Daily Archives

September 26, 2022

ଦୃଷ୍ଟି ଆଢୁଆଳରେ ଭଞ୍ଜ ବଂଶ ଇତିହାସ ବହନ କରୁଥିବା ଲକ୍ଷ୍ମୀ ମୁଣ୍ଡିଆ ପାହାଡ

ଭଞ୍ଜନଗର: ପ୍ରାକୃତିକ ଶୋଭା ରାଜିରେ ପରିପୂର୍ଣ୍ଣ ଐତିହ୍ୟ ସମ୍ପନ୍ନ ଘୁମୁସର ମାଟି। ବଣ ନଦୀ ଜଙ୍ଗଲ ପାହାଡ଼ ଭଳି ପ୍ରାକୃତିକ ସମ୍ପଦର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରକୃତିର ଶୀତଳ ପରସ ସାଙ୍ଗକୁ ଏଠାରେ ରହିଛି ଅନେକ ଆରାଧ୍ୟ ଦେବାଦେବୀଙ୍କ ମନ୍ଦିର। ଘୁମୁସରର ନିଘଞ୍ଚ ଜଙ୍ଗଲ…
ଅଧିକ ଖବର ଦେଖନ୍ତୁ...

ଇଲେକଟ୍ରିକ ସ୍କୁଟି ସୋ ରୁମରେ ନିଆଁ

ଭୁବନେଶ୍ବର: କଟକ ରୋଡରେ ଥିବା ଏକ ଇଲେକଟ୍ରିକ ସ୍କୁଟି ସୋ ରୁମରେ ଅଗ୍ନିକାଣ୍ଡ ଘଟିଛି। ୪/୫ଟି ସ୍କୁଟି ଜଳିଯାଇଥିବାବେଳେ କୌଣସି ଜୀବନ ହାନୀ ହୋଇନାହିଁ। ତେବେ ସୋମବାର ରାତି ପ୍ରାୟ ୯ଟାରେ କୌଣସି କାରଣରୁ ନିଆଁ ଲାଗିଥିଲା। ସ୍କୁଟିଗୁଡିକ ଜଳୁଥିବା ଦେଖି କର୍ମଚାରୀମାନେ ନିଆଁକୁ ଆୟତ୍ତ…
ଅଧିକ ଖବର ଦେଖନ୍ତୁ...

ଶିଶୁ ନାଟକ ପ୍ରତିଯୋଗିତାରେ ବାଦାମୀ ବାଇ ବିଦ୍ୟାଳୟର ସଫଳତା

ରାଇରଙ୍ଗପୁର: ବାଲେଶ୍ଵର ଟାଉନ ହଲଠାରେ କଳାକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ନାଟକ ପ୍ରତିଯୋଗିତାରେ ରାଇରଙ୍ଗପୁରର ଅଗ୍ରଣୀ ବିଦ୍ୟାଳୟ ବାଦାମୀବାଇ ତାହାର ଶ୍ରେଷ୍ଠତା ପ୍ରଦର୍ଶନ କରି ଜିଲ୍ଲାରେ ପ୍ରଶଂସିତ ହୋଇଛି । ପ୍ରତିବର୍ଷ ପରି ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଦଶହରା ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ପ୍ରବେଶ ଉପରେ ଲାଗିବ କଟକଣା

ଖୋର୍ଦ୍ଧା: ସରକାରଙ୍କ ନିର୍ଦ୍ଦେଶ ଆସିଛି । ଦଶହରା ଛୁଟି ଅଛି, ଦଶହରା ପରେ ସରକାରଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟକୁ ସାଧାରଣ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ,ଜଣେ ମୃତ

ରିଆମାଳ: ରିଆମାଳ ଥାନା ଅନୁଗୁଳ-ଦେବଗଡ ୫୩ ନମ୍ବର ଜାତୀୟ ରାଜପଥ ଅନ୍ତରତ ଭିତରପଦ ଛକ ଠାରେ ସୋମବାର ସନ୍ଧ୍ୟା ୬ଟା ସମୟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ସଚେତନତା ପୋଲ୍ ରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛି । ଉଭୟେ ଦେବଗଡ ଥାନା…
ଅଧିକ ଖବର ଦେଖନ୍ତୁ...

