Daily Archives

August 20, 2022

୨୫ କେଜି ଗଂଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଟାଟା ମୋଟର୍ସ ନିକଟରେ ଢ଼ଉ କରି ୨୫ କିଲୋଗ୍ରାମ ଗଂଜେଇ ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରିଛନ୍ତି । ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍ପି ସଂଜୟ କୁମାର ପଟ୍ଟନାୟକଙ୍କ ସୂଚନାନୁସାରେ,…
ଅଧିକ ଖବର ଦେଖନ୍ତୁ...

ଉପର ମୁଣ୍ଡରେ ପ୍ରବଳ ବର୍ଷା,ଜମିରୁ ଛିଡ଼ୁନି ପାଣି

ଭଞ୍ଜନଗର: ସଦ୍ୟ ତଳି ବୁଣା ଯାଇଥିବା ଚାଷଜମି ବର୍ତ୍ତମାନ ଘାଇର ଭ୍ରମ ସୃଷ୍ଟି କରୁଛି। ବାରମ୍ବାର ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଲଗାତାର ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବର୍ଷା ଜଳ ଜମି ଭିତରେ ଆଣ୍ଠୁଏ ଉଚ୍ଚରେ ଲହଡି ମାରୁଛି। ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ଜଳସ୍ତର ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ୟୁରୋପରେ ମରୁଡ଼ି : ଶୁଖିଲା ନଦୀରେ ଦେଖାଗଲା ବିଶ୍ବଯୁଦ୍ଧ ଅମଳର ଜାହାଜ, ବୋମା

ମାଦ୍ରିଦ୍ : ୟୁରୋପରେ ଏବର୍ଷ ଭୟଙ୍କର ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସହ ମରୁଡ଼ି ପଡ଼ିଛି । ବର୍ଷା ଅଭାବରୁ ନଦୀଗୁଡ଼ିକ ଶୁଖି ଯାଉଛନ୍ତି । ନଦୀରେ ପାଣି କମିବା ସହ ପୂର୍ବରୁ ନଦୀ ପାଣିରେ ଲୁଚି ରହିଥିବା ଅନେକ ବିରଳ ଐତିହାସିକ ସାମଗ୍ରୀ ଦେଖିବାକୁ ମିଳୁଛି । ସ୍ପେନରେ ଥିବା ଜଳଭଣ୍ଡାରର…
ଅଧିକ ଖବର ଦେଖନ୍ତୁ...

ମସ୍ତିପୁଟରେ ଝାଡାବାନ୍ତି: ୧୬ ଆକ୍ରାନ୍ତ, ୬ ଗୁରୁତର 

କୋରାପୁଟ: କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟରେ ବ୍ୟାପିଛି ଝାଡାବାନ୍ତି। ଦଶମନ୍ତପୁର ପରେ ଆଜି କୋରାପୁଟ ବ୍ଲକରେ ଏହି ଝାଡାବାନ୍ତି ବ୍ୟାପି ଗାଁର ୧୬ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟାଙ୍ଗିଆ ବେଣ୍ଟ ମାଡ଼ରେ ସ୍ତ୍ରୀର ମୃତ୍ୟୁ, ସ୍ୱାମୀ ଅଟକ

ରାଇଘର: ମଦ ପିଇ ସ୍ତ୍ରୀ ସହିତ ଝଗଡା ହେବା ପରେ ସ୍ବାମୀ ଜଣକ ବିଳମ୍ବିତ ରାତିରେ ଏକ ଟାଙ୍ଗିଆ ବେଣ୍ଟ ସାହାଯ୍ୟରେ ସ୍ତ୍ରୀକୁ ମାରି ଦେଇଥିବା ଜଣାପଡିଛି | ଏଭଳି ଅମାନବିୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରଶୁଣ୍ଡି (ଟୋଲା) ଗ୍ରାମର ରାଉତପାରା ସାହିରେ l ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ଦାମୀ କାର୍ ଛାଡ଼ି ମୁମ୍ବାଇ ରାସ୍ତାରେ ପତ୍ନୀ ଅନୁଷ୍କାଙ୍କୁ ବସାଇ ସ୍କୁଟି ଚଳାଇଲେ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବର୍ତ୍ତମାନ କ୍ରିକେଟରୁ ନେଇଥିବା ବିରତିକୁ ଉପଭୋଗ କରୁଛନ୍ତି। ପରିବାର ସହ ସମୟ କଟାଉଥିବା ବିରାଟ ଏବେ ନିଜ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ପ୍ରୋଜେକ୍ଟରେ କାମ କରୁଥିବା ଜଣାପଡ଼ିଛି। କାମ ସହିତ ମଧ୍ୟ ଦୁହେଁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବର୍ଷାର ପରିମାଣ କମୁଥିବାରୁ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସୁଛି । ରାଜ୍ୟରେ ବନ୍ୟା ବିପଦ ଧୀରେ ଧୀରେ କମୁଛି । ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗୁଛି । ମୋଟାମୋଟି ଭାବେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । କିଛି ଏଭଳି କହିଛନ୍ତି ଜଳସମ୍ପଦ ବିଭାଗର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଯୁବ ସମାଜସେବୀ ଗୁରୁତର, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର

ଭୁବନେଶ୍ବର : ଗତ ୧୬ ତାରିଖ ରାତି ପ୍ରାୟ ୧୨ଟା ସମୟରେ ବଳରାମପୁର ଗ୍ରାମ, ରାଜକନିକା ଥାନା ଓ କେନ୍ଦ୍ରାପଡ଼ା ଜିଲ୍ଲାର ସଂଗ୍ରାମ ନାୟକ (ଧୁନ) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲରେ ଅଚେତ୍ ଅବସ୍ଥାରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ନୂଆ କାମ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ଧାର ଦେଇଥିବା ପଇସା ପାଇବେ। ଶନିବାର: ପ୍ରେମ ଜୀବନ ମଧୁର ହେବ। ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: କର୍ମ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ପରିବା ଆଣିବାକୁ କହିବାରୁ ରାସ୍ତା ମଝିରେ ସ୍ତ୍ରୀକୁ ଚୁଟି ଘୋଷାରି ପିଟିଲେ ସ୍ବାମୀ

ଗାଜିଆବାଦ୍‌: ଯୁଗ ଯେତେ ବଦଳିଲେ ବି କେଉଁଠି ନା କେଉଁଠି ନାରୀ ଉପରେ ପୁରୁଷର ଅତ୍ୟାଚାରର ଲଜ୍ଜାକର ଚିତ୍ର ଦେଖିବାକୁ ମିଳୁଛି। ଗାଜିଆବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ପରିବା ଆଣିବାକୁ କହିବାରୁ ସ୍ବାମୀ ଜଣକ ରାସ୍ତା ମଝିରେ ପତ୍ନୀଙ୍କୁ…
ଅଧିକ ଖବର ଦେଖନ୍ତୁ...