Daily Archives

September 27, 2022

ନକ୍ସଲ ପୁଣି ସକ୍ରିୟ: ସ୍ଥାପନା ଦିବସ ପାଳନ କରିବାକୁ ପୁଣି ଲଗାଇଲେ ମାଓ ବ୍ୟାନର ଓ ପୋଷ୍ଟର

ରାଇଘର: ଗତ କିଛି ଦିନ ପୂର୍ବରୁ ମାଓବାଦୀଙ୍କ ୧୮ତମ ସ୍ଥାପନା ଦିବସ ପାଳନ କରିବାକୁ ଖିଲୋଲି ଓ ଖୁଡ଼ୁକୁ ଅଞ୍ଚଳରେ ମାଓ ପୋଷ୍ଟର ଲଗାଇ ଆହ୍ୱାନ କରିଥିବା ବେଳେ ଆଜି ପୁଣି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଓ ଭାରସୁଣ୍ଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଓ ପୋଷ୍ଟର…
ଅଧିକ ଖବର ଦେଖନ୍ତୁ...

ଆମକୁ ପଠାଅ ରାବଣ: ବିଦେଶରୁ ଆସୁଛି ଅର୍ଡର

ନୂଆଦିଲ୍ଲୀ: ରାବଣ ପୋଡି ପାଇଁ ରାବଣ ମୂର୍ତ୍ତି ଯୋଗାଇଦେବାକୁ ବିଦେଶରୁ ଆସୁଛି ଅର୍ଡର | କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଦିଲ୍ଲୀର ମୂର୍ତ୍ତି ନିର୍ମାଣ କରୁଥିବା କାରିଗରମାନଙ୍କୁ ଏବେ ଅଷ୍ଟ୍ରେଲିଆରୁ ଅର୍ଡର ମିଳିବାରେ ଲାଗିଛି । ବାସ୍ତବରେ ଆଗକୁ ଦଶହରା…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ସବୁ ଗେଟ୍ ବନ୍ଦ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇବା ପରେ ମଙ୍ଗଳବାର ବନ୍ଧର ସମସ୍ତ ଗେଟ୍‌କୁ ବନ୍ଦ କରାଯାଇଛି। ଏକାଧିକ ଗେଟ୍ ଖୋଲା ରଖାଯିବା କାରଣରୁ ସୋମବାର ସଂଧ୍ୟାରେ ୬୨୯.୯୭ ଫୁଟ୍‌ ସହ ସର୍ବୋଚ୍ଚ ଜଳଧାରଣ କ୍ଷମତା ଛୁଇଁବାକୁ ବସିଥିବା ହୀରାକୁଦ ଜଳସ୍ତର ମଙ୍ଗଳବାର ହ୍ରାସ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ଫିମ୍ପିମରା ସୋୟାବଡ଼ି, ୭ ଛାତ୍ରଛାତ୍ରୀ ଅସୁସ୍ଥ

ଘୁ.ଉଦୟଗିରି : କ.ନୂଆଗାଁ ବ୍ଲକ୍‌ ସାରଙ୍ଗଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୭ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଏହି ଘଟଣାକୁ ବିଭାଗୀୟ ଅଧିକାରୀ, ପ୍ରଧାନ ଶିକ୍ଷୟିତ୍ରୀ ଚାପି ଦେଇଛନ୍ତି। ଗତ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନ ନିମନ୍ତେ ବିଦ୍ୟାଳୟରେ ଭାତ ସହ ସୋୟାବିନ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଅବକାରୀ ଦୁର୍ନୀତି : କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ବିଜୟ ନାୟାର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି (ଆପ୍) ସଦସ୍ୟ ତଥା ବ୍ୟବସାୟୀ ବିଜୟ ନାୟାରଙ୍କୁ ଗିରଫ କରିଛି । ନାୟାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ସାରଥୀ ହେଲେ ଲଲନ, କୃଷ୍ଣ ହେଲେ ନୀତୀଶ! ପୋଷ୍ଟର ମାଧ୍ୟମରେ ଜେଡିୟୁର ୨୦୨୪ ପ୍ଲାନ

ପାଟନା: ବେରୋଜଗାର ପ୍ରସଙ୍ଗରେ ଜେଡିୟୁ ବର୍ତ୍ତମାନ 'ମିଶନ ୨୦୨୪' ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି | ସୋମବାର ବିହାର ସମସ୍ତିପୁରର ଦଳସିଂହସରାୟରେ ଜେଡିୟୁ ଦ୍ୱାରା ଏକ ରୋଜଗାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜେଡିୟୁ ସଂସଦୀୟ ବୋର୍ଡର ରାଷ୍ଟ୍ରୀୟ ସଭାପତି ଉପେନ୍ଦ୍ର କୁଶୱା ଏହି ଅଭିଯାନକୁ…
ଅଧିକ ଖବର ଦେଖନ୍ତୁ...

ଏହି ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରୁ ଗୋଡ଼ ଓ ପାଟିକୁ ବନ୍ଧା ୧୨ କୁକୁର ଉଦ୍ଧାର

ଗୋପାଳପୁର :ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ମଧ୍ୟରୁ ଗୋଡ଼ ଓ ପାଟିକୁ ବନ୍ଧା ଯାଇଥିବା ୧୨ଟି କୁକୁର ଉଦ୍ଧାର କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜୀବ ସୁରକ୍ଷା ସଂଗଠନ ପକ୍ଷରୁ ଗୋଡ଼ ଓ ପାଟି ବନ୍ଧା ହୋଇ ରହିଥିବା କୁକୁରଙ୍କୁ ଉଦ୍ଧାର କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ଆମେ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବୁ: ନୀତୀଶ କୁମାର

ପାଟନା: ବିହାରରେ ମହାଗଠବନ୍ଧନ ସରକାର ଗଠନ ହେବା ଦିନଠାରୁ ପ୍ରତିଦିନ ନିଯୁକ୍ତିକୁ ନେଇ ସରକାର କିଛି ନା କିଛି ଘୋଷଣା କରୁଛନ୍ତି। ମଙ୍ଗଳବାର ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦୀଙ୍କ ମନ୍ତବ୍ୟକୁ ଆମେରିକାର ସମର୍ଥନ

ଓ୍ବାସିଂଟନ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ମଙ୍ଗଳବାରଦିନ ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେ ମୋଦୀଙ୍କ ସହ ଏକମତ ଯେ ଏହି ଯୁଗ ଯୁଦ୍ଧର  ଯୁଗ ନୁହେଁ । ଭାରତର ବୈଦେଶିକ ବ୍ୟାପାର…
ଅଧିକ ଖବର ଦେଖନ୍ତୁ...

ବିଲ୍ ପାସ୍ କରିବାକୁ ୨୭ ହଜାର ଲାଞ୍ଚ ନେଇ ଭିଜିଲାନ୍ସ୍ ଜାଲରେ ଜିଆରଏସ୍‌

ଗୋଳନ୍ଥରା: ବନ୍ଧ ପୁନରୁଦ୍ଧାର କାମର ବିଲ୍ ପାସ୍ କରିବାକୁ ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସିଏଚ୍‌.ଚନ୍ଦ୍ରେୟା। ଅଭିଯୋଗକାରୀ ହନ୍ତଳୁ ଗ୍ରାମର ଋଷି ରେଡ୍ଡୀଙ୍କ ଠାରୁ ୨୭ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...