ଲିଜେଣ୍ଡସ ଲିଗ୍ କ୍ରିକେଟ୍ : ମଙ୍ଗଳବାର ଗୁଜୁରାଟ ଜାୟାଣ୍ଟସକୁ ଭେଟିବ ଭିଲଓ୍ବାରା କିଙ୍ଗସ୍

ଭୁବନେଶ୍ବର : ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଗତ ମ୍ୟାଚରେ ପରାଜିତ ହେବା ପରେ ଗୁଜୁରାଟ ଜାୟାଣ୍ଟସ ମଙ୍ଗଳବାର ବାରବାଟି ଷ୍ଟାଡିୟମ ଠାରେ ଲିଜେଣ୍ଡ ଲିଗ କ୍ରିକେଟ (ଏଲ୍ଏଲ୍ସି)ର ଭିଲୱାରା କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏକ ଜବରଦସ୍ତ କମବ୍ୟାକ ପାଇଁ ପ୍ରସ୍ତୁତ ରହିଛି । ଏହି ମ୍ୟାଚରେ ଗୁଜୁରାଟ…
ଅଧିକ ଖବର ଦେଖନ୍ତୁ...

ଗୁଣପୁର-ଥେରୁବାଲି ନୂଆ ରେଳ ଲାଇନ୍ ପ୍ରସଙ୍ଗ: ୧୦ କୋଟି ଅନୁଦାନ ଯୋଗାଇବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି

ରାୟଗଡ଼ା: ବହୁ ପ୍ରତୀକ୍ଷିତ ଗୁଣପୁର-ଥେରୁବାଲି ନୂଆ ରେଳ ଲାଇନ୍ ପାଇଁ ୧୦୦ କୋଟି ଅନୁଦାନ ଯୋଗାଇ ଦେବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ଓଡ଼ିଶା ରେଳ ୟୁଜର୍ସ ଆସୋସିଏସନ୍ ସଭାପତି ସତ୍ୟ ପ୍ରକାଶ ପଣ୍ଡା। ଗତ ବଜେଟରେ ଏହି ରେଳ ପଥ ପାଇଁ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା ସୋମବାର ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି। ପାଲୁରର ଗଜପତିନଗରର ଠିକାଦର ବିକ୍ରମ ଦାସଙ୍କଠାରୁ ମନରେଗା ରାସ୍ତା କାମର ୨ ଲକ୍ଷ ୧୦ ହଜାର ଟଙ୍କା ପାଇଁ ବିଲ କରାଇଦେବାକୁ ସେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଡଭାନ୍ସ ବୁକିଂରେ ‘ବିକ୍ରମ ବେଦା’କୁ ପଛରେ ପକାଇଲା ଐଶ୍ବର୍ଯ୍ୟାଙ୍କ ‘ପିଏସ-୧’

ମୁମ୍ବାଇ: ଚର୍ଚ୍ଚାରେ ରିଲିଜ୍ ହେବାକୁ ଥିବା ଫିଲ୍ମ 'ବିକ୍ରମ ବେଦା' ଓ 'ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )'। ଦୁଇଟି ଫିଲ୍ମ ଆଗକୁ ରିଲିଜ୍ ହେବାକୁ ଥିବା ବେଳେ ଏବେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଦୁଇଟି ଫିଲ୍ମର ଟ୍ରେଲରକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଆଡଭାନ୍ସ ବୁକିଂରେ…
ଅଧିକ ଖବର ଦେଖନ୍ତୁ...

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

କୋରାପୁଟ: ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଚକ୍ରଧର ତ୍ରିପାଠୀ ଆଜି କୋରାପୁଟର ସୁନାବେଡାସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମହାମହିମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମୂହର ମୂଖ୍ୟ ଭାବରେ…
ଅଧିକ ଖବର ଦେଖନ୍ତୁ...