Monthly Archives

September 2022

ତଦନ୍ତ ଅଧିକାରୀଙ୍କ ବିରୋଧରେ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ

ଖୋର୍ଦ୍ଧା: ୫ ମାସ ପୂର୍ବେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାରେ ତଦନ୍ତ ଅଧିକାରୀ ଅଭିଯୁକ୍ତଙ୍କୁ ଖସାଇବାକୁ ଉଦ୍ୟମ କରୁଥିବା ନେଇ ଆଜି ଜଣେ ମହିଳା ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଓଡ଼ଗାଁର ସୁଚରିତା ଶତପଥୀ (୨୬) ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

ବଜାରକୁ ଆସିଲା ସୁଲଭ ମୂଲ୍ୟର ସ୍ମାର୍ଟଫୋନ ଟେକନୋ ପପ୍-୬

ଭୁବନେଶ୍ୱର: ଟ୍ରାଞ୍ଜିସନ ଇଣ୍ଡିଆର ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟେକ୍ନୋ ମୋବାଇଲ ପକ୍ଷରୁ ଏହାର ନୂଆ ସ୍ମାର୍ଟଫୋନ୍ ଟେକ୍ନୋ ପପ୍ ୬ ପ୍ରୋକୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ହେଉଛି  ମାତ୍ର ୬,୦୯୯ ଟଙ୍କା । ଭାରତ ହେଉଛି ଏକ ବଡ଼ ବଜାର ଯେଉଁଠାରେ ପ୍ରତି ତ୍ରୈମାସିକରେ ନିୟୁତାଧିକ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡାସ୍ଥିତ  ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହି ପଡ଼ୁଥୁବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ ହୋଇଛି। ଛାତ୍ର ଜଣଙ୍କ ନନ୍ଦାହାଣ୍ଡି…
ଅଧିକ ଖବର ଦେଖନ୍ତୁ...

ନୀତୀଶଙ୍କ ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ନାହିଁ : ତେଜସ୍ବୀ

ପଟନା : ଭାରତର ପ୍ରଧାନମନ୍ତ୍ରୀ ହେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କୌଣସି ଅଭିଳାଷ ନାହିଁ ଓ ସେ କେବ​ଳ ବିରୋଧୀ ଦଳଗୁଡ଼ିକ ମଧ୍ଯରେ ଏକତା ଆଣିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଆରଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆରଜେଡି ବିହାର ରାଜ୍ୟ ସଭାପତି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଶ୍ରେଣୀ ଛାତ୍ରକୁ ଶ୍ରେଣୀଗୃହରେ ବନ୍ଦ କରି ଘରକୁ ପଳାଇଲେ ଶିକ୍ଷକ

ଲଖନଉ: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଗୁଲାଭାଟୀ ବ୍ଲକର ସେଗଡାପୀର ଗ୍ରାମରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହାକି କିଛି ଶିକ୍ଷକମାନଙ୍କର ମାନସିକତାକୁ ପଦାରେ ପକାଇଛି | ବାସ୍ତବରେ ଏଠାରେ ଥିବା ସାନଭିଲିୟନ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ କୋଠରୀରେ ତାଲା ପକାଇ…
ଅଧିକ ଖବର ଦେଖନ୍ତୁ...

ଜାମଯୋଡି ନଦୀ କୂଳରେ ଶବ ମିଳିବା ଘଟଣା: ତିନିବର୍ଷ ପରେ ଅଭିଯୁକ୍ତର ସହଯୋଗୀ ଗିରଫ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମିଝୀଗୁଡା ନିକଟସ୍ଥ ଜାମଯୋଡି ନଦୀ କୂଳରେ ଶବ ମିଳିବା ଘଟଣାର ତିନିବର୍ଷ ପରେ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୋଗରେ ଆଜି ଜଣକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ହତ୍ୟାକାଣ୍ଡର ଦୁଇବର୍ଷ ପରେ ମୁଖ୍ୟ ଆସାମୀ କୁହାଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କମ୍ପାନି ଉପରେ କଟକଣା ଲଗାଇଲା ଆମେରିକା

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧରେ ଆମେରିକାର ବିଭିନ୍ନ ବାରଣ ସତ୍ତ୍ବେ ଭାରତ ରୁଷ ସପକ୍ଷରେ ରହିଥିବାରୁ ଆମେରିକା ଭାରତ ଉପରେ କ୍ଷୁବଧ ରହିଥିବା ସଂକେତ ମିଳୁଛି । ରୁଷ ଓ ଇରାନରୁ ଭାରତର ତେଲ କିଣାକୁ ନେଇ ଆମେରିକା ପୂର୍ବରୁ ଅସନ୍ତୋଷ ପ୍ରକଟ କରିଥିବାବେଳେ ଏବେ ଭାରତ ବିରୋଧରେ ପଦକ୍ଷେପ ନେବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମ ଧନ୍ଦା ସାରିବା ଲାଗି ନୂଆ ଉପାୟ ପାଇବେ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ମିଳିବ। ବୃଷ: ଆଖପାଖର ଲୋକଙ୍କ ପ୍ରତି ଉଦାର ରହିବେ। ପରିଶ୍ରମ ବଳରେ ସଫଳତା ମିଳିବ। ବଜାର‌ରେ କୌଣସି ବନ୍ଧୁ ସହ ସାକ୍ଷାତ ହେବ।…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରେ କଲଗାର୍ଲଙ୍କ ସହ କଏଦୀଙ୍କ ମସ୍ତି, ଗିରଫ ହେଲେ କନେଷ୍ଟବଳ ଓ ମେଡିକାଲ କର୍ମଚାରୀ

ହାଜିପୁର: ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସତ | କିନ୍ତୁ ସେଠାକୁ କଲଗାର୍ଲଙ୍କୁ ଡାକି କରୁଥିଲେ ମସ୍ତି | ଆଉ ଏନେଇ ଜଣାପଡିବା ପରେ ଏବେ ହସ୍ପିଟାଲରେ ଚାଲିଥିବା ଏସବୁ କାରନାମା ବାବଦରେ ଏସପି ଖୁଲାସା କରିଛନ୍ତି | ବିହାର ବୈଶାଳୀ ଏସପି ମନୀଷ ଆଜି ସାମ୍ବାଦିକ ସମ୍ମିଳନୀ କରି ଏକ ବଡ଼ ଖୁଲାସା…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଟି-ଆର୍‌ଏସ୍‌ପିର ଅଭିନବ ପ୍ରୟାସ: ନୂଆ ଷ୍ଟାର୍ଟ‌ଅପ୍‌କୁ ଆର୍ଥିକ ସହାୟତା

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଫାଉଣ୍ଡେସେନ ଫର୍‌ ଟେକ୍ନୋଲୋଜି ଆଣ୍ଡ୍‌ ବିଜନେସ୍‌ ଇନ୍‌କ୍ୟୁବେସନ(ଏଫ୍‌ଟିବିଆଇ) ଓ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପକ୍ଷରୁ ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...