Daily Archives

August 20, 2022

ମହାନଦୀ ପଛୁଆ ପାଣିରେ ସ୍ଥିତି ଅସମ୍ଭାଳ: ଆହୁରି ୫ ଦିନ ଦୁର୍ଦ୍ଦଶା

ଖୋର୍ଦ୍ଧା: ମହାନଦୀର ପଛୁଆ ପାଣି ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ, ଜଟଣୀ ସମେତ୫ଟି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୪ ଦିନ ପରେ ଆଜି ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ଜମି, ଗାଁରେ ଜମି ରହିଥିବା ବନ୍ୟାଜଳ ସଂପୂର୍ଣ୍ଣ ଭାବେ ନିଷ୍କାସନ ହେବାକୁ…
ଅଧିକ ଖବର ଦେଖନ୍ତୁ...

ଘାଟ ବନ୍ଦ ସତ୍ତ୍ବେ କେମିତି ଚାଲୁଥିଲା ଡଙ୍ଗା?

ମହାକାଳପଡ଼ା: ପାରାଦୀପ ଶିଳ୍ପାଞ୍ଚଳରୁ ମହାକାଳପଡ଼ା ବ୍ଲକ୍‌ ରାମନଗର ବାହାକୁଦ ଫେରିଘାଟକୁ ଆସୁଥିବା ଏକ ଯାତ୍ରୀବାହୀ ଡଙ୍ଗା ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଯାଉ ଉଦ୍ଧାର ହୋଇଛି। ଏଥି‌ରେ ଥିବା ୮୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୀର୍ଘ ୪ ଘଣ୍ଟାର କସରତ ପରେ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୨୫ରୁ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ପ୍ରୋପ୍ୟାକ୍ ଓଡ଼ିଶା-୨୦୨୨

ଭୁବନେଶ୍ୱର: ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ ଆଣ୍ଡ୍ ମିଡିୟମ୍ ଏଟଂରପ୍ରାଇଜେସ୍ (ଓସ୍ମି) ପକ୍ଷରୁ ୩୬ତମ ପ୍ରତିଷ୍ଠା ଦିବସକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଉଛି । ଏହି ଅବସରରେ ସଂଘ ପକ୍ଷରୁ ଭୁବନେଶ୍ୱରରେ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍-୨୦୨୨ ଆୟୋଜନ କରାଯିବ । ଏଥି ସହିତ ଭୁବନେଶ୍ୱରର ଜନତା ମୈଦାନ…
ଅଧିକ ଖବର ଦେଖନ୍ତୁ...

କଣ ୟୁପିଆଇ କାରବାର ଉପରେ ଦେୟ ଆଦାୟ କରାଯିବ ?

ମୁମ୍ବାଇ : କଣ ୟୁପିଆଇ (ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ) କାରବାର ଉପରେ ଦେୟ ଆଦାୟ କରାଯିବ ? ଏପରି ଏକ ପ୍ରଶ୍ନ ଏବେ ଗ୍ରାହକମାନଙ୍କ ମନକୁ ଆନ୍ଦୋଳିତ କରୁଛି । କାରଣ ଏସମ୍ପର୍କରେ ବିଭିନ୍ନ ପକ୍ଷ (ବ୍ୟାଙ୍କ, ଏନପିସିଆଇ, ପେମେଣ୍ଟ ବ୍ୟାଙ୍କ, ଗ୍ରାହକ ଇତ୍ୟାଦି)ମାନଙ୍କ ମତାମତ ଆହ୍ବାନ…
ଅଧିକ ଖବର ଦେଖନ୍ତୁ...

ତିନି ରାଜପଥ ଲୁଟେରା ଗିରଫ

ଖୋର୍ଦ୍ଧା: ତିନି ଦିନ ପୂର୍ବେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏକ ଲୁଟ ମାମଲାରେ ଆଜି ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଦର ଥାନା ଅଧିକାରୀ ବିଦିତା ନାୟକଙ୍କ ସୂଚନାନୁସାରେ, ୧୭ ତାରିଖ ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା…
ଅଧିକ ଖବର ଦେଖନ୍ତୁ...

ବୈତରଣୀ ବିପଦ ସଂକେତ ଟପିଲା, ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ଭୁବନେଶ୍ବର: ଲଘୁଚାପ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ଆସିଛି। ବର୍ଷା କମିଯାଇଥିଲେ ବି ଶୁକ୍ରବାର ସମୁଦ୍ରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲାରେ ଶନିବାର ପ୍ରବଳ ବର୍ଷିଛି। ଫଳରେ ଆନନ୍ଦପୁର ନିକଟରେ ବୈତରଣୀ ନଦୀ…
ଅଧିକ ଖବର ଦେଖନ୍ତୁ...

ଗୁଣପୁର-ଥେରୁବାଲି ରେଳ ଲାଇନ୍ ପାଇଁ ଫିଟିଲା ବାଟ: ରାଜ୍ୟ ସରକାର ଦେବେ ୧୬୦୦ କୋଟି

ରାୟଗଡ଼ା: ୫୨ ବର୍ଷ ପରେ ଗୁଣପୁର-ଥେରୁବାଲି ରେଳ ଲାଇନ୍ ଆଶା ଉଜ୍ଜୀବିତ୍ ହୋଇଛି। କେନ୍ଦ୍ର ସରକାର ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଦିନ ଗଡ଼ାଇ ଚାଲିବା ପରେ ରାଜ୍ୟ ସରକାର ୧୬୦୦ କୋଟି ବ୍ୟୟରେ ଏହି ରେଳ ଲାଇନର ଅଗ୍ରଗତି ଲାଗି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରସ୍ତାବକୁ ଗୃହୀତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସେବାଶ୍ରମ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ମାଲକାନଗିରି: ମାଲକାଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଗତକାଲି ଜଣେ ନବମ ଶ୍ରେଣୀର ଛାତ୍ର ଅସୁସ୍ଥ ହୋଇଥିଲେ। ତେବେ ଏହି ଘଟଣା ହଷ୍ଟେଲ ବା ସ୍କୁଲରେ ଥିବା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଛାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ଭାସିଗଲା ଡଙ୍ଗା, ୫୦ ଯାତ୍ରୀଙ୍କୁ ଉଦ୍ଧାର କଲା ମେରାଇନ ପୁଲିସ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ପାରାଦୀପ ନିକଟ ଏକ ଫେରି ଘାଟରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ବାହାକୁଦ ପଟକୁ ଆସୁଥିଲା। ତେବେ ମହାନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାସିଯାଇଥିଲା ଏହି ଘାଟଟି ବଙ୍ଗୋପସାଗର କୂଳରେ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ହେତୁ ହିମାଚଳ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀରରେ ବନ୍ୟା ଓ ଭୂସ୍ଖଳନ: ୧୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ବର୍ଷା ହେତୁ ବନ୍ୟା ଏବଂ ଭୂସ୍ଖଳନ ହୋଇଥିବା ଦେଖାଯାଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀରରେ ବନ୍ୟା ଏବଂ ଭୂସ୍ଖଳନ ପାଇଁ ଅତି କମରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ରିଲିଫ୍…
ଅଧିକ ଖବର ଦେଖନ୍ତୁ...