Daily Archives

September 28, 2022

ଉମରବିଲିରେ ଅଜଣା ରୋଗ: ଆଗ ପଛ ହୋଇ ଚାଲିଗଲେ ସ୍ବାମୀ, ସ୍ତ୍ରୀ

ରାୟଗଡ଼ା: ରାୟଗଡ଼ା ବ୍ଲକର ଉମରବିଲି ଗ୍ରାମରେ ଅଜଣା ରୋଗ ଆତଙ୍କ ଦେଖା ଦେଇଛି। ୧୨ ଘଣ୍ଟା ମଧ୍ୟରେ ଆଗ ପଛ ହୋଇ ସ୍ବାମୀ, ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ଭୟଭୀତ ହୋଇ ପଡିଛନ୍ତି ଗ୍ରାମବାସୀ। ସ୍ବାସ୍ଥ୍ୟ ବିଭାଗ ଟିମ୍ ଗ୍ରାମରେ ପହଞ୍ଚି ଅସୁସ୍ଥ ଥିବା ୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଗୁରୁତର ମହିଳାଙ୍କ ମୃତ୍ୟୁ

ବୈପାରିଗୁଡା: ଗତ ସୋମବାର ଦିନ ବଜ୍ରାଘାତରେ ଆହତ ଗୁରୁତର ହୋଇଥିବା ମହିଳାଙ୍କର କୋରାପୁଟ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି, ଗତ ସୋମବାର ଦିନ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେତୁ ବୈପାରିଗୁଡା ବ୍ଲକର ଦଣ୍ଡାବାଡି ଠାରେ…
ଅଧିକ ଖବର ଦେଖନ୍ତୁ...

ଟାଇମ୍ ପତ୍ରିକାର ୧୦୦ ନେକ୍ସଟ୍ ତାଲିକାରେ ଭାରତରୁ କେବଳ ଆକାଶ ଅମ୍ବାନି

ମୁମ୍ବାଇ : ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ତଥା ଭାରତର ସର୍ବବୃହତ ଟେଲିକମ୍ କମ୍ପାନି ଜିଓର ମୁଖ୍ୟ ଆକାଶ ଅମ୍ବାନୀଙ୍କୁ ଟାଇମ୍ ୧୦୦ ନେକ୍ସଟ ତାଲିକାରେ ସ୍ଥାନିତ କରିଛି । ବିଶ୍ବର ଉଦୀୟମାନ ତାରକାମାନଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ସେ ଏକମାତ୍ର ଭାରତୀୟଭାବେ ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନରେ ଲାଭର ଅବସର ମିଳିବ। ଅଧିକ କାମ କରିବା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। କାହା ପ୍ରତି ଆପଣଙ୍କ ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ। ଘରକୁ ବନ୍ଧୁଙ୍କ ଆଗମନ ହେବ। ‌ ବୃଷ: କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ। ଅଫିସରେ ସହଯୋଗୀ ଆପଣଙ୍କ ବିଚାର ଦ୍ବାରା ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ଏସଭି ନିର୍ତାର ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ଉଦଘାଟନ କରିବେ ସାଂସଦ ଜେପି ନଡ୍ଡା

ଭୁବନେଶ୍ବର: କଟକ ଜିଲ୍ଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିର୍ତାର) ଠାରେ ଆସନ୍ତା ୩୦ ତାରିଖ ଦିନ ୧୦୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଉଦଘାଟିତ ହେବ। ସାଂସଦ ଜେ.ପି. ନଡ୍ଡା ଏହି ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ।…
ଅଧିକ ଖବର ଦେଖନ୍ତୁ...

ମର୍ସିଡିଜ୍ କାର ଧକ୍କାରେ ଦୁଇ ଫାଳ ହେଲା ଟ୍ରାକ୍ଟର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଚଳିତ ମାସ ୪ ତାରିଖରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟ ଟାଇକୁନ୍ ସାଇରସ୍ ମିସ୍ତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା | ଦୁର୍ଘଟଣା ବେଳେ ସେ ଏକ ମର୍ସିଡିଜ୍ ଜିଏଲସି ୨୦୦ଡି କାରରେ ଥିଲେ | ୬୨ ଲକ୍ଷ ଟଙ୍କା ମୂଲ୍ୟର ଏହି କାରରେ ୭ଟି ଏୟାରବ୍ୟାଗ…
ଅଧିକ ଖବର ଦେଖନ୍ତୁ...

