Daily Archives

August 18, 2022

ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ ଉତ୍ସବ

ଭୁବନେଶ୍ବର: ସ୍ଥାନୀୟ ପଟିଆର କ୍ରିଷ୍ଟାଲରେ ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଉଛି। ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ହେବା ପରେ ବହୁ ଆଡମ୍ବରରେ ମାଖନ, ଦହି, ମହୁ,ଗୋଲାପ ଜଳ, ପଞ୍ଚାମୃତ, ଜଳ ବିଭିନ୍ନ ପ୍ରକାରର ଫଳରେ ଅଭିଷେକ କରାଯାଉଛି । ଏହା ପରେ ୫୬ ପ୍ରକାଶ ମିଠା ଭୋଗ କରିବା…
ଅଧିକ ଖବର ଦେଖନ୍ତୁ...

ଡାବୁଗାଁ ବନ ବିଭାଗ ଦ୍ବାରା ୭ ଫୁଟର ଅଜଗର ଉଦ୍ଧାର 

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କୁସୁମବନ୍ଧ ଗ୍ରାମ ନିକଟରେ ଏକ ସାଢେ଼ ୭ ଫୁଟ ଲମ୍ବର ବିରାଟ ଅଜଗର ସାପକୁ ଆଜି ଡାବୁଗାଁ ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ପରେ ଅଜଗର ସାପର ପ୍ରାଥମିକ ଚିକିତ୍ସା କରାଯାଇ ପୁଣି ଜଙ୍ଗଲରେ ଛାଡ଼ି ଦିଆ ଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଅନ୍ଧାର ହୋଇଯିବ କି ଏକି ୧୩ଟି ରାଜ୍ୟ, ବିଜୁଳି କିଣିବା ଉପରେ କଟକଣା ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ :  ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ବିଜୁଳି ସଂକଟ ବଢିବାର ଆଶଙ୍କା ଦେଖାଦେଇଛି । ବିଜୁଳି ଉତ୍ପାଦନ କରୁଥିବା ପାଓ୍ବାର ପ୍ଲାଣ୍ଟ ମାନଙ୍କ ବିପୁଳ ଦେୟ ବକେୟା ରଖିଥିବାରୁ ଏସବୁ ରାଜ୍ୟମାନଙ୍କୁ ପାଓ୍ବାର ଏକ୍ସଚେଞ୍ଜଗୁଡ଼ିକରୁ ବିଜୁଳି କିଣିବା ଉପରେ କଟକଣା ଲଗାଇଛି…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ‘ସମ୍ବାଦ ଭବନ’ରେ ମେଗା ରକ୍ତଦାନ ଶିବିର, ଅଂଶଗ୍ରହଣ କଲେ ୧୦୧ ସ୍ବେଚ୍ଛା ରକ୍ତଦାତା

ବାଲେଶ୍ବର: ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆଜି ‘ସମ୍ବାଦ ଭବନ’ରେ ‘ଯୁବ ସ୍ବାଭିମାନ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ଯେମିତି ଝିଅମାନେ ପ୍ରେମିକ ବଦଳାନ୍ତି, ନୀତୀଶ ସେଭଳି ସରକାର ବଦଳାଉଛନ୍ତି: କୈଲାଶ ବିଜୟବର୍ଗିୟ

ପାଟନା: ମହାଗଠବନ୍ଧନ ସହ ହାତ ମିଳାଇ ବିହାରରେ ନୂତନ ସରକାର ଗଠନ କରିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା କୈଲାଶ ବିଜୟବର୍ଗିୟ। ବିଦେଶରେ ଝିଅମାନେ ପ୍ରେମିକ ବଦଳାଇବା ଭଳି ନୀତୀଶ କୁମାର ସରକାର ବଦଳାଉଥିବା କହି ତାଙ୍କୁ ସମାଲୋଚନା କରିଛନ୍ତି କୈଲାଶ…
ଅଧିକ ଖବର ଦେଖନ୍ତୁ...

