Daily Archives

August 19, 2022

ଓଡ଼ିଶାରେ ନିଜ ସେବା ଆରମ୍ଭର ଏକ ବର୍ଷ ପୂରଣ କଲା ଆଇସିଏଲ ଫିନକର୍ପ

ଭୁବନେଶ୍ୱର: ଦକ୍ଷିଣ ଭାରତର ମୁଖ୍ୟ ଏନବିଏଫସି, ଆଇସିଏଲ ଫିନକର୍ପ, ଓଡ଼ିଶାରେ ନିଜର ସେବା ଆରମ୍ଭର ଏକ ବର୍ଷ ପୂରଣ କରିଛି । ଓଡ଼ିଶାରେ ଏହି ଉନ୍ମୋଚନ ଆଇସିଏଲ ଫିନକର୍ପର ସର୍ବଭାରତୀୟ ଉପସ୍ଥିତିର ଆରମ୍ଭ ଏବଂ ସମଗ୍ର ଭାରତର ଲୋକମାନଙ୍କ ପାଇଁ ନିଜର ସେବାଗୁଡ଼ିକୁ ସୁଲଭ କରାଇବା ନେଇ ବ୍ରାଣ୍ଡର…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଆଶଙ୍କା ନାହିଁ, ଗଭୀର ଅବପାତ ସ୍ଥଳ ଭାଗ ଛୁଇଁଲା: ୪ ଜିଲ୍ଲାରେ ବର୍ଷା

ଭୁବନେଶ୍ବର: ସମୁଦ୍ରରେ ସୃଷ୍ଟି ବାତ୍ୟା ଗଭୀର ଅବପାତ ରୂପ ନେଇଛି। ରାତି ପ୍ରାୟ ୯ଟାରେ ପଶ୍ଚିମବଙ୍ଗ ଦୀଘା ନିକଟରେ ଏହା ସ୍ଥଳଭାଗ ଛୁଇଁଛି। ଫଳରେ ନିକଟସ୍ଥ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ବର୍ଷା ଜାରି ରହିଛି। କେନ୍ଦ୍ର ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ…
ଅଧିକ ଖବର ଦେଖନ୍ତୁ...

ବାଘୁନା ଡିଭିଜନରେ ସାମିଲ ହେଲେ ନୂଆ କ୍ୟାଡର୍ଟ, ସୀମାନ୍ତରେ ହାଇଆଲର୍ଟ, କମ୍ବିଂ ଜୋରଦାର

ରାୟଗଡ଼ା: ଆନ୍ଧ୍ର-ଓଡ଼ିଶା ବୋର୍ଡର ଡିଭିଜିନାଲ କମିଟି ଦ୍ବାରା ପରିଚାଳିତ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନରେ ସାମିଲ ହୋଇଛନ୍ତି ନୂଆ କ୍ୟାଡର। ରାୟଗଡ଼ା-କନ୍ଧମାଳ-କଳାହାଣ୍ଡିରେ ସକ୍ରିୟ ଥିବା ବାଘୁନା ଡିଭିଜନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆନ୍ଧ୍ର ଓ ଛତିଶଗଡ଼ କ୍ୟାଡରକୁ…
ଅଧିକ ଖବର ଦେଖନ୍ତୁ...

ଜାପୋରିଝଜିଆ ପରମାଣୁ ଶକ୍ତି କେନ୍ଦ୍ର ପରିଦର୍ଶନ ପାଇଁ ଆଇଏଇଏକୁ ଅନୁମତି ଦେବ ରୁଷ୍

ମସ୍କୋ : ୟୁକ୍ରେନରେ ଥିବା ଜାପୋରିଝଜିଆ ପରମାଣୁ ଶକ୍ତି କେନ୍ଦ୍ରର ସୁରକ୍ଷାକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକାଶ ପାଇଥିବାବେଳେ ଶୁକ୍ରବାରଦିନ ଏକ ଆଶାର ଆଲୋକ ଦେଖାଦେଇଛି । ଏହି ପରମାଣୁ ଶକ୍ତି କେନ୍ଦ୍ରର ସୁରକ୍ଷା ତଦାରଖ ପାଇଁ ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି(ଆଇଏଇଏ)କୁ ଅନୁମତି…
ଅଧିକ ଖବର ଦେଖନ୍ତୁ...

