Daily Archives

September 25, 2022

ଭଞ୍ଜନଗରରେ ବିଶାଳ ଶୋଭାଯାତ୍ରାରେ ଅହିଂସା ରଥଙ୍କୁ ଭବ୍ୟ ସ୍ବାଗତ

ଭଞ୍ଜନଗର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ବୁଲୁଥିବା ଅହିଂସା ରଥ ପରିକ୍ରମାକୁ ଆଜି ଭଞ୍ଜନଗର ଠାରେ ଏକ ବିଶାଳ ଶୋଭାଯାତ୍ରାରେ ଭବ୍ୟ ସ୍ବାଗତ କରାଯାଇଛି। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର ସହ ଅହିଂସା ବାର୍ତ୍ତା ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ସିଲ୍ ହେଲା ଡେଥ୍ ଜୋନ ନାଗାବଳୀ ଝୁଲାପୋଲ, ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଲାଗିଲା ରୋକ

ରାୟଗଡ଼ା: ୫ ବର୍ଷରେ ବୁଡ଼ି ମରିଛନ୍ତି ୨୭ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ। ଏହା ପୂର୍ବରୁ ଅନେକଙ୍କ ଜୀବନ ମଧ୍ୟ ଯାଇଛି। ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବାକୁ ଆସି ଅକାଳରେ ଜୀବନ ହାରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ କେହି ତତ୍ପର ନଥିଲେ। ଅଗଷ୍ଟରେ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ କଂଗ୍ରେସରେ ସଙ୍କଟ: ସଚିନ ପାଇଲଟଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବିରୋଧ କରି ୮୨ ବିଧାୟକଙ୍କ ଇସ୍ତଫା

ଜୟପୁର: ରାଜସ୍ଥାନ କଂଗ୍ରେସରେ ଏବେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେ‌ହଲେଟ ଭରତୀୟ କଂଗ୍ରେସର ମୁଖ୍ୟ ଦୌଡରେ ଥିବାରୁ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କୁ କଂଗ୍ରେସ ସ୍ଥିର କରିବା ଏହାର କାରଣ ହୋଇଛି। ଅଶୋକ ଗେହଲେଟଙ୍କୁ ସମର୍ଥନ କରି ପ୍ରାୟ ୮୨…
ଅଧିକ ଖବର ଦେଖନ୍ତୁ...

‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି:…

ମୁମ୍ବାଇ: ଏନଆଇଏ ପକ୍ଷରୁ ଗତ ଗୁରୁବାର ଦିନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର କାର୍ଯ୍ୟାଳୟ ଏବଂ ଅନେକ ରାଜ୍ୟରେ ନେତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ାଉକୁ ବିରୋଧ କରି ଶୁକ୍ରବାର ଦିନ ମହାରାଷ୍ଟ୍ରର ପୁଣେରେ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅଫିସରୁ ଛାତ୍ରଛାତ୍ରୀଙ୍କୁ ବହି ମୁଣ୍ଡାଇ ଆଣିବାକୁ କହି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ସମସ୍ତିପୁର: ସରକାରୀ ଅଫିସରୁ ଛାତ୍ରଛାତ୍ରୀଙ୍କୁ ବହି ମୁଣ୍ଡାଇ ଆଣିବାକୁ କହି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ। ଦୁଇଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଅଫିସରୁ ମୁଣ୍ଡରେ ବହି ମୁଣ୍ଡାଇ ଆଣିବାକୁ କହିଥିଲେ ପ୍ରଧାନଶିକ୍ଷକ। ଏହି ଘଟଣାର ଖବର ମିଳିବା ପ‌ରେ ଏବେ…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ସିରିଜ୍‌ ହା‌ତେଇଲା ଭାରତ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ତଥା ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଦ୍ବିତୀୟ ପାଳିରେ ଭାରତ ୧୮୭ ରନ୍‌ର ଲକ୍ଷ୍ୟକୁ ପିଛାକରି ୧୯.୫ ଓଭରରେ ୪ ୱିକେଟ ହରାଇ ନିର୍ଦ୍ଧାରିତ ରନ୍‌ କରି…
ଅଧିକ ଖବର ଦେଖନ୍ତୁ...