ମଦ ଧରିବାକୁ ଯାଉଥିଲେ; ଧରାପଡ଼ିଗଲା ୪୫୭୨ କିଲୋ ଗଞ୍ଜେଇ, ବିଶାଖାପାଟଣାରୁ ଦିଲ୍ଲୀ ଚାଲାଣ କରୁଥିଲେ ୨ ଅଭିଯୁକ୍ତ

ରାୟଗଡ଼ା: ଗୁଇନ୍ଦା ସୂଚନାକୁ ନେଇ ୨/୩ ଦିନ ଧରି ଚାଲିଥିଲା ପାଟ୍ରୋଲିଂ। ମିଳୁନଥିଲା ସଫଳତା। ଆଜି ସକାଳେ ମଦ ଚଢ଼ାଉ ପାଇଁ ଯାଉଥିଲେ। ସୌଭାଗ୍ୟବଶତଃ ଅବକାରୀ ବିଭାଗ ହାବୁଡ଼ରେ ପଡିଥିଲା ଗଞ୍ଜେଇ ଭର୍ତ୍ତି ଟ୍ରକ୍। ଅଟକ ଟ୍ରକ୍ ଯାଞ୍ଚ ସମୟରେ ୫୦ କି ୧୦୦ ନୁହେଁ ମିଳିଥିଲା ୪୫୭୨ କେଜିରୁ…
ଅଧିକ ଖବର ଦେଖନ୍ତୁ...

ଟ୍ବିଟ୍ ପାଇଁ ସାଉଦୀ ଆରବ ମହିଳାଙ୍କୁ ୩୪ ବର୍ଷ ଜେଲ

ଲଣ୍ଡନ : ଟ୍ବିଟର ବ୍ୟବହାର ପାଇଁ ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷ ଜେଲଦଣ୍ଡାଦେଶ ହୋଇଛି ।  ସେ ଟ୍ବିଟରରେ କେତେକ ଟ୍ବିଟ କରିବା ସହ କେତେକ ଟ୍ବିଟକୁ ରିଟ୍ବିଟ୍ କରିଥିଲେ । ଏହି ଘଟଣାକୁ ନେଇ ସାରା ବିଶ୍ବରେ ସଂପୃକ୍ତ ମହିଳଙ୍କ ପାଇଁ ସମର୍ଥନ ପ୍ରକାଶ ପାଇଛି । ସଲମା-ଅଲ-ସେହାବ ନାମକ…
ଅଧିକ ଖବର ଦେଖନ୍ତୁ...

‘ଜଣେ ଭଲ ମଣିଷ ଓ ତାଙ୍କ ମଣିଷ ପଣିଆ ପାଇଁ କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକ ଅଧିକ ସ୍ମରଣୀୟ’

ଭୁ‌ବନେଶ୍ବର: ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଗୁରୁବାର ଅପରାହ୍ଣରେ ସହିଦ ‌ସ୍ପୋର୍ଟିଂ କ୍ଲବ୍‌ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ପଟ୍ଟନାୟକ ଖେଳ ସାମ୍ବାଦିକ ଭାବେ ଯେତିକି ପରିଚିତ ନଥିଲେ ଜଣେ ଭଲ ମଣିଷ ଓ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ସୁଦ୍ଧା ଭାଙ୍ଗିବ ଟିଏମସି, ଉଦ୍ଧବଙ୍କ ଭଳି ହେବ ଦିଦିଙ୍କ ଅବସ୍ଥା !

କୋଲକାତା: ରାଜ୍ୟସଭାରେ ବିଜେପି ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ଦଳକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଟିଏମସିର ନାଁ ନନେଇ ସେ କହିଛନ୍ତି ଯେ, ଇଡି ଏବଂ ସିବିଆଇ ସେମାନଙ୍କ କାର୍ଯ୍ୟ କରୁଛନ୍ତି।  ଏହି ଦଳ ୬ମାସରୁ…
ଅଧିକ ଖବର ଦେଖନ୍ତୁ...

ଫୁଟବଲ ଖେଳ ହେଲା କାଳ; ଫାଉଲରେ ଗଲା ୧୪ ବର୍ଷୀୟ ନାବାଳକର ଜୀବନ  

କୋରାପୁଟ: ଏମିତି ବି ମୃତ୍ୟୁ ଆସେ! ଫୁଟବଲ ଖେଳୁ ଖେଳୁ ଯେ ଜଣେ ନାବାଳକଙ୍କର ଜୀବନ ଚାଲିଯିବ ତାହା କେବେ କିଏ ଚିନ୍ତା କରିପାରି ନ ଥିବେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ରେଲିକୁମ୍ଭା ଓ ମସ୍ତିପୁଟ ମଧ୍ୟରେ ଚାଲିଥିବା ଫୁଟବଲ ମ୍ୟାଚରେ। ମ୍ୟାଚ ଚାଲିଥିବାବେଳ ରେଲିକୁମ୍ଭା…
ଅଧିକ ଖବର ଦେଖନ୍ତୁ...