ପ୍ରାଣନାଥ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

ଖୋର୍ଦ୍ଧା: ଆଜି ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ପରୀକ୍ଷାରେ ମୋଟ ଉତ୍ତୀର୍ଣ୍ଣ ହାର ୯୦ ପ୍ରତିଶତ ରହିଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ବେଳେ କଳାରେ ଛାତ୍ରମାନେ ଛାତ୍ରୀଙ୍କ ଠାରୁ ଆଗରେ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଡ୍ରାଇଭରଙ୍କ ଅଜବ ବୁଦ୍ଧି: ଅଧିକ ନ ବୁଲିବା ପାଇଁ ଫୁଟ ଓଭରବ୍ରିଜରେ ନେଲେ ଅଟୋରିକ୍ସା

ମୁମ୍ବାଇ: ରାସ୍ତା ଉପରେ ଫୁଟ ଓଭରବ୍ରିଜ ନିର୍ମାଣ କରାଯାଇଥିବାର ଆପଣ ଦେଖିଥିବେ | ରାସ୍ତାରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବାକୁ ଯେଭଳି କୌଣସି ଲୋକଙ୍କୁ ଅସୁବିଧା ନ ହେବ ସେହି ଲକ୍ଷ୍ୟ ନେଇ ମୁଖ୍ୟତଃ ଫୁଟ ଓଭରବ୍ରିଜ ନିର୍ମାଣ କରାଯାଇଥାଏ | କିନ୍ତୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଫୁଟ…
ଅଧିକ ଖବର ଦେଖନ୍ତୁ...

ବର୍ଷା ଭାଙ୍ଗିଲା ମାଟି ଘର; ପର ଘରେ ଆଶ୍ରୟ ନେଉଛନ୍ତି ବୃଦ୍ଧା, ୪ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ରାଉରକେଲା: ବୃଦ୍ଧାଙ୍କ ବୟସ ୭୫ରୁ ଅଧିକ ହେବ। ପ୍ରାୟ ୫ ବର୍ଷ ପୂର୍ବେ ଭେଣ୍ଡିଆ ପୁଅ ବ୍ରେନ୍‌ ଟ୍ୟୁମରରେ ଆର ପାରିକି ଚାଲିଗଲେ। ଏହା ପୁର୍ବରୁ ଦୁଇ ଝିଅ ଓ ସ୍ବାମୀଙ୍କ ବି ମୃତ୍ୟୁ ହୋଇସାରିଛି। ଢ଼େର୍‌ ପୁରୁଣା ହୋଇଯାଇଥିବା ମାଟି ଘରେ ଏକାକି ରହୁଥିଲେ। ତେବେ ଗତକାଲିର ବର୍ଷାରେ ଏହା…
ଅଧିକ ଖବର ଦେଖନ୍ତୁ...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଭବାନୀପାଟଣା ଜେଲରେ ଥିବା ବିଚାରାଧୀନ କଏଦୀ ହୃଦୟ ପୋଢ଼ (୪୫) ଗୁରୁବାର ସନ୍ଧ୍ୟାରେ ହଠାତ ଅସୁସ୍ଥ ହେବା ପରେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଆଟଲାଣ୍ଟିକ୍ ମହାସାଗର ତଳେ ମିଳିଲା ୮.୫ କିମି ଦୀର୍ଘ ବିଶାଳ ଗର୍ତ୍ତର ସନ୍ଧାନ

ନୂଆଦିଲ୍ଲୀ : ସମୁଦ୍ର ବକ୍ଷରେ ରହିଥିବା ଅନେକ ରହସ୍ୟକୁ ଏବେ ମଧ୍ୟ ମଣିଷ ଭେଦ କରିପାରିନାହିଁ । ଅତୀତରେ ହୋଇଥିବା ଅନେକ ଘଟଣା ଲକ୍ଷ ଲକ୍ଷ ବର୍ଷ ଧରି ସମୁଦ୍ର ତଳେ ଲୁଚିରହିଛି । ନିକଟରେ ଏହିପରି ଏକ ରହସ୍ୟର ସନ୍ଧାନ ମିଳିଛି ଆଟଲାଣ୍ଟିକ୍ ମହାସାଗର ବକ୍ଷରେ । ପଶ୍ଚିମ ଆଫ୍ରିକାର ଗିନି…
ଅଧିକ ଖବର ଦେଖନ୍ତୁ...

ବୁଲୁଛି ଡ୍ରୋନ୍‌ କ୍ୟାମେରା: ରାତିରେ ଜଗୁଛନ୍ତି ଆତଙ୍କିତ ଗ୍ରାମବାସୀ

ସଇନ୍ତଳା: ସଇନ୍ତଳା ବ୍ଲକ୍‌ ଭଦ୍ରା, ଡୁଙ୍ଗୁରିପାଲି ଓ ଘୁନସର ପଞ୍ଚାୟତର କିଛି ଗ୍ରାମରେ ଗତ କିଛିଦିନ ହେଲା ବିଳମ୍ବିତ ରାତିରେ ଡ୍ରୋନ କ୍ୟାମେରା ବୁଲୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି। ରାତିରେ ଗ୍ରାମର ଯୁବକମାନେ ପାଳି କରି…
ଅଧିକ ଖବର ଦେଖନ୍ତୁ...