ବଢୁଛି ଇ-କମର୍ସରେ ଠକାମି; ମେସୋରୁ ଡ୍ରୋନ୍‌ କ୍ୟାମେରା ମଗାଇ ପ୍ୟାକେଟ୍‌ରୁ ଆଳୁ ପାଇଲେ ଗ୍ରାହକ

ମୁମ୍ବାଇ: ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ପରେ ଏବେ ଟାର୍ଗେଟ ପାଲଟିଛି ଇ-କମର୍ସ ସାଇଟ୍‌ ମେସୋ। ଅନ୍‌ଲାଇନ୍‌ ସପିଂ ସାଇଟ୍‌ ମେସୋରୁ ଜଣେ ଗ୍ରାହକ ଏକ ଡ୍ରୋନ୍‌ କ୍ୟାମେରା ବରାଦ କରିଥିବା ବେଳେ ତାଙ୍କ ପ୍ୟାକେଟ୍‌ରୁ ବାହାରିଛି ଆଳୁ। ମେସୋରୁ କ୍ୟାମେରା ବରାଦ ଦେଇଥିବା ବ୍ୟକ୍ତି ଜଣକ ଡେଲିଭରି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ କମିଟି ସହିତ ମନ୍ତ୍ରୀ ଓ ସଚିବଙ୍କ ଆଲୋଚନା

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆଜି କେନ୍ଦ୍ରୀୟ କମିଟିର ଭୁବନେଶ୍ବର ଚାଲ ଡାକରାରେ ପଞ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘର ପକ୍ଷରୁ ଶତାଧିକ ଆଇନଜୀବୀ ଭୁବନେଶ୍ବର ଯାଇ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଶ୍ବେତାଙ୍କ ପାଖରେ କାହିଁକି ଟଙ୍କା ନାହିଁ ? ଅଭିନେତ୍ରୀଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ମିଛ କୁହନି ମମ୍‌ ବୋଲି ଲେଖିଲେ…

ମୁମ୍ବାଇ: ଟେଲିଭିଜନ ଦୁନିଆରେ ଶ୍ବେତା ତିୱାରୀ ଜଣେ ବହୁ ପରିଚିତ ଚେହେରା। ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ତାଙ୍କୁ ପ୍ରଶଂସକମାନେ ଅସରନ୍ତି ଭଲପାଇବା ଓଜାଡ଼ି ଦେଇଥାନ୍ତି। ବୃତ୍ତିଗତ ଜୀବନରେ ଶ୍ବେତା ଖୁବ୍ ସଫଳ। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କଲେ ସାମ୍ନାକୁ ଆସନ୍ତି…
ଅଧିକ ଖବର ଦେଖନ୍ତୁ...

‘ଭାରତ ଯୋଡୋ ଯାତ୍ରା’ ସମୟରେ ରାହୁଲ ଗାନ୍ଧୀଙ୍କୁ ଦେଖି ଆଖିର ଲୁହକୁ ଅଟକାଇପାରିଲେନି ନାବାଳିକା

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ଆରମ୍ଭ ହୋଇଥିଲା କଂଗ୍ରେସର 'ଭାରତ ଯୋଡୋ ଯାତ୍ରା'। କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା। ଏହି ଯାତ୍ରାରେ ରାହୁଲଙ୍କ ସହ ବହୁ କଂଗ୍ରେସ ନେତା ଓ ସାଧାରଣ ଲୋକ ଯୋଗ ଦେଇଥିବା ବେଳେ ସେ ଗୋଟିଏ ପରେ…
ଅଧିକ ଖବର ଦେଖନ୍ତୁ...