Daily Archives

August 19, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣଙ୍କ ଉନ୍ନତି ପାଇଁ ରାସ୍ତା ଖୋଲିବ। ବିବାଦୀୟ ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ‌ ବୃଷ: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

୭ ବର୍ଷ ଭିତରେ ୯୦୦ କୋଟି ମୂଲ୍ୟର କ୍ଷେପଣାସ୍ତ୍ର ନିର୍ମାଣ ହେବ : ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟରେ ତିଆରି ହେବ କ୍ଷେପଣାସ୍ତ୍ର। ଉତ୍ତର ପ୍ରଦେଶରେ ପ୍ରତିଷ୍ଠା ହୋଇଥିବା ଦେଶର ଦ୍ବିତୀୟ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରିଡରରେ ଏହା ତିଆରି ହେବ। ଏକଥା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  ଅତ୍ୟାଧୁନିକ ପାରାସୋନିକ୍ କ୍ରୁଜ୍…
ଅଧିକ ଖବର ଦେଖନ୍ତୁ...

ଗ୍ଲାମର ଦୁନିଆ ଛାଡି ସନ୍ୟାସିନୀ ହୋଇଗଲେ ଏହି ଟେଲି ଅଭିନେତ୍ରୀ

ମୁମ୍ବାଇ: ଗ୍ଲାମର ଇଣ୍ଡଷ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ | ଏହି ଚକାଚକ ଦୁନିଆରେ କାମ କରୁଥିବା ଅଭିନେତା/ଅଭିନେତ୍ରୀଙ୍କ ଟିକେ ଝଲକ ପାଇବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ଏହି ଦୁନିଆରେ ଅଭିନୟ କରୁଥିବା ଏମିତି କିଛି ଅଭିନେତା ଓ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ନାବାଳକ ମୃତ

ଇବ୍‌ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବତଳଗା ଗ୍ରାମର ମୋତିରାମ ରୋହିଦାସ (୧୨)ଙ୍କ ବଜ୍ରପାତରେ ଗୁରବାର ରାତିରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରଥ ରୋହିଦାସ ଓ ତାଙ୍କ ପୁଅ ମୋତିରାମ ରୋହିଦାସ ମାଛ ଧରି ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାର କୂଳରେ ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଡ୍ୟାମ୍‌ରୁ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି, ମହାନଦୀର ତଳିଆ ଅଞ୍ଚଳରେ ସୁଧୁରୁଛି ଅବସ୍ଥା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଅଜି ୨ଟି ପର୍ଯ୍ୟାୟରେ ୮ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ରାତି ୯ଟାରେ ବି ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୧୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୬ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି…
ଅଧିକ ଖବର ଦେଖନ୍ତୁ...

କାଦୁଅ ରାସ୍ତା ଯୋଗୁ ଯାଇପାରିଲାନି ଆମ୍ବୁଲାନ୍ସ ଷ୍ଟ୍ରେଚର୍‌ରେ ବୁହା ହେଲେ ରୋଗୀ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗ୍ରାମ ପଂଚାୟତର କୁଣ୍ଡାପିଠା ଗ୍ରାମର ତଳସାହିକୁ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ ଷ୍ଟେଚରେ ବୋହି ଗାଡ଼ି ନିକଟକୁ ଆଣିଥିଲେ। ସୂଚନା ଅନୁଯାୟୀ, କୁଣ୍ଡାପିଠା ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ହସପିଟାଲରୁ ନବଜାତ ଶିଶୁ ଚୋରି: ଷ୍ଟେସନରୁ ଉଦ୍ଧାର କଲା ପୁଲିସ୍, ବିହାରୀ ମହିଳା ଗିରଫ  

ବିଷମକଟକ: ଆଶା କର୍ମୀ ପରିଚୟ ଦେଇ ବିଷମକଟକ ଖ୍ରୀଷ୍ଟି୍ୟାନ୍ ହସପିଟାଲରୁ ନବଜାତ ଶିଶୁକୁ ଚୋରି କରି ନେଇଛନ୍ତି ବାହାର ରାଜ୍ୟ ମହିଳା। ପୁଲିସର ଛାନଭିନ୍ ପରେ ବିଷମକଟକ ରେଳ ଷ୍ଟେସନରୁ ଶିଶୁକୁ ଉଦ୍ଧାର କରିବା ସହ ରୂପାଲୀ ଦେବୀ ନାମକ ଜଣେ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍।…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ ଓ ବାଲେଶ୍ବର ଜିଲ୍ଲାରେ ସାରା ରାତି ବର୍ଷିବ: ଏସ୍‌ଆରସି

ଭୁବନେଶ୍ବର: ବନ୍ୟା ସ୍ଥିତି ଓ ତାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ ଜେନା ଏହା କହିଛନ୍ତି। ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିସାରିଛି।…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ କିଙ୍ଗ୍ସରୁ ବିଦା ହୋଇପାରନ୍ତି ଅନିଲ କୁମ୍ବଲେ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗ୍ସ ଆସନ୍ତା ସିଜନରେ ଜଣେ ନୂତନ ମୁଖ୍ୟ ପ୍ରଶିକ୍ଷକ ବା ହେଡ଼ କୋଚଙ୍କୁ ନିଯୁକ୍ତି କରିପାରେ | ବାସ୍ତବରେ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେଙ୍କ ଚୁକ୍ତିନାମା ସେପ୍ଟେମ୍ବରରେ ଶେଷ ହେବ। ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଅଧାରେ ଅଟକିଛି ପୋଲ ନିର୍ମାଣ, ବାଜିରେ ଲାଗୁଛି ନିରୀହ ଆଦିବାସୀଙ୍କ ଜୀବନ

ବୋରିଗୁମ୍ମା: କୋରାପୁଟ ଜ଼ିଲ୍ଲା ବୋରିଗୁମ୍ମା ବ୍ଲକର ହରଦାଗୁଡା ପଞ୍ଚାୟତରେ ଗତ ୩ବର୍ଷ ହେବ ସ୍ଥାୟୀ ପଲୋ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି । ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ। ଏଥିରେ ଜରୁରୀକାଳୀନ ଭାବେ ଯାତାୟାତ କରିବା ଲାଗି କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ବର୍ଷାଦିନରେ…
ଅଧିକ ଖବର ଦେଖନ୍ତୁ...