୧୨୦ଟି ବୁଲା କୁକୁରଙ୍କ ପାଇଁ ପ୍ରତିଦିନ ରୋଷେଇ କରନ୍ତି ୯୦ ବର୍ଷୀୟ ବୃଦ୍ଧା ମହିଳା

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର କନକ ସାକ୍ସେନାଙ୍କୁ ୯୦ ବର୍ଷ ଛୁଇଁଛି ସତ କିନ୍ତୁ ପ୍ରତିଦିନ ସକାଳେ ସେ ୧୨୦ ଜଣଙ୍କ ପାଇଁ ରୋଷେଇ କରନ୍ତି | କନକ ଅଷ୍ଟିଓପୋରୋସିସ୍ ରୋଗରେ ପୀଡିତ ଏବଂ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ସତ୍ତ୍ୱେ ଏହି ସମସ୍ୟାଗୁଡ଼ିକ ତାଙ୍କୁ ଅଟକାଇ ପାରନ୍ତିନି | ଏବେ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତ ରାଜ୍ୟ ଛାଡୁଛନ୍ତି ନକ୍ସଲ; ତେଲେଙ୍ଗାନାରେ ଶରଣ ପଶିଲେଣି, ମାଲକାନଗିରିରେ ଆଉ ନକ୍ସଲଙ୍କୁ ଶରଣ ନାହିଁ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲଙ୍କ ରାଜୁତି ଚାଲୁଥିଲା। ତେବେ ପଡୋଶୀ ରାଜ୍ୟଗୁଡିକରେ ନକ୍ସଲ ଧିରେ ଧିରେ ସଫା ହେବା ପରେ ଏବେ କ୍ୟାଡର ନକ୍ସଲମାନେ ପଡୋଶୀ ତେଲେଙ୍ଗାନାକୁ ନିଜର ଅଡ୍ଡା ବନାଇବା ଆରମ୍ଭ କଲେଣି। ସବୁ ନକ୍ସଲ ତେଲେଙ୍ଗାନାର ଶରଣ ପଶିଛନ୍ତି। ତେବେ ଅନ୍ୟ ଛୋଟ ନକ୍ସଲମାନେ…
ଅଧିକ ଖବର ଦେଖନ୍ତୁ...

କିଛି ଲୋକ ପଶ୍ଚିମବଙ୍ଗକୁ ବଦନାମ କରିବାକୁ ଭଲ ପାଆନ୍ତି, ଏହା ମୋତେ କ୍ରୋଧିତ କରେ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗକୁ ବଦନାମ କରିବା ପାଇଁ ମିଛ କାହାଣୀ ସୋସିଆଲ ମିଡିଆରେ ବାହାର ଲୋକଙ୍କ ଦ୍ୱାରା ପ୍ରଚାର ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କାହାର ନାଁ ନନେଇ ସେ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ପଶ୍ଚିମବଙ୍ଗକୁ…
ଅଧିକ ଖବର ଦେଖନ୍ତୁ...

ଡେଟିଂ ସାଇଟ୍‌ରୁ ସଂପର୍କ, କାଳ ହେଲ ପ୍ରଥମ ସାକ୍ଷାତ୍‌: ୨୦ ଲକ୍ଷ ଲୁଟି ନେଇ ଯୁବତୀ ଫେରାର୍‌

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଠକାମୀର ଅନେକ ଘଟଣା ବିଷୟରେ ଆପଣ ଜାଣିଥିବେ। ଜଣେ ଯୁବତୀ ଅନ୍‌ଲାଇନ୍‌ ଡେଟିଂ ଆପ୍‌ ଜରିଆରେ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କରେ ଆସିବା ପରେ ତାଙ୍କଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଉଭୟ ଯୁବକ ଓ ଯୁବତୀ…
ଅଧିକ ଖବର ଦେଖନ୍ତୁ...