଥିବା କୁହାଯାଉଛି…
ଅଧିକ ଖବର ଦେଖନ୍ତୁ...

କେବିସିର ୧୪ତମ ସିଜିନ ପାଇଁ କେତେ ପାରିଶ୍ରମିକ ନେଉଛନ୍ତି ବିଗ୍ ବି?

ମୁମ୍ବାଇ: ଅଗଷ୍ଟ ୭ରେ କୌନ ବନେଗା କରୋଡପତୀ(କେବିସି) ର ନୂଆ ସିଜିନ ଆରମ୍ଭ ହୋଇଛି। ଏହା କେବିସିର ୧୪ତମ ସିଜିନ ହୋଇଥିବା ବେଳେ ଆଜି ବି ଲୋକଙ୍କ ମଧ୍ୟରେ ଏହି ସୋ’କୁ ନେଇ କ୍ରେଜ ରହିଛି। ବର୍ଷ ପରେ ବର୍ଷ ଗଡି ଚାଲିଥିବା ବେଳେ ଏହି ସୋ’ର ଟିଆରପି ବଢ଼ି ବଢ଼ି ଚାଲିଛି। ଏହା ସହ କେବିସିରେ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତେଶ୍ୱର ପୀଠର ବିକାଶ ହେବ; ପରିଦର୍ଶନ କଲେ ୪ ବିଧାୟକ

ବୈପାରିଗୁଡ଼ା: ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପରିଦର୍ଶନ କରିଛନ୍ତି ୪ ବିଧାୟକ ଏବଂ ଜିଲ୍ଲା ସଭାପତି। କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ପାଣିଗ୍ରାହୀ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ, ପଟାଙ୍ଗି ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଟିକା ନେଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ାରେ ଜଣେ ଶିଶୁକନ୍ୟା  ବୁଧବାର ଟିକା ନେବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକ ପାପଡାହାଣ୍ଡି ମେଡିକାଲ ଅଧିକାରୀ ପ୍ରିୟ ରଞ୍ଜନ ବାହାଲିଙ୍କୁ  ଲିଖିତ…
ଅଧିକ ଖବର ଦେଖନ୍ତୁ...

ସବରକର ପୋଷ୍ଟର ବିବାଦ : ପରସ୍ପରକୁ ଦାୟୀ କଲେ ବିଜେପି, କଂଗ୍ରେସ

ବେଙ୍ଗାଲୁରୁ : କର୍ଣ୍ଣାଟକର ଶିବମୋଗା ଓ ଅନ୍ୟକେତେକ ସ୍ଥାନରେ ସବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ଦେଖାଦେଇଥିବା ସାଂପ୍ରଦାୟିକ ବିବାଦକୁ ନେଇ ପରସ୍ପରକୁ ଦାୟୀ କରିଛନ୍ତି ବିଜେପି ଓ କଂଗ୍ରେସ । ଏହି ଉତ୍ତେଜନା ପାଇଁ କଂଗ୍ରେସକୁ ଦାୟୀ କରି ବିଜେପି ବିଧାୟକ କେ.ଏସ. ଇଶ୍ବରପ୍ପା…
ଅଧିକ ଖବର ଦେଖନ୍ତୁ...