Daily Archives

August 18, 2022

ଭଞ୍ଜନଗର ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ପାଳନ

ଭଞ୍ଜନଗର: ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢ଼ାଳ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବ‌େ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପଦ୍ମନାଭ ପ୍ରଧାନ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ କୃଷ୍ଣ ବେଶ ଧାରଣ…
ଅଧିକ ଖବର ଦେଖନ୍ତୁ...

ପଶିଲା ମହାନଦୀ ପଛୁଆ ପାଣି: ଖୋର୍ଦ୍ଧା ବ୍ଲକରେ ବନ୍ୟା ପ୍ରଭାବିତ ଗାଁ ସଂଖ୍ୟା ୧୧କୁ ବୃଦ୍ଧି

ଖୋର୍ଦ୍ଧା: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା । ରାଜୁଆ-ଦୟା ନଦୀରେ ତିରିମଲ ଓ କଂଟାବଣିଆ ୪ରୁ ଊର୍ଦ୍ଧ୍ବ ଘାଇ ପରେ ପାଣି ଆଜି ଧଉଳିମୁହଁର ଚାଷ ଜମିକୁ ଡୁବାଇବା ସହ ଶରଧାପୁର ଗାଁ ମଧ୍ୟରେ ପାଣି ପଶିଛି । ଏହା ସହ ଖୋର୍ଦ୍ଧା ବ୍ଲକରେ ବନ୍ୟା ପ୍ରଭାବିତ ଗାଁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି…
ଅଧିକ ଖବର ଦେଖନ୍ତୁ...

ଷ୍ଟେଟ୍ ବ୍ୟାଙ୍କର ୧୧ କୋଟିର କଏନ ନେଲା କିଏ ? ଖୋଜୁଛି ସିବିଆଇ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ଏକ ଅଜବ ମାମଲାର ତଦନ୍ତ କରୁଛି । ରାଜସ୍ଥାନର କରୌଲିରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଶାଖାରୁ ପ୍ରାୟ ୧୧ କୋଟି ଟଙ୍କାର ଖୁଚୁରା ପଇସା (କଏନ) ଗାଏବ ହୋଇଯାଇଛି । ଏସବୁ କଏନ କୁଆଡେ ଗଲା ତାହା ସିବିଆଇ ଖୋଜୁଛି । ଏହି ମାମଲାରେ ସିବିଆଇ ଆଜି…
ଅଧିକ ଖବର ଦେଖନ୍ତୁ...

ତାଙ୍କର କିଛି ବି ଭୁଲ ନାହିଁ, ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ଅଭିନେତ୍ରୀ: ଜାକ୍‌ଲିନଙ୍କ ଓକିଲ

ନୂଆଦିଲ୍ଲୀ: ୨୧୫ କ‌ୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଅଭିଯୁକ୍ତ କରିଛି। ଏହା ସହ ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି। ଏଭଳି ହେବା ପରେ ଅଭିନେତ୍ରୀ ଷଡ଼ଯନ୍ତ୍ରର…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ‌ଦୁଇ ରାୟଗଡ଼ା ଜିଲ୍ଲା ଟପର୍‌ ଛାତ୍ରଙ୍କ ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କଲେ ଗୁହାରି

ରାୟଗଡ଼ା: ମୁଣ୍ଡ ଗୁଞ୍ଜିବାକୁ ଚାଳ ଖଣ୍ଡିଏ ନାହିଁ। ପର ଘରେ ବିତୁଛି ଜୀବନ। ବୃତ୍ତିରେ ବାପା ଚାଷୀ। ମାଆ ପରିବା ବିକାଳୀ। ଦାରିଦ୍ର୍ୟ ସହ ଲଢ଼େଇ କରି ଉଚ୍ଚ ଶିକ୍ଷା ପାଇଁ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ବାପା, ମାଆ ଯେଉଁ କିଛି ସ୍ବଳ୍ପ ଅର୍ଥ ଦେଉଛନ୍ତି ତାର ମୂଲ ଶୁଝିବାକୁ ପଣ କରିଛି ପୁଅ।…
ଅଧିକ ଖବର ଦେଖନ୍ତୁ...

ଜନ୍ମାଷ୍ଟମୀ ଉପଲକ୍ଷେ ଇସ୍କନ କୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କଲେ ଋଷି ସୁନକ୍

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଜନ୍ମାଷ୍ଟମୀ ଉପଲକ୍ଷେ ଲଣ୍ଡନରେ ଥିବା ଇସ୍କନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏକ ଟ୍ବିଟ କରି ସୁନକ ଲେଖିଛନ୍ତି ଯେ “ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀର ଅବ୍ୟବହିତ ପୂର୍ବରୁ ଆଜି ମୁଁ ଓ ମୋ…
ଅଧିକ ଖବର ଦେଖନ୍ତୁ...

ପ୍ରକୃତ ବୟସ ଲୁଚାଇବା ସହ ଶାରୀରିକ ସମ୍ପର୍କ ରଖୁନଥିଲା ସ୍ତ୍ରୀ, ହତ୍ୟା କରି ପୁଲିସକୁ ନିଖୋଜ ଥିବା କହିଲା ସ୍ବାମୀ

ବେଙ୍ଗାଲୁରୁ: ପ୍ରକୃତ ବୟସ ଲୁଚାଇବା ସହ ଶାରୀରିକ ସମ୍ପର୍କ ରଖୁନଥିଲା ସ୍ତ୍ରୀ। ହତ୍ୟା କରି ପୁଲିସକୁ ନିଖୋଜ ଥିବା କହିଲା ସ୍ବାମୀ। ବେଙ୍ଗାଲୁରୁରେ ରହୁଥିବା ବିହାରର ଜଣେ ଯୁବକ ଏଭଳି ଜଘନ୍ୟ କାମ କରିଥିବା ଜଣାପଡ଼ିଛି। ସ୍ତ୍ରୀକୁ ହତ୍ୟା କରି ଶିରାଡି ଘାଟରେ ପୋତିଦେବା ସହ ନିଖୋଜ ଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ‌ ବୃଷ: କାରବାରରେ ଧନଲାଭ ହୋଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ଯୋଗୁଁ କ୍ୟାରିୟରର ଦିଗ ବଦଳିବ।…
ଅଧିକ ଖବର ଦେଖନ୍ତୁ...

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ରେମୁଣା: ବାଲେଶ୍ବର ଜିଲ୍ଲା ରେମୁଣା ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଇଯାଇଛି। ଭୋର ସମୟରୁ ପୂଜାର୍ଚ୍ଚନା କରାଯିବା ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେଇଛି। ମନ୍ଦିର ପରିସର‌ ଆଜି ଦିନସାରା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଆଜିଠାରୁ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଡ୍ୟାମ୍‌ରୁ ଆଜି ୧୨ଟି ଗେଟ୍‌ ବନ୍ଦ କରାଯିବା ପରେ ୨୮ଟି ଗେଟ୍‌ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର: ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଅଜି ୩ଟି ପର୍ଯ୍ୟାୟରେ ୧୨ଟି ଗେଟ୍‌ ବନ୍ଦ କରାଯାଇଛି । ଜଳଭଣ୍ଡାରରୁ ଏହି ୧୨ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ରାତି ୯ଟାରେ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୨୦ଟି…
ଅଧିକ ଖବର ଦେଖନ୍ତୁ...